Browsing Category

ଦେଶ

ପ୍ରବାସୀ ଶ୍ରମିକଙ୍କ ପାଇଁ “ ଗରିବ କଲ୍ୟାଣ ରୋଜଗାର ଅଭିଯାନ ’’

ନୂଆଦିଲ୍ଲୀ : ଲକ୍‌ଡାଉନ୍ ରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ପ୍ରବାସୀ ଶ୍ରମିକଙ୍କୁ ‌ରୋଜଗାର ମାଧ୍ୟମ ଦେବା ଲାଗି କେନ୍ଦ୍ର ସରକାର ଏକ ନୂଆ ସ୍କିମ୍ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ଘୋଷଣା କରିଛନ୍ତି। ଏହି ଅଭିଯାନ ପାଇଁ ଦେଶର ୬ଟି ରାଜ୍ୟର ୧୧୬ଟି ଜିଲ୍ଲାକୁ ଚିହ୍ନଟ କରାଯାଇଥିବା
Read More...

ଭାରତରେ ୩୮୦୫୩୨ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ- ଦେଶରେ ଗତ ୨୪ ଘଂଟାରେ ସଂକ୍ରମିତ ହୋଇଛନ୍ତି ୧୩,୫୮୭ । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୮୦୫୩୨କୁ ବୃଦ୍ଧି ପାଇଛି । ଏଯାବତ୍ ୨୦୪୭୧୦ ସୁସ୍ଥ ହୋଇଥିବା ବେଳେ ୧୨୫୭୩ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ୧୬୩୨୪୮ ସକ୍ରିୟ ମାମଲା ରହିଛି ।
Read More...

ଚାଇନା ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି କରିବ ଭାରତ

ନୂଆଦିଲ୍ଲୀ :ଲାଦାଖ ସଂଘର୍ଷ ପରେ ଭାରତରେ ଚାଇନା ଦ୍ରବ୍ୟକୁ ସଂମ୍ପୂର୍ଣ୍ଣ ବୟକଟ କରିବାକୁ ଦାବି ଜୋର ଧରିଛି । ଚାଇନାକୁ ଆର୍ଥିକ କ୍ଷେତ୍ରରେ ମାତ୍ ଦେବା ପାଇଁ ଭାରତର ନୂତନ ରଣନୀତି । ଏକାଧିକ ଚାଇନା ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି କରିବାକୁ ଅର୍ଥ ମନ୍ତ୍ରଣାଳୟର ନିଷ୍ପତି ନେଇଛି ।
Read More...

୧୦ ଭାରତୀୟ ଯବାନଙ୍କୁ ମୁକ୍ତ କଲା ଚୀନ୍

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକା‌ ଅଞ୍ଚଳରେ ଭାରତ ଓ ଚୀନ୍ ସେନାଙ୍କ ସଂଘର୍ଷ ସମୟରେ ଚୀନ୍‌ ଅଟକ ରଖିଥିବା ଦୁଇ ଜଣ ମେଜର୍‌ଙ୍କ ସମେତ ୧୦ଜଣ ଭାରତୀୟ ଯବାନଙ୍କୁ ଗୁରୁବାର ସନ୍ଧ୍ୟାରେ ମୁକ୍ତ କରିଛି। ଉଭୟ ପକ୍ଷରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବାରୁ ସମ୍ପୃକ୍ତ
Read More...

ବୀର ସୈନିକଙ୍କୁ ହରାଇ କାନ୍ଦୁଛି ମାଆ ମାଟି

ଭୁୁବନେଶ୍ୱର,୧୮.୬ (ନି.ପ୍ର.): ଚୀନ ଭାରତ ସୀମା ଲାଗି ରହି ଥିବା ଉତେଜନା ପରିସ୍ଥିତିରେ ସଂର୍ଘଷ ଘଟିି ୨୦ ଜଣ ଭାରତୀୟ ସୈନିକ ଶହୀଦ ହୋଇଥିବା ବେଳେ ତନ୍ମଧ୍ୟରୁ ୨ଜଣ ଓଡିିଶାର ହୋଇଥିବା ବେଳେ ସେଥିମଧ୍ୟରୁ ଜଣେ ମୟୂରଭଞ୍ଜ ଜିଲ୍ଲାର ବୋଲି ଜଣାଯାଇଛିା ମୟୂରଭଞ୍ଜ ଜିଲ୍ଲାର ବାମନଘାଟି
Read More...

ଖୁବ ଶିଘ୍ର ବଜାରରେ ମିଳିବ ରେମଡେସିଭିର

ନୂଆଦିଲ୍ଲୀ- ଖୁବ ଶିଘ୍ର ବଜାରରେ ଉପଲବ୍ଧ ହେବ ରେମଡେସିଭିର ଔଷଧ । ଏହି ଔଷଧ କେବଳ ଜରୁରୀ ସ୍ଥିତି କିମ୍ବା କରୋନା ଯୋଗୁ ଅତ୍ୟନ୍ତ ସଙ୍କଟ ସ୍ଥିତିରେ ଥିବା ଲୋକଙ୍କୁ ଦିଆଯାଇପାରିବ ।ଜୁନ ମାସ ଶେଷ ସୁଦ୍ଧା ଏହି ଔଷଧ ପର୍ଯ୍ୟାପ୍ତ ପରିମାଣରେ ମିଳିବ । କିଛି ଦିନ ତଳେ ସର୍ତମୂଳକ ଭାବେ କରୋନା
Read More...

ଗଲୱାନ ଘାଟିର ବିବାଦୀୟ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଜାରି ରଖିଛି ଚୀନ

ନୂଆଦିଲ୍ଲୀ:  ଗଲୱାନ ଭ୍ୟାଲିରେ ଚୀନର ଏକାଧିକ ଯାନବାହନ ଚଳାଚଳ କରୁଥିବା ନୂଆ ସାଟେଲାଇଟ ଫଟୋରେ ଦେଖିବାକୁ ମିଳିଛି। ଚୀନ ସୈନ୍ୟଙ୍କୁ ଏହି ଯାନରେ ନେବା ଆଣିବା କରାଯାଉଛି। ଏହା ସହିତ ନିର୍ମାଣ କାର୍ଯ୍ୟ ଲାଗି ବିଭିନ୍ନ ଯନ୍ତ୍ରାଂଶ ଏବଂ ଉପକରଣ ପରିବହନ କରାଯାଉଛି। ପିଏଲଏ
Read More...

୪୧ କୋଇଲା ଖଣିର ନିଲାମ ଶୁଭାରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଅଧୀନରେ ଗରୋଇ କ୍ଷେତ୍ର ପାଇଁ ୪୧ କୋଇଲା ଖଣିର ନିଲାମ ପ୍ରକ୍ରିୟା ଶୁଭାରମ୍ଭ କରିଛନ୍ତି। ଭାରତ କରୋନା ସହିତ ଲଢ଼େଇ କରିବ ଏବଂ ଆଗକୁ ବଢ଼ିବ। ଏହି ସଙ୍କଟ ଭାରତକୁ ଆତ୍ମନିର୍ଭରଶୀଳ ହେବାର ଶିକ୍ଷା
Read More...

ଚୀନ ମୋବାଇଲ ୪-ଜି ଅପଗ୍ରେଡ୍‌ ହେବନାହିଁ

ନୂଆଦିଲ୍ଲୀ: ଗଲୱାନ ଉପତ୍ୟକାରେ ସଂଘର୍ଷ ପରେ ଚୀନକୁ ଏବେ ହାତରେ ନ ମାରି ଭାତରେ ମାରିବ ଭାରତ। ବୁଧବାର ଟେଲିକମ୍ ମନ୍ତ୍ରଣାଳୟ ବିଏସ୍‌ଏନଏଲ ଓ ଏହାର ସହଯୋଗୀ କମ୍ପାନୀଗୁଡିକୁ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଚୀନ ନିର୍ମିତ ମୋବାଇଲ ଫୋନଗୁଡିକୁ ୪-ଜି ଅପଗ୍ରେଡେସନ ଦିଆଯିବ ନାହିଁ ।
Read More...

ଭାରତୀୟ ସେନାଙ୍କ ମୃତ ଶରୀରକୁ ବିକୃତ କରିଥିଲେ ଚାଇନା ସେନା

ନୂଆଦୀଲ୍ଲୀ : ଲଦାଖର ଗିଲୱାନ ସଂଘର୍ଷରେ ମୃତୁ୍ୟ ବରଣ କରିଥିବା ଭାରତୀୟ ସେନାଙ୍କ ଶରୀରକୁ ଚୀନ୍ ସେନା ବିକୃତ କରିଥିବା ନେଇ ସୂଚନା ମିଳିଛି । ଏନେଇ ସେନା ଏବଂ ସରକାରଙ୍କ ପକ୍ଷରୁ କିଛି ି କୁହାଯାଇ ନାହିଁ । ପୂର୍ବ ବୁଝାମଣା ଅନୁଯାୟୀ ଗିଲୱାନ ଭ୍ୟାଲିର ପିପି୧୪ ନିକଟ ଭାରତୀୟ ସୀମାରେ
Read More...