Browsing Category

ଦେଶ

ଭାରତକୁ ପୁଣି ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ପଦ

ନୂଆଦିଲ୍ଲୀ : ଭାରତ ପୁଣି ଥରେ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛି । ଅଷ୍ଟମ ଥର ପାଇଁ ଅସ୍ଥାୟୀ ସଦସ୍ୟ ପଦ ପାଇଥିବାରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ୧୯୩ ସଦସ୍ୟରାଷ୍ଟ୍ରଙ୍କ ମଧ୍ୟରୁ ୧୮୪ ଦେଶ ସମର୍ଥନ କରିବା
Read More...

କରୋନା ମୁକାବିଲା : ନବୀନ-ମୋଦୀ ଆଲୋଚନା

ନୂଆଦିଲ୍ଲୀ : କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସକଙ୍କ ସହ ଆଲୋଚନା କରିବେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଆଲୋଚନା ଅନୁଷ୍ଠିତ ହେବ। ମଙ୍ଗଳବାର
Read More...

ଦିନକରେ ୨୦୦୩ ମୃତ, ୧୧ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୦୦୩ ରୋଗୀ କରୋନାରେ ପ୍ରାଣ ହରାଇଛନ୍ତି, ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ସର୍ବାଧିକ। ପୂର୍ବରୁ ଦୈନିକ ମୃତ୍ୟୁ ସଂଖ୍ୟା ୩୦୦ରୁ ୪୦୦ ମଧ୍ୟରେ ରହୁଥିଲାବେଳେ ହଠାତ୍‌୨୦୦୦ ଅତିକ୍ରମ କରିବା ବେଶ୍‌ ଚିନ୍ତାର ବିଷୟ ପାଲଟିଛି।ଏହା ସହିତ ଦେଶରେ ୧୧
Read More...

ସୀମାରେ ସଂଘର୍ଷ: ୨୦ ଭାରତୀୟ ଓ ୪୩ ଚୀନ ସୈନିକ ନିହତ

ନୂଆଦିଲ୍ଲୀ- ଭାରତ ଓ ଚୀନ ସେନା ମଧ୍ୟରେ ଘମାଘୋଟ ଲଢେଇ । ଟଲିପଡିଲେ ୨୦ ଭାରତୀୟ ଓ ୪୩ ଚୀନ ସୈନିକ । ଲଦାଖର ଗଲୱାନ ଇଲାକାରରେ ଗତ କିଛିଦିନ ଧରି ଉଭୟ ଦେଶ ସୋନଙ୍କ ମଧ୍ୟରେ ଉତେଜନା ଓ ସଂଘର୍ଷ ଲାଗି ରହିଥିବା ବେଳେ ଗତ ୧୫ ଓ ୧୬ ତାରିଖ ଦିନ ଏହା ଭୟଙ୍କର ରୂପ ନେଇଥିଲା । ସୀମାରେ ଶାନ୍ତି
Read More...

ଚୀନ ସେନାଙ୍କ ଆକ୍ରମଣରେ ୨ ଓଡିଆ ଯବାନ ସହିଦ

ଭୁବନେଶ୍ୱର- ଚୀନ ସେନାଙ୍କ ଆକ୍ରମଣରେ ୨ ଓଡିଆ ଯବାନ ସହିଦ । ମୃତ୍ୟୁ ବରଣ କରିଥିବା ଓଡିଆ ଯବାନ ହେଲେ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନ । ଚନ୍ଦ୍ରକାନ୍ତଙ୍କ ଘର କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅର୍ନ୍ତଗତ ବିୟରପାଙ୍ଗି ଗ୍ରାମ , ଓ ସୋରେନଙ୍କ ଘର ମୟୂରଭଞ୍ଜ ଜିଲ୍ଲା
Read More...

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା

ମୁମ୍ବାଇ- ବଲିଓଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇ ସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଖବର ପାଇଁ ପୁଲିସ ଘଟଣା ସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛନ୍ତି । ଆତ୍ମହତ୍ୟାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସବୁକିଛି ଠିକ ଚାଲିଥିବା ବେଳେ ହଠାତ
Read More...

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗୁରୁତ୍ୱ ପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ- ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଗୃହମନ୍ତ୍ରୀ ଅମିତ ଶାହା ରବିବାର ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏହି ବୈଠକରେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ, ମୁଖ୍ୟମନ୍ତ୍ରୀ ଅରବିିନ୍ଦ କେଜ୍ରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, କେନ୍ଦ୍ର
Read More...

ମହାରାଷ୍ଟ୍ର, ତାମିଲାନାଡୁରେ ଲକ୍ଡାଉନ ଗୁଜବ

ନୂଆଦିଲ୍ଲୀ,୧୩.୬(ଏଜେନ୍ସି): ମହାରାଷ୍ଟ୍ର, ତାମିଲନାଡୁ ଏବଂ ଦିଲ୍ଲୀ କରୋନାରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ଏଠାରେ କରୋନା ସ୍ଥିତି ଅଣାୟତ ହୋଇଥିବାରୁ ଏହି ସବୁ ରାଜ୍ୟରେ ପୁଣିଥରେ ଲକ୍ଡାଉନ୍ ଲାଗୁ କରାଯିବ ବୋଲି ଚର୍ଚ୍ଚା ହେଉଥିଲା । ଏନେଇ ଗୁଜବ ପ୍ରଚାର କରାଯାଇ ଲୋକମାନଙ୍କୁ ଭୟଭୀତ
Read More...

ଲଦାଖ ସୀମାନ୍ତ ପରିସ୍ଥିତି ସମୀକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୧୩.୬(ଏଜେନ୍ସି): ପ୍ରତିରକ୍ଷା ମନ୍ତ୍ରୀ ରଜନାଥ ସିଂ ଶୁକ୍ରବାର ଏକ ଉଚ୍ଚ ସ୍ତରୀୟ ବୈଠକରେ ଲଦାଖ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନି ରାୱତ ଏବଂ ସେନାବାହିନୀର ତିନିଟି ଯାକ ଅଙ୍ଗର ମୁଖ୍ୟମାନେ ଉକ୍ତ ବୈଠକରେ ଯୋଗ ଦେଇଥିଲେ । ପୂର୍ବ
Read More...

କେନ୍ଦ୍ରର ପରାମର୍ଶ- ଏଣିକି ସାଇକେଲ୍ ଚଳାଅ

ନୂଆଦିଲ୍ଲୀ,୧୩ ।୦୬(ଏଜେନ୍ସି): କରୋନା ଭୂତାଣୁ ମହାମାରୀ ସମୟରେ ସାଇକେଲ ଚଲାଇବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରାଳୟ । ମନ୍ତ୍ରାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ପରିବହନ ଲାଗି ଅଣମୋଟର ଯାନ ବ୍ୟବହାର କରିବା ଲାଗି ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ କୁହାଯାଇଛି ।
Read More...