Browsing Category

ଦେଶ

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଘରେ ଲାଗିଲା କ୍ୱାରେଂଟାଇନ ନୋଟିସ!

ନୂଆଦିଲ୍ଲୀ,୧୩ ।୦୬(ଏଜେନ୍ସି): ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂ ଦିଲ୍ଲୀର ୩, ମୋତିଲାଲ ନେହେରୁ ପ୍ଲେସ ବାସଭବନରେ କାର୍ଯ୍ୟ କରୁଥିବା ଜଣେ ସହାୟକଙ୍କ ଝିଅ କରୋନା ପଜିଟିଭ ବୋଲି ଜଣାପଡ଼ିବା ପରେ ସୁରକ୍ଷା ଦୃଷ୍ଟିରୁ ତାଙ୍କ ବାସଭବନରେ କ୍ୱାରେଂଟାଇନ ନୋଟିସ ଲଗାଯାଇଥିବା ଜଣାପଡ଼ିଛି
Read More...

ଚନ୍ଦ୍ର ଅଭିଯାନ ପ୍ରସ୍ତୁତି ଚଳାଇଛନ୍ତି ଭାରତ-ଜାପାନ

ନୂଆଦିଲ୍ଲୀ: ଭାରତ ଏବଂ ଜାପାନ ମିଳିତ ଭାବେ ଆରମ୍ଭ କରିଛନ୍ତି ଚନ୍ଦ୍ର ଅଭିଯାନ ପ୍ରସ୍ତୁତି । ଏହି ଅଭିଯାନରେ ଲ୍ୟାଣ୍ଡର ଏବଂ ରୋଭରକୁ ପ୍ରଥମ ଥର ପାଇଁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଯିବ।, ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଲ୍ୟାଣ୍ଡର ନିର୍ମାଣର ନେତୃତ୍ଵ ନେବ। ଜାପାନର
Read More...

ଜମ୍ମୁ କାଶ୍ମୀର : ଏନକାଉଣ୍ଟରେ, ୪ ଆତଙ୍କବାଦୀ ନିପାତ

ଜମ୍ମୁ କାଶ୍ମୀର : ଅନନ୍ତନାଗ ଓ କୁଲଗ୍ରାମରେ ସୁରକ୍ଷା ବାହିନୀଙ୍କ ଗୁଳିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।  ନିରାପତ୍ତା ବଳ ସମ୍ପୃକ୍ତ ଅଞ୍ଚଳ କର୍ଡନ୍ କରିବା ସହ ତଲାସି ଅଭିଯାନ କରିଥିଲା । ଏହି ସମୟରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀମଧ୍ୟରେ ଗୁଳିବିନିମୟ ହୋଇଥିଲା । ଭାରତୀୟ
Read More...

ଶତ।ଯୁ କ୍ରିକେଟର ରଇଜିଙ୍କମୃତ୍ୟୁ

ମୁମ୍ବାଇ: ଭାରତର ସର୍ବପୁରାତନ ପ୍ରଥମ ଶ୍ରେଣୀୟ କ୍ରିକେଟ୍ ଖେଳାଳି ବସନ୍ତ ରାଇଜିଙ୍କର ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି। ୧୯୪୦ ଦଶକରେ ଡାହାଣହାତି ବ୍ୟାଟ୍ସମ୍ୟାନ୍ ରାଇଜି ମୁମ୍ବାଇ ଓ ବରୋଦାରେ ନଅଟି ପ୍ରଥମ ଶ୍ରେଣୀୟ ମ୍ୟାଚ୍ ଖେଳିଥିଲେ। ଦଶନ୍ଧିର କ୍ୟାରିଅର୍
Read More...

ସୀମାନ୍ତ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି: ସେନାମୁଖ୍ୟ

ନୂଆଦିଲ୍ଲୀ: ହ ଭାରତର ସୀମାନ୍ତ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା କହିଛନ୍ତି ସେନାମୁଖ୍ୟ ଜେନେରାଲ୍ ମନୋଜ ମୁକୁନ୍ଦ ନରୱଣେ କହିଛନ୍ତି।  ଭାରତ ଓ ଚୀନ୍ ମଧ୍ୟରେ ଦେଖା ଦେଇଥିବା ବିବାଦର ସମାଧାନ ନିମନ୍ତେ   ଉଚ୍ଚସ୍ତରୀୟ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ଚାଲିଛି।  ପ୍ରତିରକ୍ଷା
Read More...

ଭାରତରେ କରୋନା:୨୪ ଘଣ୍ଟାରେ୧୧, ୪୫୫ ସଂକ୍ରମଣ : ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଲା

ନୂଆଦିଲ୍ଲୀ: ଦେଶରେ ୩୦୮୯୯୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ୧୪୫୭୭୯ ଜଣ ସୁସ୍ଥ ଓ ୮୮୮୪ ଜଣଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫୭୭୯ ରହିଛି।
Read More...

ସୀମାରେ ନେପାଳ ପୋଲିସର ଗୁଳିମାଡ : ଜଣେ ଭାରତୀୟ ମୃତ

ପାଟନା,୧୨ ।୦୬(ଏଜେନ୍ସି): ନୂଆ ମ୍ୟାପକୁ ନେଇ ଭାରତ ଓ ନେପାଳ ମଧ୍ୟରେ ତିକ୍ତତା ବଢିଚାଲିଥିବା ବେଳେ ଆଜି ହଠାତ୍ ବିହାରର ସୀତାମାଢି ସଂଲଗ୍ନ ନେପାଳ ସୀମାନ୍ତରେ ଗୁଳିକାଣ୍ଡ ଘଟି ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି । ଗୁୁଳିକାଣ୍ଡର କାରଣ ଜଣାପଡି ନଥିଲେ ମଧ୍ୟ
Read More...

ଦେଶରେ ଗୋଷ୍ଠୀ ସଂକ୍ରମଣ ମୁହାଁ କରୋନା! ଦିନକରେ ୧୦୯୫୬ ଆକ୍ରାନ୍ତ

ନୂଆଦିଲ୍ଲୀ,୧୨ ।୦୬(ଏଜେନ୍ସି): ଦେଶରେ କରୋନା ଭୂତାଣୁ ସଂକ୍ରମଣ ଗୋଷ୍ଠୀ ସଂକ୍ରମଣ ମୁହାଁ ହୋଇଛି । ଆଜି ଗୋଟିଏ ଦିନରେ ଦେଶରେ ୧୦ ହଜାର ୯୫୬ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ସମୟ ମଧ୍ୟରେ ୩୯୬ ରୋଗୀ ପ୍ରାଣ ହରାଇଛନ୍ତି । ଏହି ନୂଆ ସଂଖ୍ୟାକୁ ମିଶାଇଲେ ଦେଶରେ କରୋନା
Read More...

ସଂରକ୍ଷଣ ମୌଳିକ ଅଧିକାର ନୁହେଁ

ନୂଆଦିଲ୍ଲୀ,୧୧ ।୦୬(ଏଜେନ୍ସି): ସଂରକ୍ଷଣ ଅଧିକାର ମୌଳିକ ଅଧିକାର ନୁହେଁ ବୋଲି ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ତାମିଲନାଡ଼ୁର ମେଡ଼ିକାଲ କଲେଜଗୁଡ଼ିକରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ର ଆଶାୟୀମାନଙ୍କ ଲାଗି କୋଟାକୁ ନେଇ ଦାଖଲ ହୋଇଥିବା ପିଟିସନର ଶୁଣାଣି
Read More...

ଚୀନ୍‌ ସୈନ୍ୟ, ଯୁଦ୍ଧାସ୍ତ୍ର ହଟାଇବାକୁ ଭାରତର ଦାବି

ନୂଆଦିଲ୍ଲୀ : ଚୀନ୍‌ ପ୍ରକୃତ ନିୟନ୍ତ୍ରଣ ରେଖା ଅଂଚଳରୁ ୧୦ ହଜାର ସୈନିକ ଏବଂ ସମସ୍ତ ଯୁଦ୍ଧାସ୍ତ୍ର ହଟାଇବାକୁ ଭାରତ ଜଣାଇଛି। ଆଉ ଏକ ପର୍ଯ୍ୟାୟ କମାଣ୍ଡର ଜେନେରାଲସ୍ତରରେ ବୈଠକ ଅନୁଷ୍ଠିତ ହେବ । ଏହା ପୂର୍ବରୁ ସ୍ଥିତି ସ୍ବାଭାବିକ କରିବା ପାଇଁ ଏହା ବଡ଼ ପଦକ୍ଷେପ ହେବ ବୋଲି
Read More...