ଅଗଷ୍ଟ ୧୫ ପରେ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତି
ନୂଆଦିଲ୍ଲୀ- କରୋନା ସ୍ଥିତିରେ ସୁଧାର ଆସିଲେ ଅଗଷ୍ଟ ୧୫ ପରେ ଦେଶର ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ବିଚାର ବିମର୍ଷ କରାଯିବ ବୋଲି ସୂଚନା ଦେଇଛି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । କରୋନା ଲକଡାଉନ ଯୋଗୁଁ ଗତ ୩ ମାସ ଧରି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ବର୍ତମାନ ଅଧିକାଶଂ!-->…
Read More...
Read More...