Browsing Category

ଦେଶ

ବାତ୍ୟା ନିସର୍ଗର ତାଣ୍ଡବଳୀଳା

ମୁମ୍ବାଇ- ମହାରାଷ୍ଟ୍ର ଆଲିବାଗରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ନିସର୍ଗ । ବାତ୍ୟା ପ୍ରଭାବରେ ଅନେକ ସ୍ଥାନରେ ଘର ଭାଙ୍ଗିବା ସହ ଗଛ, ବିଦ୍ୟୁତ ଖୁଂଟ ଉପୁଡି ଯାଇଛି । । ବାତ୍ୟାର ଭୟାନକ ରୂପ ଏତେ ଭୀଷଣ ଥିଲା ଯେ କେତେକ ବିଲ୍ଡିଂ ମଧ୍ୟ ଦୋହଲି ଯାଇଛି । ଆଲିବାଗ ଓ ମୁମ୍ବାଇରେ
Read More...

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୭,୬୧୫

ନୂଆଦିଲ୍ଲୀ-ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗ ଜନକ ଭାବେ ବଢି ଚାଲିଛି । ଗତ ୨୪ ଘଂଟାରେ ୮୯୦୯ ନୁଆ ଅକ୍ରାନ୍ତ ଚିହ୍ନଟ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୭,୬୧୫ ରେ ପହଂଚିଛି । ବର୍ତମାନ ସୁଦ୍ଧା୧,୦୦,୩୦୩ ଆରୋଗ୍ୟ ଲାଭ କରିଥିବା ବେଳେ ୫୮୧୫ଜଣଙ୍କର
Read More...

୩ ଦିନ ପାଣିରେ ରହିଲା ଗର୍ଭବତୀ ହାତୀ

କେରଳ-ଦକ୍ଷୀଣ ଭାରତର କେରଳରେ ଏକ ଗର୍ଭବତୀ ହାତୀକୁ ସପୁରୀରେ ବିସ୍ଫୋରକ ରଖି ଖାଇବାକୁ ଦିଆଯିବାରୁ ହାତୀଟିର ମୃତ୍ୟୁ ହୋଇଛି । ବିଶେଷ ସୁୁତ୍ରରୁ ଜଣା ପଡିଛି ଯେ କିଛି ଅସାମାଜିକ ଲୋକ ସପୁରୀ ଭିତରେ ବାରୁଦ ଭର୍ତି କରି ହାତୀଟିକୁ ଖାଇବାକୁ ଦେଇଛନ୍ତି । ଜଙ୍ଗଲ ବିଭାଗର କହିବା ଅନୁସାରେ
Read More...

ସୁଧ ହାର କମାଇଲା ଏସବିଆଇ

ନୂଆଦିଲ୍ଲୀ- ସଂଚୟ ଜମା ଉପରେ ସୁଧ ହାର କମାଇଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ । ୫ ବେସିସ ପଏଂଟ ହ୍ରାସ କରି ଏହାକୁ ୨.୭୦ ପ୍ରତିଶତ ରଖିଛିି । ଗତ ମେ ୩୧ ତାରିଖରୁ ଏହା ପିଛିଲା ଭାବେ ଲାଗୁ କରାଯାଇଛି । ଏହାକୁ ମିଶାଇ ଚଳିତ ବର୍ଷ ୨ ମାସରେ ୨ ଥର ସେଭିଂସ ଡିପୋଜିଟ ଉପରେ ସୁଧ ହାର
Read More...

ସ୍ଥଳଭାଗ ଛୁଇଁଲା ବାତ୍ୟା ‘ନିସର୍ଗ’

ମୁମ୍ବାଇ- ମାହାରାଷ୍ଟ୍ର ଅଲିବାଗ ରେ ଲ୍ୟାଣ୍ଡଫଲ କଲା ବାତ୍ୟା ନିସର୍ଗ । ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର । ପ୍ରାୟ ୩ ଘଂଟା ଧରି ତାଣ୍ଡବ ରଚାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ବର୍ତମାନ ସେଠାରେ ୧୦୦ରୁ ୧୨୦ କିମି ବେଗରେ ପବନ
Read More...

ଜେ -୭ ସମ୍ମିଳନୀରେ ମୋଦିଙ୍କ ଯୋଗଦାନ

ନୂଆଦିଲ୍ଲୀ- ଜେ-୭ ସମ୍ମିଳନୀରେ ଯୋଗଦେବା ପାଇଁ ମୋଦୀଙ୍କୁ ଟେଲିଫୋନ୍ ଯୋଗେ ନିମନ୍ତ୍ରଣ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଏଥିସହ ଚୀନ-ଭାରତ ସୀମା ବିବାଦ ଏବଂ ଉଭୟ ଦେଶରେ କରୋନା ସ୍ଥିତି ନେଇ ଉଭୟ ଦେଶରେ କରୋନା ସ୍ଥିତି ନେଇ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଆଲୋଚନା
Read More...

ବୈଦେଶିକ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ନୂଆଦିଲ୍ଲୀ- ବିଦେଶରେ ଫସି ରହିଥିବା ଓଡିଆଙ୍କୁ ଫେରାଇ ଆଣିବା ପାଇଁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀନ ସିଂହ ପୁରୀଙ୍କୁ ଚିଠି ଲେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି । ସେହିପରି ଉପସାଗରୀୟ ଦେଶ , ଇଂଲଣ୍ଡ ଓ
Read More...

କୃଷି ଋଣ ପରିଶୋଧ ସମୟ ସୀମା ୩୧ ଅଗଷ୍ଟ ପର୍ଯ୍ୟନ୍ତ ବଢ଼ିଲା

ନୂଆଦିଲ୍ଲୀ,୨ ।୦୬(ଏଜେନ୍ସି): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ କୃଷି ଓ ଆନୁସଙ୍ଗୀକ କାର୍ଯ୍ୟକଳାପ ନିମନ୍ତେ ବ୍ୟାଙ୍କରୁ ନିଆଯାଇଥିବା ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପକାଳୀନ ଋଣ ପରିଶୋଧ ସମୟସୀମାକୁ ବଢ଼ାଇବା ଲାଗି ପ୍ରସ୍ତାବକୁ ମଞ୍ଜୁର
Read More...

ଆସାମରେ ଭୂସ୍ଖଳନ :୨୦ ମୃତ

ଗୌହାଟୀ,୨ ।୦୬(ଏଜେନ୍ସି): ଦକ୍ଷିଣ ଆସାମର ତିନୋଟି ଜିଲ୍ଲାରେ ପ୍ରବଳ ବର୍ଷାରେ ଭୂସ୍ଖଳନରେ ୨୦ ଜଣଙ୍କର ମୃତ୍ୟୁ ଘଟିବା ସଙ୍ଗେ ସଙ୍ଗେ ବହୁ ଲୋକ ଆହତ ହୋଇଥିବା କୁହାଯାଇଛି । ମିଳିଥିବା ସୂଚନାନୁଯାୟୀ ଚାଚର ଜିଲ୍ଲାରେ ୭ଜଣ, ହାଇଲାକନ୍ଦି ଜିଲ୍ଲାରେ ୭ଜଣ ଏବଂ କରିମଗଞ୍ଜ ଜିଲ୍ଲାରେ ୬ଜଣଙ୍କର
Read More...

ସପ୍ତାହକ ପର୍ଯ୍ୟନ୍ତ ଦିଲ୍ଳୀ ସୀମା ସିଲ୍

ନୂଆଦିଲ୍ଲୀ- କରେନା ସଂକ୍ରମଣ ଭୟରେ ସପ୍ତାହକ ପାଇଁ ଦିଲ୍ଲୀ ସୀମା ସିଲ କରିଛି ଦିଲ୍ଲୀ ପ୍ରଶାସନ । କେବଳ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଲୋକଙ୍କ ଯାତାୟତ ପାଇଁ ଅନୁମତି ମିଳିବ । ଜନସାଧାଣଙ୍କ ମତାମତ ନେବାପରେ ଦିଲ୍ଲୀ ସୀମା ଖୋଲିବ କି ନାହିଁ ସେ ବିଷୟରେ ନିଷ୍ପତି ନିଆଯିବ ବୋଲି
Read More...