Browsing Category

ଦେଶ

ଭାରତରେ ସଂକ୍ରମଣ ସଂଖ୍ୟା ୧୭୩୭୬୩

ନୂଆଦିଲ୍ଲୀ- କରେନା ଆତଙ୍କ ଉଦବେଗ ଜନକ ପରିସ୍ଥତି ସୃଷ୍ଟି କରିଥିବା ବେଳେ ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୭,୯୬୪ ଟପିଛି । ସମଗ୍ର ଦେଶରେ ୧୭୩୭୬୩ ଜଣ କରୋନା ପଜିଟିଭ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ସଂକ୍ରମିତଙ୍କ ମଧ୍ୟରୁ
Read More...

ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତି

ନୂଆଦିଲ୍ଲୀ- ଆଜି ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତି । ଏହି ଅବସରରେ ଦେଶବାସୀଙ୍କୁ ପତ୍ର ଜରିଆରେ ଆହ୍ୱାନ କରି କହିଛନ୍ତି ଯେ ଆପଣଙ୍କ ମାନଙ୍କ ଭଲ ପାଇବା ଯୋଗୁଁ ଲଗାତର ଦ୍ୱିତୀୟ ଥାର ପାଇଁ ଶାସନ ଗାଦି ସମ୍ଭାଳି ଥିବାରୁ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅଡିଓ
Read More...

ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଦେହାନ୍ତ

ରାୟପୁର: ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କର ଆଜି (ଶୁକ୍ରବାର) ଅପରାହ୍ଣରେ ଦେହାନ୍ତ ହୋଇଯାଇଛି। ଅଜିତ୍‌ ଯୋଗୀ ଆଜି ଅପରାହ୍ଣରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ପୁଅ ଅମିତ ଯୋଗୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ଅଜିତ୍‌ ଯୋଗୀଙ୍କୁ ୭୪ ବର୍ଷ
Read More...

ଦିଲ୍ଲୀ ରାଜଭବନରେ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ- ଦିଲ୍ଲୀ ଉପ ରାଜ୍ୟପାଳ ବାସଭବନରେ ୪ କରେନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜଭବନରେ ଏହା ପ୍ରଥମ ପଜିଟିଭ ବୋଲି ରାଜଭବନ ପକ୍ଷରୁ ସୂଚନା ମିଳିଛି । ୪ କରେନା ସଂକ୍ରମଣ ଚିହ୍ନଟ ହେବା ରେ ଅନ୍ୟ କର୍ମଚାରୀଙ୍କୁ ସ୍କାନରରେ ରଖାଯାଇଛି । ଆଗାମୀ ଦିନରେ ସମସ୍ତଙ୍କ କରୋନା ପରୀକ୍ଷା
Read More...

ଜୁନ ୪ରୁ ବାବ୍ରୀ ମାମଲା ଅଭିଯୁକ୍ତଙ୍କ ବକ୍ତବ୍ୟ ରେକର୍ଡ

ନୂଆଦିଲ୍ଲୀ : ଜୁନ ୪ ତାରିଖରୁ ସିବିଆଇ କୋର୍ଟ ସିଆରପିସିର ଧାରା ୩୧୩ ଅନୁଯାୟୀ ବାବ୍ରୀ ମସଜିଦ ଧ୍ବଂସ ଘଟଣାରେ ଅଭିଯୁକ୍ତମାନଙ୍କ ବକ୍ତବ୍ୟ ରେକର୍ଡ କରିବ ବୋଲି ଜଣାପଡିଛି। ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ବିଜେପିର ବରିଷ୍ଠ ନେତା ଏଲ କେ ଆଡ୍‌ୱାଣୀ, ମୁରଲୀ ମନୋହର ଯୋଶୀ, ଉମାଭାରତୀ।
Read More...

ମିଛ କହିଲେ ଟ୍ରମ୍ପ୍

ନୂଆଦିଲ୍ଲୀ : ଚାଇନା ସହ ସୀମା ବିବାଦ ନେଇ ମୋଦିଙ୍କ ମାନସିକ ଅବସ୍ଥା ଭଲ ନାହିଁ । ଏହି ପ୍ରସଙ୍ଗରେ ମୋଦିଙ୍କ ସହ ଆଲୋଚନା ହୋଇଛି ବୋଲି ହ୍ୱାଇଟ୍ ହାଉସ୍ ରେ ଗଣମାଧ୍ୟମକୁ କହିଛନ୍ତି ଆମେରିକାର ରାଷ୍ଟ୍ରପତି ଡେ଼ାନାଲ୍ଡ ଟ୍ରମ୍ପ୍ ।ମାତ୍ର ଟ୍ରମ୍ପଙ୍କ ଏହି କଥାରେ ଆଦୈା ସତ୍ୟତା ନାହିଁ ବୋଲି
Read More...

ଆମେ ଦେବୁ ଟଙ୍କା , ମଦ ଦୋକାନ ବନ୍ଦ କର

ବେଙ୍ଗାଲୁର:ରାଜ୍ୟ ଏବଂ ଦେଶରେ ମଦ ଦୋକାନ ଖୋଲିବାକୁ ଅଭିନବ ଉପାୟରେ ତୀବ୍ର ବିରୋଧ କରିଛନ୍ତି କର୍ଣ୍ଣାଟକ ମହିଳା । ସେମାନେ ସରକାରଙ୍କ ୁ ଟଙ୍କା ଦେବେ ଓ ମଦ ଦୋକାନ ବନ୍ଦକରିବାକୁ ନିବେଦନ କରିଛନ୍ତି । ଲକ୍ଡ଼ାଉନ୍ ଯୋଗୁଁ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ଯାଇଥିବା ଯୋଗୁଁ ଅଧିକ ରାଜସ୍ୱ
Read More...

ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮୩୩୩ ପାର

ନୂଆଦିଲ୍ଲୀ- ସମଗ୍ର ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮୩୩୩ ରେ ପହଂଚିଛି । ସଂକ୍ରମିତଙ୍କ ମଧ୍ୟରୁ ୬୭୬୯୧ ସୁସ୍ଥ ହୋଇଥବା ବେଳେ ୪୫୩୧ ଜଣଙ୍କ ମୃତୁ୍ୟ ଘଟିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆନ୍ଧ୍ରପ୍ରଦେଶ ୫୮, ଆସାମାର ୪, ବିହାର
Read More...

ପ୍ୟାନେଲ ବୈଠକ ପରେ ସଂସଦ କାର୍ଯ୍ୟ ଆରମ୍ଭ

ନୂଆଦିଲ୍ଲୀ- ଜୁନ ୩ରୁ ଆରମ୍ଭ ହେବ ପାର୍ଲାମେଂଟ କାର୍ଯ୍ୟ । ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଶେଷ ହେବାପରେ ପ୍ରଥମ ଥର ପାଇଁ ପାର୍ଲେମେଂଟରେ ଏକାଠି ହେବେ ସାଂସଦ । ଗୁରୁତ୍ୱପୂର୍ଣ୍ଣ ପ୍ୟାନେଲ ବୈଠକ ପରେ ସଂସଦ କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତି ହୋଇଛି । ପ୍ୟାନେଲ ବୈଠକ ଭିଡିଓ
Read More...

ଆତଙ୍କୀ ଷଡ଼ଯନ୍ତ୍ର ବିଫଳ କଲା ସୁରକ୍ଷା ବାହିନୀ

ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀର ରାଜପୋରା ଅଂଚଳରେ ଆତଙ୍କୀ ହମଲାକୁ ପଣ୍ଡ କଲା ଭାରତୀୟ ସୀମା ସୁରକ୍ଷା ବାହିନୀ । ସର୍ଚ୍ଚ ଅପରେସନ ବେଳେ ଏକ ସେଂଟ୍ରୋ କାର୍ରୁ ବିପୁଳ ପରିମାଣର ଆଇଡ଼ି ବୋମା ଉଦ୍ଧାର କରିଛି ପୁଲୱାମା ପୋଲିସ୍ ଓ ସିଆରପିଏଫ୍ । ସୂଚନା ମୁତାବକ ହିଜବୁଲ ମୁଜାହିଦ୍ଧିନ
Read More...