Browsing Category

ଦେଶ

ସୁଧହାର ୪୦ ବେସିସ ପଏଣ୍ଟ କମାଇଲା ଷ୍ଟେଟ ବ୍ୟାଙ୍କ

ମୁମ୍ବାଇ : ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ  ସ୍ଥାୟୀ ଜମା  ଉପରେ ସୁଧହାର ୪୦ ବେସିସ ପଏଣ୍ଟ ବା ୦.୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇଛି । ଏହି ନୂଆ ହାର ଆଜିଠାରୁ ଲାଗୁ ହୋଇଛି । ୨ କୋଟିରୁ ଅଧିକ ପରିମାଣର ସ୍ଥାୟୀ ଜମା ଉପରେ ସୁଧହାର ୫୦ ବେସିସ ପଏଣ୍ଟ ବା ୦.୫ ପ୍ରତିଶତ
Read More...

ବାୟୁସେନାର ୧୮ ସ୍କ୍ବାଡ୍ରନ୍‌ରେ ‌ସାମିଲ ହେବ ‘ଏଲ୍‌ସିଏ’

ଚେନ୍ନାଇ: ସ୍ବଦେଶରେ ନିର୍ମିତ ହାଲୁକା ଲଢୁଆ ବିମାନ ତେଜସ୍ ସାମିଲ ହେବ ପରମ ବୀର ଚକ୍ର ପ୍ରାପ୍ତ ଭାରତୀୟ ବାୟୁସେନାର ୧୮ ନମ୍ବର ସ୍କ୍ବାଡ୍ରନ୍‌ ‘ଫ୍ଲାଇଙ୍ଗ୍‌ ବୁଲେଟ୍‌ସ୍’ରେ । ତାମିଲନାଡୁର କୋଏମ୍ବାଟୁର୍‌ସ୍ଥିତ ସୁଲୁରୁ ଏୟାର୍‌ବେସ୍‌ରେ ଏହାର ଫାଇନାଲ୍ ଅପରେସନ୍ କ୍ଲିଅରାନ୍ସ୍ ଅନୁଷ୍ଠିତ
Read More...

ଲଦାଖ ପରିସ୍ଥିତି ନେଇ ୩ ସେନା ମୁଖ୍ୟଙ୍କ ସହ ମୋଦୀଙ୍କ ଆଲୋଚନା

ନୂଆଦିଲ୍ଲୀ- ଲଦାଖ ସୀମାନ୍ତବର୍ତୀ ଇଲାକାରେ ଭାରତ ଓ ଚୀନ ମଧ୍ୟରେ ଉତେଜନା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ସୋନା ମୁଖ୍ୟଙ୍କ ସହ ଜରୁରୀ ବୈଠକ ଡକାଇ ଆଲୋଚନା କରିଛନ୍ତି । ଏହାଛଡା ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ସିଗଲାଙ୍କୁ ଭୋଟି ମୋଦୀ ଆଲୋଚନା
Read More...

ଟପ ଟେନ ଭାରତ

ନୂଆଦିଲ୍ଲୀ- ଟପ୍ ଟେନ ତାଲିକାରେ ଥିବା ଭାରତର ସ୍ଥିତି ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ଗତ ୨୪ ଘଂଟାରେ ୬ ହଜାର ୫୩୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତୁ୍ୟ ସଂଖ୍ୟା ୧୪୬ ରେକର୍ଡ କରାଯାଇଛି । ଦେଶରେ କରେନା ଜନିତ ମୃତୁ୍ୟ ସଂଖ୍ୟା ୪ ହଜାର ୧୬୭ ଥିବାଳେ ୮୦ ହଜାର ୭୨୨ ଆକଟିଭ କେସ
Read More...

ହାଇଡ୍ରୋକ୍ସି କ୍ଳୋରକୁଇନ ମେଡିସିନ ଉପରେ କଟକଣା

ନୂଆଦିଲ୍ଲୀ- ହାଇଡ୍ରୋକ୍ସି କ୍ଳୋରକୁଇନ ମେଡିସନ ଉପରେ କଟକଣା ଲଗାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ମ୍ୟାଲେରିଆ ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ଏହି ମେଡିସନ ବର୍ତମାନ କରୋନା ମହାମାରୀ ପାଇଁ ବ୍ୟବହାର କରାଯାଉଥିବା ବେଳେ ଏହାର ଯଥେଷ୍ଟ କୁ ପ୍ରଭାବ ରହିଥିବାରୁ ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ଏହା
Read More...

ମୋଦୀଙ୍କୁ ରାହୁଲ ଗାନ୍ଧୀଙ୍କ ଟାଗେର୍ଟ

ନୂଆଦିଲ୍ଲୀ- ବିଫଳ ହୋଇଛି ଭାରତର ଲକଡାଉନ । ମୋଦୀ ସରକାରଙ୍କୁ ଟାର୍ଗେଟ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀରେ କରିଛନ୍ତି । ମୋଦୀ ଦୁଇମାସ ପୂର୍ବରୁ କହିଥିଲେ ୨୧ ଦିନ ମଧ୍ୟରେ ଆମେ କରୋନାକୁ ପରାସ୍ତ କରିବୁ କିନ୍ତୁ ୬୦ ଦିନ ପରେ ବି କରୋନକୁ ନିୟନ୍ତ୍ରଣ କରି ହଉନି
Read More...

ଜୁଲାଇରୁ ସ୍କୁଲ ଖୋଲିବା ସମ୍ଭାବନା

ନୂଆଦିଲ୍ଲୀ- ଜୁଲାଇରୁ ସ୍କୁଲ ଖୋଲିବା ନେଇ କେନ୍ଦ୍ରସରକାର ଯୋଜନା କରିଛନ୍ତି । ପ୍ରଥମେ ଗ୍ରୀନ ଓ ଅରେଞ୍ଜ ଜୋନରେ ସ୍କୁଲ ଖୋଲିବାକୁ ଅନୁମତି ଯିଆଯିବ । ତେବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ ନାହିଁ । ଅଷ୍ଟମ ଶ୍ରେଣୀରୁ ଉଦ୍ଧ୍ୱର୍ ପିଲାମାନେ ସ୍କୁଲ ଯାଇପାରିବେ ।
Read More...

ଦେଶବ୍ୟାପୀ ବିମାନ ଉଡ଼ାଣ ଆରମ୍ଭ

ନୂଆଦିଲ୍ଲୀ: ଲକ୍ଡାଉନ୍ ଯୋଗୁ ଦୀର୍ଘ ୨ ମାସ ଧରି ବନ୍ଦ ରହିବା ପରେ ଆଜି ଦେଶବ୍ୟାପୀ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି । ନୂଆଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଜି ଭୁବନେଶ୍ୱର ସମେତ ଦେଶର ବିଭିନ୍ନ ରାଜ୍ୟର ରାଜଧାନୀ ଅଭିମୁଖେ ବିମାନ ଚଳାଚଳ ଆରମ୍ଭ କରିଛି ।
Read More...

ଏନକାଂଟର: ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର-ଭାରତୀୟ ସୁରକ୍ଷା ବାହିନୀ ଗୁଳିମାଡରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଜାମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାର ଦମହାଲ ହାଞ୍ଜିପଡା ଅର୍ନ୍ତଗତ ଖୁର ଗ୍ରାମରେ ଏହି ଘଟଣା ଘଟିଥିଲା । ଦୁଇତିନି ଜଣ ଆତଙ୍କବାଦୀ ଆତ୍ମଗୋପନ କରିଥିବା ସମ୍ପର୍କରେ ସୂଚନା ପାଇବା ପରେ ୩୫ ଆରଆର,
Read More...

ଏୟାର୍ ଇଣ୍ଡିଆ ରିଲିଫ ବିମାନକୁ ସୁପ୍ରିମ କୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ- ସମ୍ପର୍ଣ୍ଣ ସିଟ୍ ସହ ଯାତ୍ରୀ ପରିବହନ ପାଇଁ ଏୟାର ଇଣ୍ଡିଆ ରିଲିଫ ବିମାନ ଚଳାଚଳ ପାଇଁ ଅନୁମତି ଦେଲେ ସୁପ୍ରିମ କୋର୍ଟ । ଅଗାମୀ ୧୦ ଦିନ ପାଇଁ ବିମାନର ମଝି ସିଟ ଖାଲି ନରଖି ଚଳାଚଳ କରିବା ପାଇଁ ସବୁଜ ସଂଙ୍କେତ ମିଳିଛି । ରିଲିଫ ବିମାନର ମଝି ଆସନ ଖାଲି ରଖି ଯାତ୍ରୀ ପରିବହନ
Read More...