Browsing Category

ଦେଶ

ଜୁଲାଇ ୩୧ ପର୍ଯ୍ୟନ୍ତ ବୈଧ ରହିବ ଗାଡି କାଗଜପତ୍ର

ନୂଆଦିଲ୍ଲୀ- ଜୁଲାଇ ୩୧ ପର୍ଯ୍ୟନ୍ତ ବୈଧ ରହିବ ଗାଡି କାଗଜପତ୍ର । ଯେଉଁମାନେ ନୂଆ ଡ୍ରାଇଭିଂ ଲାଇସେନ୍ସ କିମ୍ବା ନବୀକରଣ, ଲର୍ଣ୍ଣିଂ, ଫିଟନେସ ସାଟିଫିକେଟ୍, ପ୍ରଦୂଷଣ ସାର୍ଟିଫିକେଟ, ଅନ୍ତର୍ଜାତୀୟ ଡ୍ରାଇଭିଂ ପର୍ମିଟ୍ ପାଇଁ ଆବେଦନ ପୂର୍ବରୁ ଫି ଦାଖଲ କରିଛନ୍ତି ତାହା ୩୧ ତାରିଖ ଯାଏଁ ବୈଧ
Read More...

ଲକ୍ଷଣ ନ ଥିଲେ ସଙ୍ଗରୋଧ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ- କରୋନା ଲକ୍ଷଣ ନଥିଲେ ସଙ୍ଗରୋଧ ଗୃହରେ ରହିବା ବାଧ୍ୟତାମୂଳକ ନୁହେଁ । ଦିଲ୍ଲୀ ସରକାର ଜାରି କରିଥିବା ଗାଇଡଲାଇନ ଅନୁସାରେ ଲକ୍ଷଣ ନଥିବା ଯାତ୍ରୀ କେବଳ ଥର୍ମାଲ ସ୍କ୍ରିନଂ କରି ଏୟାରପୋର୍ଟ ଯାଇପାରିବେ । ସାମାନ୍ୟ ଲକ୍ଷଣ ଥିବା ଯାତ୍ରୀଙ୍କ ପାଇଁ ହୋମ ଆଇସୋଲେସନରେ ରହିବା
Read More...

୪ ଆତଙ୍କବାଦୀ ଗିରଫ: ଆକ୍ରମଣ ଯୋଜନା

ଶ୍ରୀନଗର: ଜାମ୍ମୁ କାଶ୍ମୀରର ବଡଗାଓଁରେ ପୁଲିସ ଏବଂ ଭାରତୀୟ ସେନା ମିଳିତ ଭାବେ ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି  ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଏବଂ ସହାୟତା ଯୋଗାଇବାରେ ଜଡିତ ଥିଲା। ଜାମ୍ମୁ କାଶ୍ମୀର ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ରବିବାର ଦିନ ବଡଗାଓଁ ଜିଲ୍ଲାର ବିରୱା
Read More...

ପାଟ୍ରୋଲିଙ୍ଗ୍ ପାର୍ଟିକୁ ଚୀନ୍ ସେନା ଅଟକ ଖବରକୁ ଖଣ୍ଡନ

ନୂଆଦିଲ୍ଲୀ:  ଲଦାଖ‌ରରେ ଗଣ୍ଡଗୋଳ ପରେ ଚୀନ୍‌ର ପିପୁଲ୍‌ସ୍ ଲିବରେସନ୍ ଆର୍ମି ଭାରତୀୟ ସେନାବାହିନୀ ଏବଂ ଇଣ୍ଡୋ-ତିବ୍ବେତାନ୍ ବର୍ଡର୍ ପୁଲିସ୍ କର୍ମଚାରୀଙ୍କ ଏକ ପାଟ୍ରୋଲିଙ୍ଗ୍ ପାର୍ଟିକୁ ଅଟକ ରଖିଛି ବୋଲି ଖବର ପ୍ରସାରଣ ହୋଇଥିଲା। ଅଳ୍ପ ସମୟ ପାଇଁ ଅଟକ ରହିଥିବା ପାଟ୍ରୋଲିଙ୍ଗ୍
Read More...

ଭାରତରେ ୧,୩୧,୮୬୮ ଆକ୍ରାନ୍ତ, ୩୮୬୭ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ  ୧,୩୧,୮୬୮ରେ ପହଞ୍ଚିଛି । ୫୪,୪୪୧ ଜଣ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୮୬୭କୁ ବୃଦ୍ଧି ପାଇଛି । ବର୍ତ୍ତମାନ ୭୩,୫୬୦ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ  ୧୫୭୭
Read More...

ଆସନ୍ତା କାଲିଠାରୁ ଘରୋଇ ବିମାନ ଚଳାଚଳ

ନୂଆଦିଲ୍ଲୀ :  ଆସନ୍ତାକାଲିଠାରୁ ଦେଶବ୍ୟାପୀ  ଆରମ୍ଭ ହେବ  ଘରୋଇ ବିମାନ ଚଳାଚଳ ।  ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷର ଅଧ୍ୟକ୍ଷ ଅରବିନ୍ଦ ସିଂହ କହିଛନ୍ତି ବିମାନ ଚଳାଚଳ ପାଇଁ ଦେଶବ୍ୟାପି ବିମାନ ବନ୍ଦର ସଂପୂର୍ଣ୍ଣ ପ୍ରସ୍ତୁତ । ଯାତ୍ରୀମାନେ ଯେପରି ସାମାଜିକ ଦୂରତ୍ୱ ବଜାୟ
Read More...

ଜୁମ୍ ଆପ୍ ଉପରେ ପ୍ରତିବନ୍ଧକ: ଜବାବ ତଲବ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :  ସରକାରୀ ତଥା ବ୍ୟକ୍ତିଗତ ଉଦ୍ଦେଶ୍ୟରେ ଭିଡିଓ ଯୋଗାଯୋଗ ଆପ୍ ଜୁମ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ କେନ୍ଦ୍ରରୁ ପ୍ରତିକ୍ରିୟା ଲୋଡିଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ୍‌.ଏ ବୋବଡେଙ୍କ ନେତୃତ୍ଵରେ ଏକ ବେଞ୍ଚ ଜୁମ ଆପକୁ ନେଇ
Read More...

ପ୍ରଥମ ପର୍ୟ୍ୟାୟରେ ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ଗୋଷ୍ଠୀ ସଂକ୍ରମଣ ନେଇ କେନ୍ଦ୍ର କିମ୍ବା କୌଣସି ରାଜ୍ୟ ସରକାର ଏପର୍ୟ୍ୟନ୍ତ ସହମତ ହୋଇନାହାଁନ୍ତି ।ପ୍ରାଇମସ୍ ହସ୍ପିଟାଲର ଭେଷଜ ବିଭାଗର ମୁଖ୍ୟ ଡାକ୍ତର ଅନୁରାଗ ସାକ୍ସେନା କହିଛନ୍ତି ଯେ ଦେଶରେ କରୋନା ମାମଲାର ଯେପରି ବୃଦ୍ଧି ଘଟୁଛି, ଏହାକୁ ଗୋଷ୍ଠୀ ସଂକ୍ରମଣର
Read More...

ଅନିଲଙ୍କ ଅଡୁଆ, ୨୧ ଦିନ ମଧ୍ୟରେ ଦେବାକୁ ପଡିବ ୫୪୪୬ କୋଟି

ମୁମ୍ବାଇ: ବ୍ରିଟେନର ଏକ କୋର୍ଟ ରିଲାଏନ୍ସ ଗ୍ରୁପ୍‌ର ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ୨୧ ଦିନ ମଧ୍ୟରେ ୭୧.୭ ମିଲିୟନ ଡଲାର ବା ୫୪୪୬ କୋଟି ଟଙ୍କା ଦେବାକୁ କହିଛନ୍ତି। ଏହି ପାଣ୍ଠି ୨୧ ଦିନ ମଧ୍ୟରେ ତିନୋଟି ଚାଇନାର ବ୍ୟାଙ୍କକୁ ପ୍ରଦାନ କରାଯିବ। ଚୀନର – ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ କମର୍ସିଆଲ୍
Read More...

ମେ ୨୭ରେ ମହାକାଶକୁ ଯିବ ସ୍ପେସ- ଏକ୍ସ

ନୂଆଦିଲ୍ଲୀ- ଦୀର୍ଘ ୯ ବର୍ଷ ପରେ ମେ ୨୭ରେ ମହାକାଶକୁ ଯିବ ସ୍ପେସ- ଏକ୍ସ ମହାକାଶ ଯାନ । ଏ ନେଇ ନାସା ପକ୍ଷରୁ ସବୁଜ ସଂକେତ ଦିଆଯାଇଛି । ନାସା କହିଛି ସ୍ପେସ୍ ଏକ୍ସରେ ଦୁଇ ଜଣ ମହାକାଶଚାରୀ ଆସନ୍ତା ସପ୍ତାହରେ ମହାକାଶ ଯାତ୍ରା କରିବେ । ଏଥିପାଇଁ ସମସ୍ତ ପରୀକ୍ଷା ନିରୀକ୍ଷା ଶେଷ ହୋଇଛି ଓ
Read More...