Browsing Category

ଦେଶ

ବିଭାଘର ୨ଦିନ ପରେ କନ୍ୟା କରୋନା ପଜିଟିଭ: କ୍ୱାରେଟାଂଇନରେ ବର ସମେତ ୩୨

ଭୋପାଳ: ଲକ୍‌ଡାଉନରେ ବିବାହ କରି ମଧ୍ୟପ୍ରଦେଶରେ ବରକନ୍ୟା ଏବଂ ତାଙ୍କ ପରିବାର ହଟହଟା ହୋଇଛନ୍ତି। ବିବାହର ୨ ଦିନ ପରେ କନ୍ୟାଙ୍କଠାରେ କରୋନା ପଜିଟିଭ୍‌ ବାହାରିଛି। କନ୍ୟାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ବର ଏବଂ ଉଭୟ ପରିବାରର ୩୨ ଜଣଙ୍କୁ କ୍ବାରେଣ୍ଟାଇନରେ
Read More...

ମେ ୨୫ ତାରିଖରୁ ବିମାନ ସେବା

ନୂଆଦିଲ୍ଲୀ- ଆସନ୍ତା ୨୫ ତାରିଖରୁ ଉଡିବ ଘରୋଇ ବିମାନ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଏନେଇ ଏସଓପି ଜାରି କରିଛି । ଯାତ୍ରୀ ମାନଙ୍କ ପାଇଁ ବିଭିନ୍ନ ଗାଇଡଲାଇନ ଜାରି କରାଯାଇଛି । ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କି୍ନଂ କରିବା ବାଧ୍ୟତା ମୂଳକ । ୧୪ ବର୍ଷରୁ କମ ବୟସ୍କଙ୍କୁ ଛାଡି ଆଉ
Read More...

ନେପାଳକୁ ଦୃଢ ଜବାବ ଦେଲା ଭାରତ

ନୂଆଦିଲ୍ଲୀ : ଭାରତୀୟ ଅଞ୍ଚଳକୁ ନିଜର ବୋଲି ଦର୍ଶାଇ ନେପାଳ ପକ୍ଷରୁ ସରକାରୀ ମାନଚିତ୍ର ଜାରି କରାଯିବାକୁ ଭାରତ ତୀବ୍ର ବିରୋଧ କରିଛି । ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ନେପାଳର ଏହି ଦାବି ଐତିହାସିକ ତଥ୍ୟ ଉପରେ ଆଧାରିତ ନୁହେଁ । ନେପାଳ ଏପରି ଅଯୌକ୍ତିକ ଉଦ୍ୟମରୁ
Read More...

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ : କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷ ହେଲେ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ମେ ୨୨ ରେ ହର୍ଷବର୍ଦ୍ଧନ ଏହି ୩୪ ସଦସ୍ୟ ବିଶିଷ୍ଟ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଜାପାନର ଡାକ୍ତର ହିରୋକି
Read More...

ଜେଇଇ ମେନ ଆବେଦନ ଅବଧି ବଢ଼ିଲା

ନୂଆଦିଲ୍ଲୀ: କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଜେଇଇ ମେନ୍ର ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି । ମେ’ ୧୯ ଅର୍ଥାତ ଆଜିଠାରୁ ୨୪ ତାରିଖ ଯାଏ ଛାତ୍ରଛାତ୍ରୀମାନେ ଅନଲାଇନରେ ଜେଇଇ ମେନ୍ ୨୦୨୦ ଲାଗି ନୂତନ ଭାବେ ଆବେଦନ କରିପାରିବେ ।ଏ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)
Read More...

ଆତଙ୍କବାଦୀ ଆକ୍ରମଣ, ୨ ଯବାନ ସହିଦ

ଶ୍ରୀନଗର : \ ବିଏସଏଫ ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଦୁଇଜଣ ବିଏସଏଫ ଯବାନ ସହିଦ ହୋଇଥିବା ଜଣାପଡ଼ିଛି । ଶ୍ରୀନଗରର ନାଗବଲ ଅଞ୍ଚଳରେ ଥିବା ପଣ୍ଡାଜ୍ ଛକ ନିକଟରେ ଥିବା ବିଏସଏଫ ଚେକପୋଷ୍ଟ ନିକଟରେ ମୁତୟନ ଥିବା ବିଏସଏଫ ଯବାନମାନଙ୍କ ଉପରକୁ ଏକ ବାଇକରେ ଆସିଥିବା
Read More...

‘ଅମ୍ଫାନ୍‌’: ଉତ୍ତର ପୂର୍ବ ଦିଗରେ ଗତିକରୁଛି

 କୋଲକାତା: ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ସନ୍ଧ୍ୟା ୭ଟା ୨୫ମିନିଟରେ ପଶ୍ଚିମବଙ୍ଗର ଦୀଘା ଓ ବାଲାଂଦେଶର ହତିୟା ମଧ୍ୟରେ ସୁନ୍ଦରବନ ଦେଇ ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରିବା ପରେ ଏହା ପଶ୍ଚିମବଙ୍ଗ ଉପରଦେଇ ଉତ୍ତର ପୂର୍ବ ଦିଗକୁ ଗତିକରୁଛି ଏବଂ ସାମୁଦ୍ରିକ ବାତ୍ୟାରୁ ଏହା ଭୀଷଣ ଅବପାତରେ
Read More...

କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ସହର ହେବ ସୂର୍ଯ୍ୟନଗରୀ

ନୂଆଦିଲ୍ଲୀ : ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ସହରକୁ ସଂପୂର୍ଣ୍ଣ ସୌରଚାଳିତ କରିବା ପାଇଁ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ନିଷ୍ପତି ନେଇଛି । ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ ଶକ୍ତି ରାଷ୍ଟ୍ରମନ୍ତ୍ରୀ ରାଜ କୁମାର ସିଂହ କହିଛନ୍ତି ଯେ, କୋଣାର୍କର
Read More...

ଦଶମ ଓ ଦ୍ବାଦଶ ପରୀକ୍ଷା ନିମନ୍ତେ ସବୁଜ ସଙ୍କେତ

ନୂଆଦିଲ୍ଲ: ଲକ୍ଡ଼ାଉନ ଯୋଗୁଁ ଅଟକିଥିବା ଦଶମ ଓ ଦ୍ବାଦଶ ପରୀକ୍ଷା କରାଯିବ । ସିବିଏସ୍ଇ ଓ ଆଇସିଏସ୍ଇର ପରୀକ୍ଷା ନିମନ୍ତେ ସବୁଜ ସଙ୍କେତ ଦେଇଛି ଗୃହ ମନ୍ତ୍ରଣାଳୟ । ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାକୁ ଚାହୁଁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ କେତେକ ସର୍ତ ରହିଛି ଏବଂ
Read More...

୨୫ ତାରିଖରୁ ଆରମ୍ଭ ହେବ ବିମାନସେବା

ନୂଆଦିଲ୍ଲୀ: ମାର୍ଚ ମାସରୁ ବନ୍ଦ ଥିବା ଯାତ୍ରୀବାହୀ ବିମାନ ସେବା ପୁଣି ଆରମ୍ଭ ହେବ । ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନକୁ କିଛି ପରିମାଣରେ କୋହଳ କରାଯାଇ ବସ୍, ଟ୍ରେନ୍ ସେବା ଆରମ୍ଭ ପାଇଁ ପ୍ରସ୍ତୁତି ହୋଇଛି । ଆସନ୍ତା ୨୫ ତାରିଖରୁ ଆଂଶିକ ଭାବରେ ଦେଶରେ ବିମାନସେବା ଆରମ୍ଭ ହେବ । ମେଟ୍ରୋ ସହର
Read More...