Browsing Category

ଦେଶ

ବିଧାନ ପରିଷଦ ସଦସ୍ୟ ଭାବେ ଶପଥ ନେଲେ ଉଦ୍ଧବ ଠାକୁର

ମୁମ୍ବାଇ- ବିଧାନ ପରିଷଦ ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟ ମନ୍ତ୍ରୀ ଉଦ୍ଧବ ଠାକରେ । ଆଜି ମଧ୍ୟାହ୍ନରେ ବିଧାନ ପରିଷଦର ସଭାପଜଚି ରାମରାଜ ନିବାଲକର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଠାକରେ ପରିବାରର ଦ୍ୱିତୀୟ ସଦସ୍ୟ ଭାବେ ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି
Read More...

ଜୁଲାଇ ୧ରୁ ସିବିଏସି ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ- ଜୁଲାଇ ୧ରୁ ଆରମ୍ଭ ହେବ ବାକି ରହିଥିବା ସିବିଏସି ଦ୍ୱାଦଶ ପରୀକ୍ଷା । ଏନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ପ୍ରଥମ ଦିନ ହୋମ ସାଇନ୍ସ ପରୀକ୍ଷା ଆରମ୍ଭ ହୋବ । ଛାତ୍ରଛାତ୍ରୀ ମାନଙ୍କ ପାଇଁ ଗାଇଡଲାଇନ ଜାରିକରିଛି ସିବିଏସି । ସବୁ ପରୀକ୍ଷାର୍ଥୀ ସାନିଟାଇଜର ନେଇ ଆସିବେ ।
Read More...

ଲକଡାଉନ ନିୟମ ଉଲ୍ଲଘନ କଲେ ବର୍ଷେ ଜେଲ୍

ନୂଆଦିଲ୍ଲୀ- ଲକଡାଉନ ଗାଇଡଲାଇନ୍ସ ଅମାନ୍ୟ କଲେ ଅର୍ଥଦଣ୍ଡ ସହ ୧ ବର୍ଷ ଜେଲ ଭୋଗିବାକୁ ପଡିବ । ଚତୁର୍ଥପର୍ଯ୍ୟାୟ ଲକଡାଉନ ଅବଧି ଘୋଷଣା ଅବସରରେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡ ଲାଇନ ଅନୁଯାୟୀ ନିୟମ ଉଲ୍ଲଘନ କଲେ ଏହା ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ । ଗୁଜବ ଅପପ୍ରଚାର
Read More...

ରାଷ୍ଟ୍ରପତି ଭବନରେ କାର୍ଯ୍ୟରତ ପୁଲିସ ଅଧିକାରୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ- ରାଷ୍ଟ୍ରପତି ଭବନରେ କାର୍ଯ୍ୟରତ ଏସିପି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଦିଲ୍ଲୀ ସ୍ଥିତ ଏକ ହସ୍ପିଟାଲରେ ତାଙ୍କୁ ଭର୍ତି କରାଯାଇଛି । ତେଣୁ ରାଷ୍ଟ୍ରପତି ଭବନରେ ନିଯୁକ୍ତ ଅନ୍ୟ ପୁଲିସ କର୍ମଚାରୀ ଓ ଷ୍ଟାଫଙ୍କୁ କ୍ୱାରେଂଟାଇନରେ ରଖାଯାଇଛି ।
Read More...

ରାସ୍ତାରେ କେମିକାଲ ସିଞ୍ଚନ କଲେ ମଧ୍ୟ ଭୂତାଣୁ ହଟିବ ନାହିଁ

ନୂଆଦିଲ୍ଲୀ- ରାସ୍ତା ଘାଟରେ କେମିକାଲ ସିଞ୍ଚନ କଲେ ଭୂତାଣୁ ଦୂର ପରିବର୍ତେ ଏହା ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।ମଣିଷ ଶରୀରରେ କ୍ଳୋରିନ କିମ୍ବା ଅନ୍ୟ ବିଷାକ୍ତ ରାସାୟନ ପଡିଲେ ଆଖି ଓ ଚର୍ମ ରୋଗ ସୃଷ୍ଟି କରିବା ସହ କୁପ୍ରଭାବ
Read More...

କୋଭିଡ-୧୯ ସମୟରେ ମୋଦୀଙ୍କ ଲୋକପ୍ରିୟତା ବୃଦ୍ଧି: ନୁ୍ୟର୍କ ଟାଇମସ୍

ନୂଆଦିଲ୍ଲୀ- କରୋନା ମହାମାରୀ ସମୟରେ ସମଗ୍ର ଦେଶରେ ମୋଦୀଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି ବୋଲି ନୁ୍ୟର୍କ୍ ଟାଇମସ୍ କହିଛି । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍ ଏବଂ ରୁଷୀୟ ରାଷ୍ଟ୍ରପତି ଭ୍ଳଦିମିର ପୁଟିନଙ୍କ ସହ ମୋଦୀଙ୍କୁ ତୁଳନା କରି ନୁ୍ୟୟର୍କ ଟାଇମସ୍ କହିଛି ଯେ କରୋନା
Read More...

୨୪ ଘଣ୍ଟାରେ ୫,୨୪୨ ସଂକ୍ରମଣ

ନୂଆଦିଲ୍ଲୀ- ସମଗ୍ର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୬୧୬୯ ପାର ହୋଇଛି । ଏମାନଙ୍କ ମଧ୍ୟରୁ ୩୬୮୨୩ ସୁସ୍ଥ ହୋଇଥିବା ବେଳେ ୩୦୨୯ଜଣଙ୍କ ମୃତୁ୍ୟ ଘଟିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।
Read More...

ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଜାରି: ମେ ୩୧ ପର୍ଯ୍ୟନ୍ତ ତାଲାବନ୍ଦ ବଳବତର

ନୂଆଦିଲ୍ଲୀ- ମେ ୧୭ରୁ ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ଲକଡାଉନ । ସାରା ଦେଶରେ ଏହି ତାଲାବନ୍ଦ ଅବଦ୍ଧି ମେ ୩୧ ଯାଏ ବଳବତର ରହିବ । ଚତୁର୍ଥ ପର୍ଯ୍ୟାୟରେ ନିୟମକୁ କିଛିଟା କୋହଳ କରାଯାଇଛି । ବର୍ତମାନ ତିନୋଟି ଜୋନ ବଦଳରେ ୫ ଟି ଜୋନ ରହିବ । ରେଡ, ଗ୍ରୀନ,ଅରେଞ୍ଜ ସହ ବଫର ଓ କେଂଟେନମେଂଟ
Read More...

ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ : କଟକଣା କୋହଳ, କଡ଼ାକଡ଼ି

ମିଳିବ ଅନୁମତି  -ଆନ୍ତଃ ରାଜ୍ୟ ଯାତ୍ରା ପାଇଁ ଯାନ ଏବଂ ବସ୍ ଅନୁମତି ଦିଆଯିବ -ରାଜ୍ୟ ମଧ୍ୟରେ ପରିବହନ ପାଇଁ ଯାନବାହାନ ଏବଂ ବସ୍ ଚଳାଚଳ କରିବାର ନିଷ୍ପତ୍ତି ନିଜେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ନିଷ୍ପତ୍ତି ନେବେ। -ଲୋକମାନଙ୍କ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି
Read More...

ମେ’ ୩୧ ପର୍ଯ୍ୟନ୍ତ ଲକଡାଉନ୍ ୪.୦

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନର ତୃତୀୟ ପର୍ଯ୍ୟାୟ ଆଜି ଶେଷ ହେଉଛି । ତେବେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଆସନ୍ତାକାଲି ଅର୍ଥାତ ମେ’ ୧୮ଠାରୁ ଆରମ୍ଭ ହେବ । ସରକାର ଲକଡାଉନ୍ ୪.୦କୁ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ
Read More...