Browsing Category

ଦେଶ

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୯୦ ହଜାର ଟପିଲା, ମୃତ୍ୟୁ ସଂଖ୍ୟା ୨୮୭୨

ନୂଆଦିଲ୍ଲୀ: ଦେଶରେ କରୋନାର ପ୍ରକୋପ ବଢ଼ିଛି । ଭାରତରେ କରୋନା ମୃତୁ୍ୟ ସଂଖ୍ୟା ଏବେ ୩ ହଜାର ପାଖାପାଖି ହୋଇଥିବା ପ୍ରକାଶ । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ଏହି ମୃତୁ୍ୟ ସଂଖ୍ୟା ୨ ହଜାର ୮୭୨କୁ ବୃଦ୍ଧି ପାଇଛି । ଏହା ସହିତ ଦେଶରେ ଆକ୍ରାନ୍ତ
Read More...

‘ଅମ୍ଫାନ୍’ର ମୁକାବିଲା ପାଇଁ ୧୭ଟି ଏନଡିଆରଏଫ ଟିମ

ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଅମ୍ଫାନ୍’ କ୍ରମଶଃ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି ଏବଂ ଏବେ ପାରାଦ୍ବୀପ ଠାରୁ ୯୯୦ କିଲୋମିଟର୍ ଦୂରରେ ରହିଛି। ବାତ୍ୟା ‘ଅମ୍ଫାନ୍’କୁ ଦୃଷ୍ଟିରେ ରଖି ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ)ର
Read More...

ଖାଲି ହେଉଛି ଧାରାବୀ ବସ୍ତି

ମୁ୍ମ୍ବାଇ: ଭାରତର ଅତି ଜନବହୁଳ ଧାରାବୀ ବସ୍ତିରୁ ପ୍ରବାସୀ ଶ୍ରମିକଙ୍କୁ ଖାଲି କରିବାକୁ ମହାରାଷ୍ଟ୍ର ସରକାର ଲାଗି ପଡ଼ିଥିବା ବେଳେ ‘ଶ୍ରମିକ ସ୍ପେସାଲ’ ରେଳଗାଡ଼ିରେ ଚଢ଼ିବା ପାଇଁ ୫ ଲକ୍ଷ ଶ୍ରମିକ ଲମ୍ବାଧାଡ଼ି ଲଗାଇଥିବା ଦେଖିବାକୁ ମିଳିଛି। ବସ୍‌ରେ ମୁମ୍ବାଇ ମହାନଗରୀର ବିଭିନ୍ନ
Read More...

ଜମ୍ମୁ ଓ କଶ୍ମୀର: ଡୋଡ଼ା ଜିଲ୍ଲାରେ ଏନ୍‌କାଉଣ୍ଟର୍ ଯବାନ ସହିଦ, ଆତଙ୍କବାଦୀ ନିହତ

ଶ୍ରୀନଗର: ରବିବାର ପ୍ରତ୍ୟୁଷରୁ ଜମ୍ମୁ ଓ କଶ୍ମୀରର ଡୋଡ଼ା ଜିଲ୍ଲାରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟ ଯୋଗୁଁ ସେନା ବାହିନୀର ଯବାନ ସହିଦ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜମ୍ମୁ ଆଇଜିପି ମୁକେଶ ସିଂହ କହିଛନ୍ତି। ନିହତ ଆତଙ୍କବାଦୀଜଣକ ହିଜ୍‌ବୁଲ୍
Read More...

ଆର୍ଥିକ ସଂସ୍କାର ପ୍ୟାକେଜ୍‌ର ପଞ୍ଚମ ପର୍ଯ୍ୟାୟ:୭ଟି ‌କ୍ଷେତ୍ରରେ ଗୁରତ୍ବାରୋପ

ନୂଆଦିଲ୍ଲୀ: ୨୦ ଲକ୍ଷ କୋଟି ଟଙ୍କା ଆର୍ଥିକ ସଂସ୍କାର ପ୍ୟାକେଜ୍‌ର ପଞ୍ଚମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ମନରେଗା, ଶିକ୍ଷା ଓ ସ୍ବାସ୍ଥ୍ୟ ସମେତ ୭ଟି କ୍ଷେତ୍ର ମନରେଗା, ଉଭୟ ଗ୍ରାମୀଣ ଓ ନରଗରାଞ୍ଚଳର ସ୍ବାସ୍ଥ୍ୟ, ଶିକ୍ଷା, ବାଣିଜ୍ୟ ଏବଂ କୋଭିଡ୍, କମ୍ପାନି ଆଇନର ବୈଧିକରଣ, ବାଣିଜ୍ୟ
Read More...

ମହାରାଷ୍ଟ୍ରରେ ଗୋଟିଏ ଦିନରେ ୧୫୭୬ ଆକ୍ରାନ୍ତ

ମୁମ୍ବାଇ: ମହାରାଷ୍ଟ୍ରରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଗୋଟିଏ ଦିନରେ ୧୫୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୨୧,୪୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଂଟାରେ ୪୯ ଜଣଙ୍କର ମୃତୁ୍ୟ ହେବା ପରେ ରାଜ୍ୟରେ
Read More...

ବରଫ ସ୍ଖଳନ : କର୍ଣ୍ଣେଲଓ ଯବାନ ସହିଦ

ନୂଆଦିଲ୍ଲୀ: ଉତର ସିକ୍କିମର ଲୁଗନାକ ଲା ଅଂଚଳରେ ଭୟଙ୍କର ବରଫ ସ୍ଖଳନ ହୋଇଛି । ବରଫ ସ୍ଖଳନ ବେଳେ ଏଠାରେ ମୁତୟନ ଥିବା ଜଣେ ଲୁ୍ୟଟନାଂଟ କର୍ଣ୍ଣେଲ ଓ ଜଣେ ଯବାନ ଏହା ମଧ୍ୟରେ ଫସି ଯାଇ ପ୍ରାଣ ହରାଇଛନ୍ତି । ଗତକାଲି ରାତିରେ ୧୮ ଜଣିଆ ପ୍ୟାଟ୍ରୋଲିଂ ପାର୍ଟି ଲୁଗନାକ ଅଂଚଳରେ କାର୍ଯ୍ୟ
Read More...

ମେ ୩୧ ପର୍ଯ୍ୟନ୍ତ ବଢିପାରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ

ନୂଆଦିଲ୍ଲୀ- ଲକଡାଉନ ୪.୦ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ୪ର୍ଥ ପର୍ଯ୍ୟାୟ ଲକଡାଉନରେ ନିୟମ କିଛି ମାତ୍ରାରେ କୋହଳ କରାଯିବା ନେଇ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଅର୍ଥନୀତି ଉପରେ ଗୁରୁତ୍ୱ ଦେଇ ସରକାର ଏଭଳି ନିଷ୍ପତି ନେଇଛନ୍ତି ।
Read More...

କରୋନା ଯୋଦ୍ଧାଙ୍କ ପାଇଁ ଆଡଭାଇଜରୀ ଜାରି

ନୂଆଦିଲ୍ଲୀ- ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାସ୍ଥ୍ୟ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । କୋଭିଡ ୧୯ ହସ୍ପିଟାଲରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଆକ୍ରାନ୍ତ ଭୟ ଅଧିକ ଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ହସ୍ପିଟାଲ କତୃପକ୍ଷଙ୍କୁ
Read More...

୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜର ପୁନର୍ବିଚାର କରାଯାଉ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ- ୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜର ପୁନର୍ବିଚାର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ତାଙ୍କ ଉକ୍ତିରେ କହିଛନ୍ତି ଉପବାସରେ ଚାଲି ଚାଲି ଘରକୁ ଯାଉଥିବା ପ୍ରବାସୀ ଶ୍ରମିକ, କୃଷକ, ଛୋଟ ବ୍ୟବସାୟୀ ଏବଂ ଅନ୍ୟାନ୍ୟ ଲୋକମାନଙ୍କର
Read More...