Browsing Category

ଦେଶ

ଭାରତକୁ ବିଶ୍ୱ ବ୍ୟାଙ୍କର ୧ ବିଲିୟନ ଡ଼ଲାର ଅନୁମୋଦନ

ନୂଆଦିଲ୍ଲୀ : ଦେଶର ସହରାଂଚଳ ଗରିବ ଓ ପ୍ରବାସୀ ଶ୍ରମିକଙ୍କ ସମାଜିକ ନିରାପତ୍ତା ବୈଷୟିକ ପାଣ୍ଠି ପାଇଁ ଭାରତକୁ ଏକ ବିଲିୟନ ନଲାର ଅନୁମୋଦନ କରିଛି ବିଶ୍ୱ ବ୍ୟାଙ୍କ୍ । ଏହି ପାଣ୍ଠି ବଳରେ ଭାରତ ବୈଷୟିକ ସ୍ତରରେ ୪୦୦ରୁ ଅଧିକ ସାମାଜିକ ନିରାପତ୍ତା ଯୋଜନାର ସମନ୍ୱୟ ରକ୍ଷା କରିପାରିବ ।
Read More...

ଦେଶରେ ଚବିଶ ଘଂଟାରେ ୩,୯୬୭ ସଂକ୍ରମିତ

ନୂଆଦିଲ୍ଲୀ- ଦେଶରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୮୧୯୭୦ ପାର ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୭୯୧୯ ସୁସ୍ଥ ହୋଇଥିବା ବେଳେ ୨୬୪୯ ମୃତୁ୍ୟ ବରଣ କରିଛନ୍ତି ।
Read More...

କୃଷିକ୍ଷେତ୍ର ପାଇଁ ୮୬,୬୦୦ କୋଟିର ଋଣ

ପ୍ରବାସୀ ଶ୍ରମିକଙ୍କୁ ୨ ମାସ ପାଇଁ ମାଗଣା ରାସନ ସୁଲଭ ମୂଲ୍ୟରେ ଘରଭଡ଼ା ଦିଆଯିବପ୍ରବାସୀ ଶ୍ରମିକଙ୍କୁ ମନରେଗାରେ କାମ ଦିଆଯିବଉଠାଦୋକାନୀଙ୍କ ପାଇଁ ସ୍ୱତନ୍ତ୍ର ଋଣ ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଗଠନ ଅଭିଯାନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କ୍ଷୁଦ୍ର ·ଷୀ, ପ୍ରବାସୀ
Read More...

୧୦୦୦ରୁ ଅଧିକ ପୁଲିସ କରୋନା ଆକ୍ରାନ୍ତ

ମୁମ୍ବାଇ: ମହାରାଷ୍ଟ୍ରରେ ଅତିକମରେ ୧,୦୦୧ ପୁଲିସ କର୍ମଚାରୀ କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି | ସେଥିମଧ୍ୟରୁ ୮୫୧ଟି ସକ୍ରିୟ ମାମଲା ରହିଥିବାବେଳେ ୧୪୨ଜଣ ସୁସ୍ଥ ହୋଇଛନ୍ତି। ଏହା ସହ ମହାରାଷ୍ଟ୍ରର ୮ଜଣ ପୁଲିସ କର୍ମଚାରୀ କୋଭିଡ୍ -୧୯ ଦ୍ୱାରା ଆକ୍ରାନ୍ତ ହେବା ପରେ
Read More...

ଜୁନ ୩୦ ପର୍ଯ୍ୟନ୍ତ ବୁକ୍‌ ହୋଇଥିବା ଟ୍ରେନ ଟିକେଟ ରଦ୍ଦ କଲା ରେଲୱେ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଙ୍କଟ ଜାରି ରହିଥିବାବେଳେ ରେଲୱେ ପକ୍ଷରୁ ଟ୍ରେନ ଚଳାଚଳ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଶ୍ରମିକ ସ୍ପେଶାଲ ଟ୍ରେନ ଏବଂ କେତେକ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି। ଏହାମଧ୍ୟରେ ଭାରତୀୟ ରେଲୱେ ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବୁକ୍‌ କରାଯାଇଥିବା ସମସ୍ତ
Read More...

ସେନାରେ ଯୋଗଦେଇପାରିବେ ସାଧାରଣ ନାଗରିକ

ନୂଆଦିଲ୍ଲୀ- ବେସାମରିକ ନାଗରିକଙ୍କ ପାଇଁ ଭାରତୀୟ ସେନା ପକ୍ଷରୁ ବଡ ନିଷ୍ପତି । ବିଭିନ୍ନ ପେସାଦାର ବୃତିରେ ନିୟୋଜିତ କର୍ମଚାରୀ ଓ ଦକ୍ଷତା ରଖିଥିବା ବ୍ୟକ୍ତମାନେ ୩ ବର୍ଷ ଯାଏଁ ସେନାରେ କର୍ଯ୍ୟ କରିପାରିବେ । ନାଗରିକ ମାନଙ୍କୁ ସେନାରେ ଅଫିସର, ଲଜିଷ୍ଟିକ ଓ ଫ୍ରଟ ଲାଇନ ଫର୍ମେସନ
Read More...

କୋଭିଡ୍-୧୯ ଉପସମ ପାଇଁ ୪ଟି ଆୟୁଷ ଔଷଧ ପରୀକ୍ଷା

ନୂଆଦିଲ୍ଲୀ: କୋଭିଡ୍-୧୯ ଉପସମ ପାଇଁ ଆୟୁଷ ମନ୍ତ୍ରାଳୟ ଏବଂ କାଉନ୍‌ସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ (ସିଏସ୍ଆଇଆର୍) ମିଳିତ ହୋଇ ୪ ପ୍ରକାର ଆୟୁଷ ଔଷଧ ଫର୍ମ୍ୟୁଲେସନ୍ ବା ମିଶ୍ରଣ ଉପରେ କାମ କରୁଛନ୍ତି ବୋଲି ଗୁରୁବାର ଦିନ କେନ୍ଦ୍ର ମନ୍ତ୍ରୀ ଶ୍ରୀପଦ ୱାଇ ନାଇକ୍
Read More...

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮,୦୦୦ ଟପିଲା

ନୂଆଦିଲ୍ଲୀ- ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭୮,୦୦୦ ପାର ହୋଇଛି । ଚବିଶି ଘଂଟରରେ ୩,୭୨୨ ଜଣ ସଂକ୍ରମିତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୬୨୩୪ ସୁସ୍ଥ ହୋଇଥିବା ବେଳେ ୨୫୪୯ ଜଣଙ୍କ ମୃତୁ୍ୟ ଘଟିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି
Read More...

କୃଷି କ୍ଷେତ୍ର ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା ସମ୍ଭାବନା

ନୂଆଦିଲ୍ଲୀ- ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜରେ ବଳକା ଥିବା ଅର୍ଥ ଅନ୍ର କେଉଁ କ୍ଷେତ୍ରରେ ବିନିଯୋଗ କରାଯିବ ସେ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କୃଷି କ୍ଷେତ୍ର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ସମ୍ଭାବନା ରହିଛି । ସେହିପରି ଯୋଗାଣ
Read More...

ଓଡ଼ିଆ ଶ୍ରମିକଙ୍କୁ ନେଇ ଆସୁଥିବା ଟ୍ରକ୍ ଓଲଟି ପଡ଼ିବାରୁ ୫ ଆହତ

ନାଶିକ: ୫୩ ଜଣ ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡ଼ିଶା ଅଭିମୁଖେ ଆସୁଥିବା ଟ୍ରକ୍ ଗୁରୁବାର ଦିନ ମହାରାଷ୍ଟ୍ରର ନାଶିକ ଜିଲ୍ଲାର ଘୋତି-ସିନ୍ନାର ରାଜପଥରେ ଓଲଟି ପଡ଼ିବାରୁ ୫ ଜଣ ଶ୍ରମିକ ସାଙ୍ଘାତିକ ଆହତ ହୋଇଛନ୍ତି।ସେମାନଙ୍କୁ ନାଶିକ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ୫୩ ଜଣ
Read More...