Browsing Category

ଦେଶ

ମହାରାଷ୍ଟ୍ରରରେ ବିଷାକ୍ତ ଗ୍ୟାସ୍ ଲିକ୍ : ଲୋକେ ଆତଙ୍କିତ

ମୁମ୍ବାଇ: ମହାରାଷ୍ଟ୍ରର ବଦଲାପୁରସ୍ଥିତ ରାସାୟନିକ କାରଖାନାରୁ ବିଷାକ୍ତ ଗ୍ୟାସ୍ ଗତରାତିରେ ଲିକ୍ ହେବାରୁ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡିଛନ୍ତି । ତେବେ ଏଥିରେ ବହୁ ଲୋକ ଅସୁସ୍ଥ ହୋଇ ପଡିଥିଲା ବେଳେ କୌଣସି ମୃତ୍ୟୁ ରିପୋର୍ଟ ମିଳିନାହିଁ । ଶିରଗାଓଁ ଏମ୍‌ଆଇଡିସିରେ ଅବସ୍ଥିତ
Read More...

ତେଲ ପରେ ଏବେ ଡାଲି ଦର ବଢିବା ଆଶଙ୍କା

ନୂଆଦିଲ୍ଲୀ : ଦେଶରେ ପେଟ୍ରାଲ ଓ ଡିିଜେଲର କ୍ରମାଗତ ଦୈନଦିନ ମୂଲ୍ୟ ବୃଦ୍ଧିର ପ୍ରଭାବ ଗତ କିଛି ମାସ ଧରି ଖାଇବା ତେଲ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକିୟ ଖାଉଟି ସାମଗ୍ରୀ ଉପରେ ପଡିଛି । ଫଳ ସ୍ୱରୂପ ବିଭିନ୍ନ ଖାଦ୍ୟ ସାମଗ୍ରୀର ମୂଲ୍ୟ ହୁ ହୁ ହୋଇ ବଢିଚାଲିଛି । ଖାଇବା ତେଲର ମୂଲ୍ୟ ଏବେ
Read More...

ସିବିଆଇ ଅଧିକାରୀଙ୍କୁ ଜିନ୍‌ସ୍ ମନା

ନୂଆଦିଲ୍ଲୀ : ଜିନ୍‌ସ୍‌, ଟି-ସାର୍ଟ କିଂବା ସ୍ପୋର୍ଟସ୍ ସୁଜ୍ ପିନ୍ଧିବା ସହ୍ୟ କରାଯିବ ନାହିଁ କହି ଅଫିସ୍‌ରେ ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ କେବଳ ‘ଫର୍ମାଲ୍‌’ ପୋଷାକ ପରିଧାନ ବାଧ୍ୟତାମୂଳକ ବୋଲି ‘ସିବିଆଇ’ର ନିର୍ଦ୍ଦେଶକ ସୁବୋଧ କୁମାର ଜୟସ୍ୱାଲ୍ କହିଛନ୍ତି । ଏ ସଂକ୍ରାନ୍ତରେ
Read More...

ସିଲିଣ୍ଡର ବିସ୍ଫୋରଣରେ ୮ମୃତ

ଗୋଣ୍ଡା; ଉତରପ୍ରଦେଶର ଗୋଣ୍ଡା ଅଞ୍ଚଳରେ ସିଲିଣ୍ଡର ବିସ୍ଫୋରଣ ପରେ ୨ଟି ଘର ଭୁଷୁଡି ୮ ଜଣଙ୍କର ମୃତ୍ୟୁ ହେବା ସହ ୭ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ଶିଶୁ, ୨ମହିଳା ୨ଜଣ ପୁରୁଷ ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ
Read More...

ନେସଲର’ର ୬୦% ଖାଦ୍ୟ ଓ ପାନୀୟ ସାମଗ୍ରୀ ସ୍ୱାସ୍ଥ୍ୟପାଇଁ ହାନିକାରକ!

ନୂଆଦିଲ୍ଲୀ: ପୁଣିଥରେ ବିବାଦରେ ନେସଲେ କମ୍ପାନୀ । ଆମେରିକାର ‘ଫାଇନାନ୍ସିଆଲ୍ ଟାଇମ୍ସ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ସ୍ୱିଡେନ୍ କମ୍ପାନୀର ୬୦ ପ୍ରତିଶତ ଖାଦ୍ୟ ଓ ପାନୀୟ ସାମଗ୍ରୀ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ନିଜେ ସ୍ୱୀକାର କରିଛି । କମ୍ପାନୀର ଏକ ଅନ୍ତରୀରଣ ଅଡିଟ୍
Read More...

ଦ୍ୱିତୀୟ ଲହରରେ ୫୯୪ ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଅôଧକ ସଂକ୍ରମଣଶୀଳ କୋଭିଡ-୧୯ ଦ୍ୱିତୀୟ ପ୍ରବାହ ସମୟରେ ୫୯୪ ଜଣ ଡାକ୍ତର ପ୍ରାଣ ହରାଇଥିବା କଥା ବୁଧବାର ଦିନ ‘ଦି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସ୍‌ନ୍‌’ ଆଇଏମ୍‌ଏ ପକ୍ଷରୁ କୁହାଯାଇଛି । ସଦ୍ୟତମ ସୂଚନା ଅନୁସାରେ, ଆସାମରେ ଜୁନିୟର ଡାକ୍ତରଙ୍କୁ କରାଯାଇଥିବା
Read More...

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୩୨,୭୮୮ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ:କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୩୨,୭୮୮ ନୂତନ ସଂକ୍ରମଣ ଓ ୩,୨୦୭ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୮୩,୦୭,୮୩୨ ଓ ମୃତ୍ୟୁସଂଖ୍ୟା
Read More...

ଦେଶରେ ୩ହଜାର ତଳକୁ ଖସିଲା ମୃତ୍ୟୁ

ନୂଆଦିଲ୍ଳୀ: ଦେଶରେ ୨୪ ଘଂଟାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧,୨୭ ଲକ୍ଷରୁ ଅଧିକ ରହିଛି । ପୂର୍ବରୁ ଦୈନିକ ୪ହଜାରରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବା ବେଳେ ଦୀର୍ଘ ଦିନ ପରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ହଜାର ତଳକୁ ରହିଛି । ଆଉ ୧ଲକ୍ଷ ୨୭ ହଜାର ୫୧୦ ନୂଆ ସଂକ୍ରମିତ
Read More...

୧୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ

ନୂଆଦିଲ୍ଳୀ: ଚନ୍ଦ୍ର ଗ୍ରହଣ ପରେ ଏବେ ୨୦୨୧ର ପ୍ରଥମ ସୂର୍ଯ୍ୟ ଗ୍ରହଣ ଲୋକମାନେ ଦେଖିବାକୁ ଯାଉଛନ୍ତି । ଆସନ୍ତା ଜୁନ୍ ୧୦ ତାରିଖରେ ଏହି ସୂର୍ଯ୍ୟ ପରାଗ ହେବ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଏହି ସୂର୍ଯ୍ୟ ଗ୍ରହଣ ଜୈଷ୍ଠ ମାସର ଅମାବାସ୍ୟା ତିଥିରେ ହେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା
Read More...

କରୋନାରେ ୯୩୦୦ଶିଶୁ ଅନାଥ

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ସଂକ୍ରମଣରେ ଦେଶରେ ୯୩୦୦ ଶିଶୁ ସେମାନଙ୍କ ମା’ ବାପାଙ୍କୁ ହରାଇ ଅନାଥ ହୋଇଛନ୍ତି ବୋଲି ଜାତୀୟ ଶିଶୁ ଅଧିକାର ସୂରକ୍ଷା ଆୟୋଗ (ଏନ୍‌ସିପିଆର) ପକ୍ଷରୁ ଏ ନେଇ ଆଜି ସୁପ୍ରିମ୍‌କୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଛି । ଏହି ଅନାଥ ପିଲାମାନଙ୍କୁ
Read More...