Browsing Category

ଦେଶ

ମୁଖ୍ୟ ସଚିବଙ୍କୁ ନ ଛାଡିବାକୁ ଚିଠି ଲେଖିôଲେ ମମତା

କୋଲକାତା: କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାର ମୁଖ୍ୟ ସଚିବଙ୍କୁ ନେଇ ଏବେ ମୁହାଁ ମୁହିଁ ହୋଇଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରାଣାଳୟର ଆଦେଶ ଅନୁଯାୟୀ ନୂଆଦିଲ୍ଲୀସ୍ଥିତ କର୍ମଚାରୀ, ଜନ ଅଭିଯୋଗ ଏବଂ ପେନ୍‌ସନ୍ ମନ୍ତ୍ରାଳୟରେ ଉପସ୍ଥିତ ନହେବା କାରଣରୁ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ
Read More...

ବିହାରରେ କରୋନା ନେଲା ୪ ଶିଶୁଙ୍କ ଜୀବନ

ବିହାର: ବିହାର ଦରଭଙ୍ଗା ମେଡିକାଲ କଲେଜ୍‌ରେ ୪ ଶିଶୁଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ଜଣେ ଶିଶୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା । ମାତ୍ର ଅନ୍ୟ ୩ଜଣ ଶିଶୁଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା । ଉକ୍ତ ୩ ଜଣ ଶିଶୁ ନିମୋନିୟାରେ ଆକ୍ରାନ୍ତ ଥିଲେ ବୋଳି କୁହାଯାଉଛି ।
Read More...

ଦେଶରେ ୧,୫୨, ୭୩୪ ସଂକ୍ରମିତ : ୩,୧୨୮ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକରେ ଆଉ ୧ଲକ୍ଷ ୫୨ ହଜାର ୭୩୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୦,୪୭,୫୩୪କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ୩,୧୨୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୨୯ ହଜାର
Read More...

ଦେଶରେ ୧,୬୫,୫୫୩ ସଂକ୍ରମିତ: ୩୪୬୦ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକରେ ଆଉ ୧,୬୫, ୫୫୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହସହ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷରେ ସୀମିତ ରହୁଛି । ସେହିପରି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୮,୯୪ ୮୦୦କୁ ବୃଦ୍ଧି ପାଇଛି । ମାତ୍ର ଦୈନିକ ମୃତ୍ୟୁ ୩ହଜାର ଅତିକ୍ରମ କରୁଛି । ଚିକିତ୍ସାଧୀନ
Read More...

ବାତ୍ୟା ପ୍ରଭାବିତ ଲୋକଙ୍କ ସାହସ, ଧୈର୍ଯ୍ୟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଆଜି ‘ମନ୍‌କି ବତ୍‌’ର ୭୭ମ ସଂସ୍କରଣରେ ସାମୁଦ୍ରିକ ବାତ୍ୟା ‘ତୌତେ’ ଓ ‘ୟାସ୍‌’ ସମୟର ଉଦ୍ଧାର ଅଭିଯାନରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଅଭିବାଦନ ଜଣାଇ ପ୍ରଧାନମନ୍ତ୍ରୀ କହିଲେ, କୋଭିଡ-୧୯ ବିପର୍ଯ୍ୟୟ ସମୟରେ ପୂର୍ବ ଉପକୂଳରେ ବାତ୍ୟା ପ୍ରଭାବିତ ରାଜ୍ୟର ଲୋକେ
Read More...

ମେହୁଲ ଚୋକସିକୁ ଆଣିବା ପାଇଁ ଡୋମିନିକାରେ ଭାରତୀୟ ବିମାନ

ନୂଆଦିଲ୍ଳୀ: ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଭାରତ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଜୋରଦାର ହୋଇଥିବା ବେଳେ ଏବେ ଏହାକୁ ନେଇ ବଡ ଖବର ଆସିଛି । ଭାରତ ଡୋମିନିକା ସରକାରଙ୍କୁ କହିଛି ଯେ, ମେହୁଲ୍ ଚୋକସି ଭାରତର ନାଗରିକ ଏବଂ ସେ ଗୁରୁତର ଅପରାଧ କରିଛନ୍ତି । ଏଥିପାଇଁ ତାଙ୍କୁ ଭାରତକୁ
Read More...

ଭିଏତନାମରେ କରୋନାର ହାଇବ୍ରିଡ ଷ୍ଟ୍ରେନ ଚିହ୍ନଟ!

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ଭୂତାଣୁର ଏକ ନୂତନ ତଥା ହାଇବ୍ରିଡ ଷ୍ଟ୍ରେନ ଚିହ୍ନଟ ହୋଇଛି । ଯାହାକି ଅତ୍ୟନ୍ତ ସାଘାତିକ ଓ ଘାତକ ବୋଲି ବିବେଚନା କରାଯାଉଛି । ବ୍ରିଟେନ ଓ ଭାରତ ଷ୍ଟ୍ରେନର ଭୂତାଣୁର ମିଶ୍ରଣରେ ଏହି ହାଇବ୍ରିଡ ଷ୍ଟ୍ରେନ ସୃଷ୍ଟି
Read More...

ମୁମ୍ବାଇରେ ପେଟ୍ରେଲ ଲିଟର ୧୦୦ଟଙ୍କା ଟପିଲା

ନୂଆଦିଲ୍ଲୀ: ଦୈନିଦିନ ପେଟ୍ରୋଲ ଓ ଡିଜେଲ୍‌ର ମୂଲ୍ୟ ବୃଦ୍ଧି ଯୋଗୁଁ ଦେଶର ବାଣିଜ୍ୟକ ସହର ଭାବେ ପରିଚିତ ମୁମ୍ବାଇ ଓ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଲିଟର ପିଛା ପେଟ୍ରୋଲ୍ ଦର ୧୦୦ ଟଙ୍କା ଅତିକ୍ରମଣ କରିଛି । ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ୍ ଦର ଟ.୧୦୦.୧୯ ଓ ଶ୍ରୀଗଙ୍ଗାନଗରରେ ଲିଟର
Read More...

ୟୁଏଇରେ ହେବ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍

ନୂଆଦିଲ୍ଲୀ: ୟୁଏଇରେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆଜି ବିସିସିିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଅନୁଷ୍ଠିତ ବିସିସିଆଇର ଏସ୍‌ଜିଏମ୍ ବୈଠକରେ ଏନେଇ ନିଷ୍ପତି ନିଆଯାଇଛି । ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ୟୁଏଓରେ ଆଇପିଏଲ୍ ହୋଇପାରେ । ତେବେ କୌଣସି
Read More...

ଆନ୍ତଃରାଜ୍ୟ ବିମାନ ଯାତ୍ରା ହେବ ମହଙ୍ଗା

ନୂଆଦିଲ୍ଲୀ : ଆସନ୍ତା ଜୁନ୍ ୧ ତାରିଖରୁ ବିମାନ ଯାତ୍ରା ମହଙ୍ଗା ହେବ । ଭାରତ ମଧ୍ୟରେ କୌଣସି ସ୍ଥାନକୁ ଯାତ୍ରା କଲେ ଯାତ୍ରୀଙ୍କୁ ପୂର୍ବାପେକ୍ଷା ଅଧିକ ଭଡା ଦେବାକୁ ପଡିବ । କେନ୍ଦ୍ର ସରକାର ବିମାନ ଭଡା ବୃଦ୍ଧି କରିବାକୁ ନିଷ୍ପତି ନେଇଥିବାବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
Read More...