Browsing Category

ଦେଶ

କୋଠା ଭୁଷୁଡି ୭ ମୃତ

ଥାନେ : କୋଠା ଭୁଷୁଡିବାରୁ ୭ଜର ପ୍ରାଣ ହରାଇଛନ୍ତି । ଶୁକ୍ରବାର ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଥିବା ଉଲ୍ଟାସନଗରରେ ଏହି ଅଭାବନୀୟ ଦୁର୍ଘଟଣା ଘଟିଛି । ରାତି ୯ଟା ସମୟରେ ହଠାତ୍ କୋଠାଟି ଭୁଷୁଡିବା ଆରମ୍ଭ କରିଥିଲା । ଏହାପରେ କୋଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା
Read More...

ଦେଶରେ ଥମୁନି ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ୨ଲକ୍ଷ ତଳକୁ ରହିଛି ଦୈନିକ ସଂକ୍ରମଣ । ଆଉ ୧ଲକ୍ଷ ୭୩ହଜାର ୭୯୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୭୭,୨୯,୨୪୭କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ୩ହଜାର ୬୧୭ ଆକ୍ରାନ୍ତଙ୍କ ମୃତ୍‌ୁ୍ୟ ହୋଇଥିବା ବେଳେ ମୋଟ୍
Read More...

ଦେଶରେ କରୋନା ମୃତ୍ୟୁ ୩ଲକ୍ଷ ପାର୍

ନୂଆଦିଲ୍ଲୀ: ମହାମାରୀ କରୋନାରେ ଦେଶରେ ମୃତ୍ୟୁ ସଂଖ୍ୟା ୩ଲକ୍ଷ ଅତିକ୍ରମ କରିଛି । ଆଜି ଦେଶରେ ଦୈନିଦିନ ସଂକ୍ରମଣ ଅଢେଇ ଲକ୍ଷ ତଳକୁ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ସର୍ବକାଳୀନ ରେକର୍ଡ ଭଙ୍ଗ କରିଛି । ଆଜି ଦିନକ ମଧ୍ୟରେ ୪୪୫୪ ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ବିଶ୍ୱର ୩ୟ
Read More...

ଡାକ୍ତର ସାଜିଲେ ୫ମ ପାସ୍ ବିଧାୟକ, ଦେଲେ କରୋନା ଇଞ୍ଜେକସନ!

ସୁରତ: ୫ମ ଶ୍ରେଣୀ ଯାଏ ପାଠ ପଢ଼ିଥିବା ଗୁଜରାଟର ଜଣେ ବିଜେପି ବିଧାୟକ କରୋନା ସଂକ୍ରମଣ ବେଳେ ଡାକ୍ତର ସାଜିଛନ୍ତି । ସେ ଗୁଜରାଟର ସୁରତରେ ଥିବା ସରଥାନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରେମଡେସିଭିର ଇଞ୍ଜେକସନକୁ ଭିଆଲରୁ ସିରିଞ୍ଜରେ ଭର୍ତି କରି ଏହାକୁ କରୋନା ରୋଗୀଙ୍କ ଶରୀରରେ ଲାଗିଥିବା
Read More...

ଦ୍ୱିତୀୟ ଲହରରେ କରୋନା ନେଲାଣି ୪୨୦ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: ମହାମାରୀର କରୋନାର ଦ୍ୱିତୀୟ ଲହରରେ ବର୍ତମାନ ସୁଦ୍ଧା ଦେଶରେ ୪୨୦ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଲାଣି ବୋଲି ଭାରତୀୟ ଚିକିତ୍ସା ସଂଘ (ଆଇଏମଏ) ପକ୍ଷରୁ କୁହାଯାଇଛି । ସୂଚନା ଯୋଗ୍ୟ ଯେ, କରୋନା ମହାମାରୀ ଯୋଗୁ ସାରା ଦେଶରେ ଆତଙ୍କ ଏବଂ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ
Read More...

ଦିଲ୍ଲୀରେ ବଢିଲା ଆଉ ସପ୍ତାହେ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଦେଶରେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ଲଗାତର କମୁଛି । ସେହିପରି କରୋନା ସଂକ୍ରମିତ ମୃତ୍ୟୁ ସଂଖ୍ୟା ମଧ୍ୟ ପୂର୍ବାପେକ୍ଷା ବହୁତ କମିଛି । ଏହା ଏବେବି ବିପଦ ଟଳିନି, ଯେଉଁକାରଣରୁ ରାଜଧାନୀ ଦିଲ୍ଳୀରେ ଆଉ ସପ୍ତାହକ ପାଇଁ ଲକ୍‌ଡାଉନ୍ ଅବଧି ବଢାଇ ଦିଆଯାଇଛି ।
Read More...

୧୨ଦିନରେ ପେଟ୍ରୋଲ ବଢିଲାଣି ୨.୬୯ପ ଓ ଡିଜେଲ୍ ୩.୦୭ପ

ନୂଆଦିଲ୍ଳୀ: ଦେଶରେ କରୋନା ମହାମାରୀ ଭୟଙ୍କର ରୂପ ନେଉଥିବା ବେଳେ ପେଟ୍ରୋଲ୍ ଓ ଡିଜେଲ ଦର ଲଗାତର ବୃଦ୍ଧି ପାଇବାରେ ଲାଗିଛି । ଦିନକ ବ୍ୟବଧାନରେ ପେଟ୍ରୋଲ୍ ଓ ଡିଜେଲ୍ ଦର ପୁଣି ବଢିଛି । ଆଜି ପେଟ୍ରୋଲ୍ ଦର ଲିଟର ପିଛା ୧୫ରୁ ୧୭ ପଇସା ଏବଂ ଡିଜେଳ୍ ଦର ଲିଟର ୨୫ରୁ ୨୯ ପଇସା ବୃଦ୍ଧି
Read More...

ଦେଶରେ ୨,୪୦,୮୪୨ ଆକ୍ରାନ୍ତ : ୩୭୪୧ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକରେ ୨,୪୦,୮୪୨ କରୋନା ସଂକ୍ରମଣ ହୋଇଥିବା ବେଳେ ୩,୭୪୧ ମୃତ୍ୟୁ ରେକର୍ଡ କରାଯାଇଛି । ମୋଟ୍ ମୃତ୍ୟୁ ସଂଖ୍ୟା ୨,୯୯,୨୬୬ରେ ପହଞ୍ଚିଛି । ସେହିଭଳି ଦିନକରେ ୩,୫୫,୧୦୨ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୨,୩୪,୨୫,୪୬୭ରେ ପହଞ୍ଚିଛି ।
Read More...

ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟସ୍‌ର ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ୟସ ଚଳିତ ମାସ ୨୬ ତାରିଖରେ ଉତର ଓଡିଶା ଏବଂ ପଶ୍ଚିମବଙ୍ଗର ସୁନ୍ଦରବନ ମଧ୍ୟବର୍ତୀ ଅଞ୍ଚଳରେ ଭୂଭାଗ ଅତିକ୍ରମ କରିବା ସମ୍ଭାବନା ରହିଥିବା
Read More...

ବଢୁଛି ‘ବ୍ଲାକ୍ ଫଙ୍ଗସ୍‌’ ଦେଶରେ ୮୮୪୮ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଘାତକ ‘ବ୍ଲାକ ଫଙ୍ଗସ୍‌’ ବା ମ୍ୟୁକୋର୍ମାଇକୋସିସ୍‌ରେ ୮୮୪୮ଜଣ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ବର୍ତମାନ ସୁଦ୍ଧା ୧୨୬ ଜଣଙ୍କର ଜୀବନ ଯାଇଥିବା ସୂଚନା ରହିଛି । ସେମାନଙ୍କ ଭିତରୁ କେବଳ ମହାରାଷ୍ଟ୍ରରେ ହିଁ ସର୍ବାଧିକ ୯୦ ଜଣ ମୃତୃ ବରଣ କରିଛନ୍ତି । ତାହା ପଛକୁ
Read More...