Browsing Category

ଦେଶ

ଲାଞ୍ଚ ମାମଲାରେ ଲାଲୁଙ୍କୁ ସିବିଆଇର କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଡିଏଲ୍‌ଏଫ୍ ଲାଞ୍ଚ ମାମଲାରେ ସିବିଆଇ ପୂର୍ବତନ ରେଲବାଇ ମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ କ୍ଲିନ୍‌ଚିଟ୍ ଦେଇଛି । ସେ ରେଳବାଇ ମନ୍ତ୍ରୀ ଥିବା ବେଳେ ଡିଏଲ୍‌ଏଫ୍ ଲାଞ୍ଚ କାରବାର ମାମଲା ଘଟିଥିଲା । ଲାଲୁ ଏଥିରେ ସାମିଲ ଥିବା ସନ୍ଦେହ
Read More...

ଟିକା ଅଭାବ ପାଇଁ କେନ୍ଦ୍ରକୁ ଦାୟୀ କଲା ସିରମ୍‌

ମୁମ୍ବାଇ : ଦେଶରେ ଲାଗି ରହିଥିବା କରୋନା ଟିକା ଅଭାବ ସମସ୍ୟା ପାଇଁ କେନ୍ଦ୍ର ସରକାରଙ୍କୁ ପରୋକ୍ଷ ଭାବେ ଦାୟୀ କରିଛି ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ । ଟିକାକରଣରେ କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ପରିଚାଳନାଗତ ବ୍ୟବସ୍ଥା ଯୋଗୁ ଆଜି ଏଭଳି ଅବସ୍ଥା ଉପୁଜିଥିବା ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ
Read More...

୨୫୦ ଟଙ୍କାରେ ଘରେ କରିପାରିବେ କରୋନା ପରୀକ୍ଷା

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାବେଳେ କରୋନା ପରୀକ୍ଷା କରିବାକୁ ପ୍ରଥମ ଥର ପାଇଁ ଆଇସିଏମଆର ଭାରତର କରୋନାର ପ୍ରଥମ ହୋମ ଟେଷ୍ଟ କିଟକୁ ମଞ୍ଜୁରୀ ଦେଇଛି । ପୁଣେର ମାଇଁ ଲ୍ୟାବ ଡ଼ିସକଭରୀ ସଲ୍ୟୁସନ ଦ୍ୱାରା ପ୍ରସ୍ତୁତ ଏହି କିଟର ନାମ କୋଭିସେଲ୍ଫ ରଖାଯାଇଥିବାବେଳେ ଏହାର
Read More...

କରୋନା ମୃତ୍ୟୁରେ ସବୁ ଦେଶକୁ ଟପିଲା ଭାରତ

ନୂଆଦିଲ୍ଲୀ :ଗତ ଏପ୍ରିଲ ୨୫ ତାରିଖରୁ କରୋନା ଭୂତାଣୁ ଦ୍ୱାରା ବିଶ୍ୱରେ ଦୌନିକ ଯେତିକି ସଂକ୍ରମଣ ହେଉଛି ତା’ର ୪୦ ପ୍ରତିଶତରୁ ଅଧିକ ହେଉଛି ଭାରତରେ । ଦିନେ ଦିନେ ଭାରତରେ ଏହି ସଂକ୍ରମଣ ୫୦ ପ୍ରତିଶତକୁ ଟପିଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ତଥ୍ୟ ଅନୁସାରେ ମେ ୪, ୫,
Read More...

ଦେଶରେ ୨୪ଘଂଟାରେ ସଂକ୍ରମଣ ଟପିଲା ୨.୫୯ଲକ୍ଷ

ନୂଆଦିଲ୍ଲୀ: ଦେଶରେ ଦିନକରେ ଦୈନିକ ସଂକ୍ରମଣ ୨.୫୯ ଲକ୍ଷ ଟପିଛି । ଆଉ ୨ ଲକ୍ଷ ୫୯ ହଜାର ୫୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୦,୩୧,୯୯୧କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ୪ ହଜାର ୨୦୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ
Read More...

ପୋଲିସ ଗୁଳିରେ ୧୩ ମାଓବାଦୀ ନିହତ

ମୁମ୍ବାଇ: ଗଢ଼ଚିରୌଲୀ ଜିଲ୍ଲା ଅନ୍ତର୍ଗତ ଜଙ୍ଗଲରେ ମହାରାଷ୍ଟ୍ର ପୋଲିସ ‘ସି-୬୦’ କମାଣ୍ଡୋମାନଙ୍କ ସହ ଗୁଳି ବିନିଭୟ କରି ଅନ୍ୟୂନ ୧୩ ଜଣ ମାଓମାଦୀ ନିହତ ହୋଇଥିବା କଥା ଶୁକ୍ରବାର ଦିନ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି । ସଭା କରିବା ଲାଗି ମାଓବାଦୀମାନେ କେମିତି ଫାଣ୍ଡି ନିକଟବର୍ତୀ
Read More...

ମିଗ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ମୃତ

ପଞ୍ଜାବର: ପଞ୍ଜାବର ମୋଗା ନିକଟରେ ବାୟୁସେନାର ଏକ ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରଗସ୍ତ ହୋଇଛି । ଏଥିରେ ଜଣେ ପାଇଲଟ୍ ଅଭିନବ ଚୌଧୁରୀଙ୍କ ମୃତ୍ୟୁ ଘଟିଛି । ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଗୁରୁବାର ରାତି ପ୍ରାୟ ସାଢ଼େ ୯ଟାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏସପି (ମୁଖ୍ୟାଳୟ)
Read More...

ମିଲ୍‌ଖାଙ୍କୁ କରୋନା

ଚଣ୍ଡିଗଡ: ଭାରତୀୟ ଦୌଡ ଜଗତର କିମ୍ବଦନ୍ତୀ ମିଲ୍‌ଖା ସିଂ କରୋନା ସଂକ୍ରମିତ ହୋଇ ଏବେ ଏକାନ୍ତ ବାସରେ ଚିକିତ୍ସତ ହୋଇଛନ୍ତି । ବୋଲି ତାଙ୍କ ପରିବାର ସୁତ୍ରରୁ ପ୍ରକାଶ ୧୯୫୮ ଓ ୧୯୬୨ ଏସୀୟ କିଡ୍ରାରେ ସ୍ୱର୍ଣ୍ଣ ପଦକ ଜିତିଥିବା ମିଲ୍‌ଖା ଏବେ ୯୧ ବର୍ଷ ବୟସରେ ଉପନିତ । ତାଙ୍କ କହିବା ଅନୁଯାୟୀ
Read More...

କର୍ଣ୍ଣାଟକ୍‌: ୧୫ ଦିନରେ ୧୯ହଜାର ଶିଶୁ କରୋନା ଆକ୍ରାନ୍ତ

ବେଙ୍ଗାଲୁରୁ ମହାମାରୀ କରୋନାର ତୃତୀୟ ଲହର ଯେ କୌଣସି ସମୟରେ ଆସିବା ନେଇ ବିଶେଷଜ୍ଞମାନେ ସତର୍କ କରାଇ ଦେଇଥିଲା ବେଳେ ଏହା ଶିଶୁ ମାନଙ୍କ ପାଇଁ ଘାତକ ହେବ । କିନ୍ତୁ ତୃତୀୟ ଲହର ପୂର୍ବରୁ କର୍ଣ୍ଣାଟକରେ ଗତ ୧୫ଦିନ ମଧ୍ୟରେ ୧୯ ହଜାର ଶିଶୁ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଗତ
Read More...

କମୁଛି ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା

ନୂଆଦିଲ୍ଲୀ: ମହାମାରୀ କରୋନା ସହ ଦେଶବାସୀ ଗୋଟିଏ ପଟେ ଲଢେଇ କରୁଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଛି । ଦେଶରେ କରୋନା ସଂକ୍ରମିତ ଥମିବାର ନାଁ ଧରୁ ନଥିବା ବେଳେ ନୂଆ ସର୍ଭେରୁ ଜଣାପଡିଛି ଯେ, ଦେଶବାସୀଙ୍କ ଆଗରେ ପ୍ରଧାନମନ୍ତ୍ରୀ
Read More...