Browsing Category

ଦେଶ

ଅମ୍ଲଜାନ ଅଭାବରୁ ଗୋଆରେ ପୁଣି ଗଲା ୮ଜୀବନ

ପାନାଜୀ: ଗୋଆ ମେଡିକାଲ୍ କଲେଜ୍‌୍‌ରେ ଅମ୍ଲାଜାନ ଅଭାବରୁ ଆଜି ପୁଣି ୮ଜଣ ରୋଗୀଙ୍କ ଜୀବନ ଯାଇଛି । ଗତ ୫ ଦିନ ମଧ୍ୟରେ ଏହି ଡାକ୍ତରଖାନାରେ ଅମ୍ଲଜନା ଅଭାବରୁ ୮୩ରୋଗୀ ପ୍ରାଣ ହରାଇଲେଣି, ଯାହା ଅତ୍ୟନ୍ତ ଚିନ୍ତାର ବିଷୟ । ପ୍ରଶାସନିକ ଅବହେଳାରୁ ବାରମ୍ବାର ଏଠାରେ ଏପରି ଘଟଣା ଘଟୁଥିବା
Read More...

ପିଡିଏସ୍ ଦୋକାନ ଦିନତମାମ ଖୋଲାରଖିବାକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: କେତେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ଏବେ ଲକ୍‌ଡାଉନ୍ ଜାରି ରହିଛି ଯେଉଁଥିପାଇଁ ଉଚିତ ମୂଲ୍ୟ ଦୋକାନ (ଫେୟାର ପ୍ରାଇସ୍ ସପ୍‌)ର କାର୍ଯ୍ୟ ଅବଧି ହ୍ରାସ ପାଇବାର ଆଶଙ୍କା ରହିଛି । ଏହି ଆଶଙ୍କାକୁ ବିଚାରକୁ ନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଂଟନ ବିଭାଗ ଦ୍ୱାରା ମେ
Read More...

ପୁଣି ବଢିଲା ପେଟ୍ରୋଲ, ଡିଜେଲ୍‌

ନୂଆଦିଲ୍ଲୀ: ଦୈନଦିନ ବୃଦ୍ଧି ଯୋଗୁଁ ପେଟ୍ରୋଲ-ଡିଜେଲ ଦର ପ୍ରତିଦିନ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି । ସରକାରୀ ତୈଳ କମ୍ପାନୀ ଆଜି ମଧ୍ୟ ତୈଳ ଦଳ ବୃଦ୍ଧି କରିଛି । ଏଥିସହ ଦେଶର ଅଧିକାଂଶ ସହରରେର ତୈଳ ଦର ଏୈବ ୧୦୦ ଟଙ୍କା ଅତିକ୍ରମ କରିଛି । ଶ୍ରୀଗଙ୍ଗାନଗର, ଅନୁପପୁର, ରିୱା,
Read More...

ଦିଲ୍ଲୀ, ହରିଆନାରେ ବଢିଲା ଲକ୍‌ଡାଉନ୍

ନୂଆଦିଲ୍ଲୀ: କରୋନା ସଂକ୍ରମରକୁ ଦୃଷ୍ଟିରେ ରଖି ଦିଲ୍ଲୀ ଓ ହରିଆନା ସରକାର ଆଜି ଆଉ ସପ୍ତାହକ ପାଇଁ ଲକ୍‌ଡାଉନ୍ ବୃଦ୍ଧି କରିଛନ୍ତି । ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇବା ସତ୍ୱେ ଦିଲ୍ଲୀ ସରକାର ଆଜି ପୁଣି ସପ୍ତାହକ ପାଇଁ ଲକ୍‌ଡାଉନ୍ ବୃଦ୍ଧି କରିଛନ୍ତି । ସଂକ୍ରମଣ
Read More...

‘ତଉ ତେ’ର ତାଣ୍ଡବ : ୬ମୃତ , ଗୁଜରାଟରେ ହାଇଆଲର୍ଟ

ବେଙ୍ଗାଲୁରୁ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ମହାବାତ୍ୟା ‘ତଉତେ’ର ତାଣ୍ଡବ ଯୋଗୁଁ କେରଳ, କର୍ଣ୍ଣାଟକ ଗୋଆ ଓ ଗୁଜୁରାଟରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ବ୍ୟାପନ କ୍ଷୟକ୍ଷତି ଘଟିଛି । ବହୁ ବଡ ବଡ ଗଛ ଓ ବିଦ୍ୟୁତ ଖୁଂଟ ଉପୁଡି ପଡିଛି । ଫଳରେ ବହୁ ଅଞ୍ଚଳରେ ବିଦ୍ୟୁତ ସରବରାହ
Read More...

ଦେଶରେ କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ

ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁର ଦ୍ୱିତୀୟ ଲହର ସଂକ୍ରମଣ ଗତ ୩ଦିନ ଧରି ଦେଶରେ ହ୍ରାସ ପାଉଥିଲା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଜି ଦେଶରେ ଦିନକରେ ୩,୧୧,୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪.୦୭୭ ମୃତ୍ୟୁ ଘଟିଛି । ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା
Read More...

କରୋନା ମୃତ୍ୟୁ ଲୁଚାଇଛି ଆମେରିକା, ଭାରତ !

ବେଙ୍ଗାଲୁରୁ: ମହାମାରୀ କରୋନାର ଦ୍ୱିତୀୟ ସଂକ୍ରମଣ ଏବେ ବିଶ୍ୱର ଅନେକ ରାଷ୍ଟ୍ର ଲଢେଇ ଜାରି ରଖିଥିବା ବେଳେ ମୃତ୍ୟୁ ସଂଖ୍ୟା ପ୍ରକଶକୁ ନେଇ ବିଭ୍ରାନ୍ତି ଦେଖିବାକୁ ମିଳିଛି । ଅନେକ ଦେଶରେ କରୋନା ଆକ୍ରାନ୍ତଙ୍କ ପ୍ରକୃତ ସଂଖ୍ୟା ଏବଂ ମୃତକଙ୍କ ସଂଖ୍ୟା ଠିକ୍‌ରେ ସେମାନଙ୍କ ପରିସଂଖ୍ୟାନରେ
Read More...

ଭୟଙ୍କର ହେଉଛି ସାମୁଦ୍ରିକ ଝଡ ‘ତଉ ତେ’

ନୂଆଦିଲ୍ଳୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଏବେ ଉଗ୍ରରୂପ ଧାରଣ କରିବା ସହ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି ବୋଲି ଭାରତୀୟ ପାରିପାଗ ବିଭାଗ (ଆଇଏନଡି)ପକ୍ଷରୁ କୁହାଯାଇଛି । ଆଇଏନଡି ପକ୍ଷରୁ କୁହାଯାଇଛି ଯେ, ଗଭୀର ଅବପାଦ ସାମୁଦ୍ରିକ ବାତ୍ୟା ‘ତୌତେ’ରେ ରୂପାନ୍ତରିତ
Read More...

ଦେଶରେ ୩,୨୬,୦୯୮ ଆକ୍ରାନ୍ତ : ୩୮୯୦ ମୃତ

ନୂଆଦିଲ୍ଲୀ: ଦେଶରେ ଦେହନିକ କରୋନା ସଂକ୍ରମଣରେ ହ୍ରାସ ପାଇଥିବା ଦେଖାଯାଇଛି । ଆଜି ଦିନକରେ ୩,୨୬,୦୯୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେହିପରି ମୋଟ୍ ଆକ୍ରାନ୍ତ ସଂଖ୍ୟା ୨,୪୩,୭୨, ୯୦୭କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ୩,୮୯୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା
Read More...

୩୦ଯାଏଁ ପଶ୍ଚିମବଙ୍ଗ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌

କୋଲ୍‌କାତା: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗର ସରକାର ରାଜ୍ୟରେ ଆସନ୍ତା କାଲି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୧୪ ଦିନିଆ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା କରିଛନ୍ତି । ଆସନ୍ତାକାଲି ସକାଳ ୬ଟାରୁ ଏହି ଲକ୍‌୍‌ଡାଉନ୍ ଆରମ୍ଭ ହେବ । ଲକ୍‌ଡାଉନ୍ ଯୋଗୁଁ
Read More...