Browsing Category

ଦେଶ

ପ୍ରବୀଣ ସୁଦ ସିବିଆଇ ନିର୍ଦେଶକ

ନୂଆଦିଲ୍ଲୀ : କର୍ଣ୍ଣାଟକର ଡିଜିପି ତଥା ୧୯୮୬ ବ୍ୟାଚର ବରିଷ୍ଠ ଆଇପିଏସ୍ ପ୍ରବୀଣ ସୁଦ ସିବିଆଇର ନୂଆ ନିର୍ଦେଶକ । ସେ ଦୁଇ ବର୍ଷ ପାଇଁ ଏହି ପଦରେ ରହିବେ । ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି ଓ ଲୋକସଭାର ବିରୋଧୀ ଦଳର ନେତାଙ୍କୁ ନେଇ ଗଠିତ କମିଟି ତାଙ୍କ ନିଯୁକ୍ତି ଉପରେ ମୋହର
Read More...

୯ ତାରିଖରେ ଆସୁଛି ବାତ୍ୟା!

ଓଡ଼ିଶା ପାଇଁ ସତର୍କ ସୂଚନା ନାହିଁ ନୂଆଦିଲ୍ଲୀ : ଆସନ୍ତା ୯ ତାରିଖରେ ଏକ ବାତ୍ୟା ଆସିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି
Read More...

ଆଜି ଆସୁଛନ୍ତି ରାଷ୍ଟ୍ରପତି

ନୂଆଦିଲ୍ଲୀ : ଆସନ୍ତାକାଲି ୪ଠାରୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ରାଇରଙ୍ଗପୁର, ପାହାଡ଼ପୁର ଏବଂ ବାରିପଦାରେ କେତେକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ରାଷ୍ଟ୍ରପତିଙ୍କ ସଚିବାଳୟ ବିଜ୍ଞପ୍ତି ଜାରି କରିଛି । ୪ ତାରିଖ ସକାଳ ୭ଟାରେ
Read More...

‘ମନ୍ କୀ ବାତ୍’ର ୧୦୦ତମ କାର୍ଯ୍ୟକ୍ରମ ମୋ ପାଇଁ ଆସ୍ଥା, ପୂଜା ଓ ବ୍ରତ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ୧୦୦ତମ 'ମନ କୀ ବାତ' କାର୍ଯ୍ୟକ୍ରମରେ କହିଛନ୍ତି ଯେ ମୋ ପାଇଁ ମନ୍ କୀ ବାତ୍ ଆସ୍ଥା, ପୂଜା ଓ ବ୍ରତ ସଦୃଶ ହୋଇଛି । ରେଡିଓ ଓ ଦୂରଦର୍ଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୧୦୦ତମ ‘ମନ୍ କୀ ବାତ୍’ କହିଛନ୍ତି ଯେ ୧୦୦ତମ
Read More...

ପଞ୍ଜାବରେ ବିଷାକ୍ତ ଗ୍ୟାସ୍ ଲିକ୍ : ୧୧ ମୃତ

ଲୁଧିଆନା : ପଞ୍ଜାବର ଲୁଧିଆନା ଅନ୍ତର୍ଗତ ଗିଆସପୁରା ଅଞ୍ଚଳରେ ଅବସ୍ଥିତ ଗୋଟାଏ କାରଖାନାରୁ ବାଷ୍ପ ଲିକ୍ ହେବାରୁ ୧୧ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି । ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ୩ ଜଣ ନାବାଳକ ଓ ୫
Read More...

ଡ.ଅଜିତ୍ ମହାନ୍ତି ‘ଆଟମିକ୍ ଏନର୍ଜି କମିସନ୍’ର ଅଧ୍ୟକ୍ଷ

ନୂଆଦିଲ୍ଲୀ : ‘ଆଣବିକ ଶକ୍ତି ବିଭାଗ’ର ସଚିବ ଏବଂ ‘ଆଣବିକ ଶକ୍ତି କମିସନ୍’ର ଅଧ୍ୟକ୍ଷ ଭାବେ ‘ଭାବା ଆଟମିକ୍ ରିସର୍ଚ ସେଣ୍ଟର୍’ର ନିର୍ଦେଶକ ଡକ୍ଟର ଅଜିତ କୁମାର ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି । ଶନିବାର ଦିନ କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ଡକ୍ଟର ମହାନ୍ତିଙ୍କ ନିଯୁକ୍ତିକୁ
Read More...

ଇଫକୋ ଦ୍ଵାରା ପ୍ରସ୍ତୁତ ବିଶ୍ୱର ପ୍ରଥମ ନାନୋ ଡି.ଏ.ପି. ତରଳ ସାରର ଲୋକାର୍ପଣ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : କୃଷି ଓ କୃଷକର ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ଇଫକୋ ଚାଷୀ ଭାଇମାନଙ୍କ ଉଦ୍ଦେଶ୍ୟରେ ନେଇ ଆସିଛି ନାନୋ ଡି.ଏ.ପି. ତରଳ ସାର। ଏହି ନାନୋ ଡି.ଏ.ପି. ତରଳ ସାର ୫୦୦ ମି.ଲି. ବୋତଲରେ ଉପଲବ୍ଧ ଅଟେ ଏବଂ ଏକ ୫୦୦ ମି.ଲି. ବୋତଲ ଏକ ୫୦ କି.ଗ୍ରା.ଦାନାଦାର ଡି.ଏ.ପି. ବସ୍ତା ସହ
Read More...

ପ୍ରକାଶସିଂ ବାଦଲଙ୍କ ପରଲୋକ

ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶସିଂ ବାଦଲଙ୍କ ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଶିରୋମଣି ଅକାଳି ଦଳର ପୋଷ୍ଟର ଚେହେରା ଥିବା ପ୍ରକାଶ ସିଂ ବାଦଲ ପଞ୍ଜାବର ୫ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ।ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅକାଳୀ ଦଳର ପ୍ରତିଷ୍ଠାତା ପ୍ରକାଶ
Read More...

ଦେଶର ପ୍ରଥମ ୱାଟର ମେଟ୍ରୋ ଉଦଘାଟନ ଆସନ୍ତାକାଲି

ତିରୁଅନନ୍ତପୁରମ : କେରଳର କୋଚି ୱାଟର ମେଟ୍ରୋ ପ୍ରକଳ୍ପର ଉଦଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ୨୫ ତାରିଖରେ କରିବେ । ଦେଶରେ ଏହା ପ୍ରଥମ ୱାଟର ମେଟ୍ରୋ । ଉକ୍ତ ପ୍ରକଳ୍ପ ଦ୍ୱାରା କୋଚି ଅଞ୍ଚଳର ପର୍ଯ୍ୟଟନ ସମେତ ଅର୍ଥନୀତିର ବିକାଶ ହେବ ବୋଲି ଆଶା ରଖାଯାଇଛି । ପାରମ୍ପରିକ
Read More...

ଜଳିଗଲା ସେନା ଗାଡି, ୪ ଯବାନ ସହିଦ

ଶ୍ରୀନଗର : ଜମ୍ମୁ-କଶ୍ମୀରର ପୁଞ୍ଚ-ଜାମ୍ମୁ ଜାତୀୟ ରାଜପଥରେ ଆଜି ଏକ ସେନା ଟ୍ରକରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୪ଜଣ ଯବାନ ସହିଦ ହୋଇଥିଲା ବେଳେ ଆଉ କେତେକ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ଲାଗି ଆର୍ମି ହସ୍ପିଟାଲରେ ଭର୍ତି କରାଯାଇଛି । ଅଗ୍ନିକାଣ୍ଡର
Read More...