Browsing Category

ଦେଶ

ଦିନକରେ ୪,୧୪,୧୮୮ ଆକ୍ରାନ୍ତ : ୩୯୧୫ ମୃତ

ନୂଆଦିଲ୍ଲୀ: ଦେଶରେ ଗତକାଲି ଗୋଟିଏ ଦିନରେ ୪,୧୪, ୧୮୮ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ଗୋଟିଏ ଦିନରେ ଦେଶରେ ୩୯୧୫ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଭାରତରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୧୪.୯୧,୫୯୮କୁ ବୃଦ୍ଧିପାଇଛି । ସଂକ୍ରମିତଙ୍କ ମଧ୍ୟରୁ ୧.
Read More...

ତାମିଲ୍‌ନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଷ୍ଟାଲିନ୍

ଚେନ୍ନାଇ: ତାମିଲ୍‌ନାଡୁର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଡିଏମ୍‌କେ ସୁପ୍ରିମୋ ଏମ୍‌.କେ ଷ୍ଟାଲିନ୍ ଶପଥ ଗ୍ରହଣ କିଛନ୍ତି । ତାଙ୍କ ନେତୃତ୍ୱରେ ଏକ ୩୩ଜଣିଆ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିଛି । ଆଜି ରାଜଭବନରେ ଆୟୋଜିତ ଏକ ନିରାଡମ୍ଭର ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ବନୱାରୀଲାଲ୍
Read More...

୧୦ରୁ ୨୪ ରାଜସ୍ଥାନରେ ଲକ୍‌ଡାଉନ୍

ଜୟପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ଆସନ୍ତା ୧୦ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଜାରୀ କରିଛନ୍ତି । ଆସନ୍ତା ୧୦ ତାରିଖ ଭୋର୍ ୫ଟାରୁ ରାଜସ୍ଥାନରେ ଲାଗୁ ହେବାକୁ ଥିବା ଏହି ଲକ୍‌ଡାଉନ୍ ୨୪ ତାରିଖ ଭୋର ୫ଟା ପର୍ଯ୍ୟନ୍ତ ବଳବତର
Read More...

୮ଟି ସହରକୁ ରେଳ ଚଳାଚଳ ବାତିଲ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ରେଳବାଇ ୮ଟି ସହରକୁ ରେଳଚଳାଚଳ ବାତିଲ କରିଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରେଳ ଚଳାଚଳ ବନ୍ଦ ରହିବ ବୋଲି କୁହାଯାଇଛି । ସେହିପରି ଯାତ୍ରୀ ନ ହେବାରୁ ପୂର୍ବତଟ ରେଳପଥ ପକ୍ଷରୁ ଆଉ ୪ଟି ଦୈନିକ ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ ହୋଇଛି ।
Read More...

ଦିଲ୍ଲୀକୁୁୁ ଦୈନିକ ୭୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଯୋଗାଅ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀକୁ ଦୈନିକ ୭୦୦ ମେଟ୍ରିକ ଟନ୍ ତରଳ ମେଡିକାଲ୍ ଅକ୍ସିଜେନ୍ ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ କର୍ଡା ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟର ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାରେ ଗଠିତ ଖଣ୍ଡପୀଠ ଜାତୀୟ ରାଜଧାନୀ
Read More...

3 ବର୍ଷ ଜେଲ୍‌ ପରେ ପୁଣି ରାଜନୀତିରେ ଲାଲୁଙ୍କ ଏଣ୍ଟ୍ରି: ଆସନ୍ତା 9 ରେ କରିବେ ଭର୍ଚୁଆଲ୍‌ ମିଟିଙ୍ଗ୍‌

ବିହାର: ଦୀର୍ଘ 3 ବର୍ଷ ପରେ ଜେଲ୍‌ରୁ ବାହାରିଛନ୍ତି ଆର୍‌ଜେଡି ନେତା ତଥା ଆର୍‌ଜେଡି ରାଷ୍ଟ୍ରିୟ ସଭାପତି ଲାଲୁ ପ୍ରସାଦ ଯାଦବ । ଆସନ୍ତା ମେ‘ 9 ତାରିଖରେ ସେ ବିଧାୟକ ଓ ଦଳୀୟ କର୍ମୀଙ୍କ ସହ ଆଲୋଜନା କରିବେ । ଏଥି ସହ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବଙ୍କ ସହ ଏକ ଭର୍ଚୁଆଲ
Read More...

୫୦,୦୦୦ହଜାର କୋଟି ଟଙ୍କାର କୋଭିଡ୍ ଋଣ ଦେବ ଆରବିଆଇ

ମୁମ୍ବାଇ: ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଜନିତ ଗୁରୁତର ସ୍ୱାସ୍ଥ୍ୟ ସଙ୍କଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଅକେତେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପଦକ୍ଷେପ ସହ ୫୦ହଜାର କୋଟି ଟଙ୍କାର କୋଭିଡ୍ ଋଣ ଦେବାକୁ ଘୋଷଣା କରିଛି । ରିଜର୍ଭ ବ୍ୟାଙ୍କ
Read More...

ସଂରକ୍ଷଣର ସର୍ବୋଚ୍ଚ ସୀମା ୫୦% ଅତୁଟ

ନୂଆଦିଲ୍ଳୀ: ମହାରାଷ୍ଟ୍ରରେ ମରାଠୀମାନଙ୍କ ପାଇଁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ୧୬% ସଂରକ୍ଷଣ ଦେବା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତିକୁ ସୁପ୍ରିମକୋର୍ଟ ଆଜି ରଦ୍ କରିଦେଇଛନ୍ତି । ଏଥି ସହ କୌଣସି କ୍ଷେତ୍ରରେ ସଂରକ୍ଷଣ ସୀମା ୫୦%ରୁ ଅଧିକ ହେବ ନାହିଁ ଏବଂ ଇନ୍ଦିରା ସାହନୀ ମାମଲାରେ
Read More...

ଅକ୍ସିଜେନ ଯୋଗାଇ ପୁଣି ୨୨ ଜଣଙ୍କ ଜୀବନ ବଞ୍ଚାଇଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ବିତୀୟ ଲହରରେ ପୁଣି ଚର୍ଚ୍ଚାରେ ବଲିଓଡ୍ର ସୋନୁସୁଦ୍‌ । ଅକ୍ସିଜେନ ଅଭାବରୁ ଜୀବନ ମରଣ ସହିତ ସଂଘର୍ଷ କରୁଥିବା ରୋଗୀଙ୍କ ପାଇଁ ଦେବଦୂତ ସାଜି ରକ୍ଷା କରିଛନ୍ତି ୨୨ ଜୀବନ । ବେଙ୍ଗାଲୁରୁର ଏଆର୍‌ଏକେ ହସ୍ପିଟାଲ୍‌ ବିଳମ୍ବିତ ରାତିରେ ଅକ୍ସିଜେନ ଅଭାବରେ
Read More...

ବଢ଼ିଲା ପେଟ୍ରୋଲ ଦାମ

ନିର୍ବାଚନ ସରିବା ପରେ ବଢ଼ିଲା ତେଲ ଦର । ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ ସମେତ ମୋଟ ୫ଟି ରାଜ୍ୟରେ ତୈଳ ଦର ବଢ଼ିଥିବା ସୂଚନା ମିଳିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୫ ପଇସା ଓ ଡିଜେଲ ଲିଟର ପିଛା ୧୮ ପଇସା ବୃଦ୍ଧି ପାଇଛି । ଫଳରେ ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୫୫
Read More...