ଏପ୍ରିଲରେ ସତ୍କାର ହୋଇଛି ୨୫୦୦ ମୃତଦେହ
ମଧ୍ୟପ୍ରଦେଶ : କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଦୈନିକ ମୃତ୍ୟୁ ସଂଖ୍ୟା ବି ବଢ଼ିଚାଲିଛି। କିନ୍ତୁ ରାଜ୍ୟ ସରକାର ମୃତ୍ୟୁ ସଂଖ୍ୟା ଲୁଚାଉଥିବା ଏବେ ଧୀରେ ଧୀରେ ସାମ୍ନାକୁ ଆସୁଛି। କେବଳ ଭୋପାଳର ଗତ ଏପ୍ରିଲ ମାସର ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। ମାସକ ମଧ୍ୟରେ!-->…
Read More...
Read More...