Browsing Category

ଦେଶ

ସୁଶିଲ୍ ଚନ୍ଦ୍ର ପରବର୍ତୀ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ର ଦେଶର ପରବର୍ତୀ ମୁଖ୍ୟ ନିର୍ବାଚନ କମିଶନ (ସିଇସି) ହେବେ । ନିର୍ବାଚନ ଆୟୋଗରେ ସବୁଠୁ ବରିଷ୍ଠ ଆୟୁକ୍ତଙ୍କୁ ସିଇସି ଭାବେ ନିଯୁକ୍ତ କରିବାର ପରମ୍ପରା ରହି ଆସିଥିବାରୁ ମୁଖ୍ୟ ନିର୍ବାଚନ କମିଶନ ଭାବେ ସୁଶୀଲ ଚନ୍ଦ୍ରଙ୍କ ନାମକୁ କେନ୍ଦ୍ର
Read More...

ଦେଶରେ ୧ଲକ୍ଷ ୬୮ ହଜାର ଆକ୍ରାନ୍ତ, ୯୦୪ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦିନକୁ ଦନ ଭୟଙ୍କର ହେବାରେ ଲାଗିଛି । ଗତ ୨୪ ଘଂଟାରେ ଦେଶରେ ୧ଲକ୍ଷ ୬୮ ହଜାର ୯୧୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଏବେ ମୋଟ୍ ୧କୋଟି ୩୫ଲକ୍ଷ ୨୭ହଜାର ୭୧୭ରେ ପହଞ୍ଚିଛି । ସେହିପରି ଦେଶରେ ଗୋଟିଏ ଦିନରେ ୯୦୪ କରୋନା
Read More...

କୋଭିଡର ଦ୍ୱିତୀୟ ଟିକା ନେବାପରେ ଆସିଲା ପଜିଟିଭ ରିପୋର୍ଟ

ଗାନ୍ଧୀନଗର: କାମ କଲାନାହିଁ କୋଭିଡ ଟିକା। ଟିକା ନେବାପରେ ବି ବାହାରିଲା ପଜିଟିଭ। ଏବେ ଗୃହାବଦ୍ଧ ରହିଛନ୍ତି ବ୍ୟକ୍ତିଜଣକ। ସେ ହେଉଛନ୍ତି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ। ଏହିଭଳି ଏକ ଘଟଣା ଲୋକଲୋଚନକୁ ଆସିଛି ଗୁଜରାଟ ରାଜଧାନୀ ଗାନ୍ଧୀନଗରର ଦେହଗାମ୍‍ ତାଲୁକାରେ।ଦେଶରେ କୋଭିଡ
Read More...

ପଶ୍ଚିମବଙ୍ଗ ନିର୍ବାଚନ – କୁଚ୍‍ବିହାରରେ ୭୨ ଘଣ୍ଟିଆ ପ୍ରବେଶ କଟକଣା

ପଶ୍ଚିମବଙ୍ଗର ହିଂସାଗ୍ରସ୍ତ କୁଚ୍‍ବିହାର ଜିଲ୍ଲାରେ ଆଗାମୀ ୭୨ ଘଣ୍ଟା ପାଇଁ ରାଜନେତାମାନଙ୍କ ପ୍ରବେଶ ଉପରେ ନିର୍ବାଚନ କମିଶନ କଟକଣା ଜାରି କରିଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଏଭଳି କଟକଣା ଜାରି କରାଯାଇଛି। ପ୍ରଥମେ ୪୮ଘଣ୍ଟା ପାଇଁ ଏହି କଟକଣା ଲାଗୁ କରାଯାଇଥିବା ବେଳେ ପରେ
Read More...

ଦିନକରେ ଦେଢ ଲକ୍ଷ ଟପିଲା ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ଓ ମୃତକଙ୍କ ସଂଖ୍ୟା । ଗତକିଛିଦିନ ମଧ୍ୟରେ ୧ ଲକ୍ଷରୁ ଅଧିକ ଦୈନିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ୨୪ ଘଣ୍ଟାରେ ୧ଲକ୍ଷ ୫୨ ହଜାର ୮୭୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା
Read More...

ସୈନ୍ୟ ପ୍ରତ୍ୟାହାର ପାଇଁ ମନା କଲା

ଭାରତ ଏବଂ ଚୀନ ମଧ୍ୟରେ ସୀମାରେ ଉତ୍ତେଜନା ହ୍ରାସ କରିବା ଲାଗି ଉଦ୍ୟମ ଚାଲିଛି। ଏଥିପାଇଁ ଦୁଇ ଦେଶ ମଧ୍ୟରେ ସୈନ୍ୟ ସ୍ତରୀୟ ଆଲୋଚନା ଜାରି ରହିଛି। ପୂର୍ବ ଲଦାଖର କିଛି ସ୍ଥାନରୁ ଚୀନ ଏବଂ ଭାରତ ନିଜ ସୈନ୍ୟଙ୍କୁ ପଛକୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏବେ ପୁଣି ଚୀନ ନିଜର ଅସଲ ରୂପ
Read More...

ସାରା ଦେଶରେ ଆରମ୍ଭ ହେଲା ‘ଟିକା ଉତ୍ସବ’

କରୋନା ମୁକାବିଲା ପାଇଁ ଚାରିଦିନିଆ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ‘ଟିକା ଉତ୍ସବ’ ଆଜିଠାରୁ ସାରା ଦେଶରେ ଆରମ୍ଭ ହୋଇଛି। ଏହି ଗଣ ଟିକାକରଣ ଉତ୍ସବ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଗତ ଗୁରୁବାର ଦିନ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ସମୟରେ ଗଣ ଟିକାଦାନ କାର୍ଯ୍ୟକ୍ରମ ଟିକା
Read More...

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା : ୫ ମୃତ

କୋଲ୍କାତା: ପଶ୍ଚିମବଙ୍ଗର କୁଚ୍ ବିହାର ଜିଲ୍ଲା ଅନ୍ତର୍ଗତ ଶୀତଲକୁଚି ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ ବେଳେ ଆଜି ବିଜେପି-ତୃଣମୁଳ କଂଗ୍ରେସ କର୍ମୀଙ୍କ ମଧ୍ୟରେ ହିଂସା କାଣ୍ଡ ଘଟି ୫ଜଣଙ୍କର ମୃତୁ୍ୟ ଘଟିଛି । ଭୋଟ ଦେବା ପାଇଁ ଧାଡିରେ ଛିଡା ହୋଇଥିବା ଆନନ୍ଦ ବର୍ମନ୍ ନାମକ ଜଣେ ଯୁବକଙ୍କୁ
Read More...

ବୀମା ଟଙ୍କା ପାଇଁ ସ୍ୱାମୀଙ୍କୁ ଜୀବନ୍ତ ପୋଡି ମାରିଲେ ମହିଳା

କୋଏମ୍ବାଟୁର : ତାମିଲନାଡୁର ଜଣେ ମହିଳା ତାଙ୍କ ସ୍ବାମୀଙ୍କର ୩.୫ କୋଟି ବୀମା ଟଙ୍କା ପାଇବା ପାଇଁ ସ୍ୱାମୀଙ୍କୁ ଜୀଅଁନ୍ତା ପୋଡି ମାରି ହତ୍ୟା କରିଥିବା ଜଣାପଡିଛି। ଏକ ଅଭାବନୀୟ ଘଟଣା କ୍ରମରେ ତାମିଲନାଡୁର ଜଣେ ୫୭ ବର୍ଷ ବୟସ୍କା ମହିଳା ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ମିଶି ନିଜର ୬୨
Read More...

ଆଜି ଚେନ୍ନଇ ସୁପରକିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ମୁକାବିଲା

ମୁମ୍ବଇ : ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ ୩ଥର ଚମ୍ପିଆନ ଆଖ୍ୟା ଅର୍ଜନ କରିଥିବା ଚେନ୍ନଇ ସୁପରକିଙ୍ଗ୍‌ସ ଆଜି ମୁମ୍ବଇର ୱାଙ୍ଖେଡେ ଷ୍ଟାଡ଼ିୟମରେ ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ସିଜିନର ଦ୍ବିତୀୟ ମ୍ୟାଚ ଦୁଇ ୱିକେଟକିପର ବ୍ୟାଟ୍‌ସମ୍ୟାନଙ୍କ ନେତୃତ୍ବରେ
Read More...