Browsing Category

ଦେଶ

ଦେଶରେ ଦିନକରେ ୧ ଲକ୍ଷ ୪୫ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଗତକିଛି ଦିନ ତୁଳନାରେ ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସପ୍ତାହରେ ଲଗାତାର ଏକ ଲକ୍ଷରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି। ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୪୫ ହଜାର ୩୮୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା
Read More...

ଚଢ଼ାଉ ସମୟରେ ଥାନା ଅଧିକାରୀଙ୍କୁ ହତ୍ୟା

ବିହାରର କିଶନଗଞ୍ଜ ଅଞ୍ଚଳରେ ଏକ ଛାତିଥରା ଘଟଣା ସାମ୍ମାକୁ ଆସିଛି। ଏଠାରେ ଚଢ଼ାଉ ପାଇଁ ଯାଇଥିବା ଜଣେ ଥାନା ଅଧିକାରୀଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଏହି ପୁଲିସ ଅଧିକାରୀ ଜଣକ ଭିଡ ହିଂସାର ଶିକାର ହୋଇଥିବା କୁହାଯାଉଛି। ସୂଚନା ଅନୁସାରେ, କିଶନଗଞ୍ଜ ଟାଉନ ଥାନା ଅଧିକାରୀ ଅଶ୍ଵିନୀ
Read More...

ମହାରାଷ୍ଟ୍ରରେ ସପ୍ତାହନ୍ତ ଲକଡାଉନ

ମୁମ୍ବଇ : ଦେଶରେ କରୋନା ୨ୟ ତରଙ୍ଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କରୋନାର ନୂଆ ପଜିଟିଭ ଓ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇ ଦେଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ ସହରମାନଙ୍କରେ ନାଇଟ କର୍ଫ୍ୟୁ ଓ ସମ୍ପୂର୍ଣ୍ଣ ରାଜ୍ୟରେ
Read More...

ମୋହନ ଭାଗବତ କରୋନା ସଂକ୍ରମିତ

ନାଗପୁର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାଙ୍କଠାରେ କରୋନା ପଜିଟିଭ ଥିବା ଜଣାପଡିଛି। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଏକ ହସପିଟାଲରେ ଭର୍ତ୍ତି କରାଯାଇଛି। ଶୁକ୍ରବାର
Read More...

ବୟସ୍କମାନେ ମୁକ୍ତ ଭାବରେ ନିଜ ଧର୍ମ ବାଛିପାରିବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୟସ୍କମାନେ ମୁକ୍ତ ଭାବରେ ନିଜ ଧର୍ମ ବାଛିପାରିବେ। ଏଭଳି ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏହା ସହିତ ଧର୍ମ ପରିବର୍ତ୍ତନକୁ ଯାଞ୍ଚ କରିବା ଲାଗି କଠୋର ଆଇନ ଆଣିବା ପାଇଁ ଦାବି କରି ବିଜେପି ନେତା ଅଶ୍ଵିନୀ ଉପାଧ୍ୟାୟଙ୍କ ପକ୍ଷରୁ ଦାୟର ହୋଇଥିବା ଏକ
Read More...

ପଶ୍ଚିମବଙ୍ଗରେ ମତଦାନ ବେଳେ ହିଂସା; ୪ ମୃତ

କଲକାତା: ପଶ୍ଚିମବଙ୍ଗରେ ଶନିବାର ୪ର୍ଥ ପର୍ଯ୍ୟାୟ ମତଦାନ ସମୟରେ ଅନେକ ସ୍ଥାନରେ ହିଂସାକାଣ୍ଡ ଘଟିଛି। କୁଚବିହାରର ସିତାଲକୁଚୀରେ ବିଜେପି ଏବଂ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। କୁଇକ ରେସ୍‌ପନ୍ସ ଟିମ୍‌ (କ୍ୟୁଆରଟି) ମତଦାନ କେନ୍ଦ୍ର ନିକଟରେ ପାଟ୍ରୋଲିଂ କରୁଥିବା
Read More...

ଜାମ୍ମୁ କାଶ୍ମୀରରେ ୭ ଆତଙ୍କବାଦୀ ନିପାତ

ଶ୍ରୀନଗର: ଶୁକ୍ରବାର ଦିନ ଜାମ୍ମୁ କାଶ୍ୱୀରର ଶୋପିଆନ ଏବଂ ତ୍ରାଲ ଅଞ୍ଚଳରେ ପୃଥକ ପୃଥକ ଘଟଣାରେ ୭ଜଣ ଆତଙ୍କବାଦୀଙ୍କର ପ୍ରାଣହାନି ଘଟିଛି। ସେମାନଙ୍କ ମଧ୍ୟରେ ଅଲ୍‍ କାଏଦା ପ୍ରୋତ୍ସାହିତ ଆତଙ୍କିଗୋଷ୍ଠୀ ଅନସର ଘଜୱତ-ଉଲ-ହିନ୍ଦର ମୁଖ୍ୟ ଇମତିୟାଜ ଶାହ ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି।
Read More...

ଋଷର ସ୍ପୁଟ୍ନିକ୍-ଭି ଟିକାକୁ ଅନୁମତି ଦେଇପାରନ୍ତି ସରକାର

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଦେଶରେ କାୟା ବିସ୍ତାର କରିଚାଲିଥିଲା ବେଳେ କେନ୍ଦ୍ର ସରକାର ଋଷ୍ରେ ନିର୍ମିତ କରୋନା ଟିକା ସ୍ପୁଟନିକ ଭି (ସ୍ପୁଟନିକ୍ ଭି)କୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବା ନେଇ ଗୁରୁତ୍ୱର ସହକାରେ ବିଚାରବିମର୍ଷ କରୁଥିବା ଜଣାଯାଇଛି । ଆଗାମୀ ୧୦ ଦିନ
Read More...

ହୋଟେଲରୁ ଗୀତ ଗାଇବେ ଇଣ୍ଡିଆନ୍‍ ଆଇଡଲ୍‍ ପ୍ରତିଯୋଗୀ ପୱନଦୀପ

ମୁମ୍ବଇ: ସୋନୀ ଟିଭିରେ ପ୍ରସାରିତ ଇଣ୍ଡିଆନ୍‍ ଆଇଡଲ୍‍ ପ୍ରତିଯୋଗୀ ପୱନଦୀପ ରାଜନ୍‍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏବେ ସେ ମୁମ୍ବଇସ୍ଥିତ ଏକ ହୋଟେଲରେ କ୍ୱାରେଣ୍ଟାଇନରେ ଅଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ପୱନଙ୍କ ପ୍ରଶଂସକମାନେ ଦୁଃଖ ପ୍ରକାଶ କରିବା ସହ ତାଙ୍କର ଆଶୁ ଆରୋଗ୍ୟ
Read More...

ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ୩୭ ଡାକ୍ତର କରୋନା ପଜିଟିଭ

ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବା ଦେଖାଯାଉଛି। ଏହାସହ ଦିଲ୍ଲୀର ଗଙ୍ଗାରାମ ନାମକ ଏକ ହସ୍ପିଟାଲରୁ ୩୭ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨ ଜଣ ହୋମ ଆଇସୋଲେସନରେ ରହିଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ
Read More...