Browsing Category

ଦେଶ

ଇସ୍ତଫା ଦେଲେ ମହାରାଷ୍ଟ୍ରର ଗୃହମନ୍ତ୍ରୀ

ମୁମ୍ବାଇ: ଶେଷରେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ୍ ଦେଶମୁଖ ଆଜି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ଉଧବ ଠାକେରେ ଗ୍ରହଣ କରିନେବା ପାଇଁ ରାଜ୍ୟପାଳଙ୍କୁ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି । ଆଜି ତାଙ୍କ ବିରୋଧରେ ଆସିଥିବା ୧୦୦ କୋଟି
Read More...

ରେକର୍ଡ ଭାଙ୍ଗିଲା ସଂକ୍ରମଣ

ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଦେଶରେ ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଆଜି ଦିନକରେ ୧,୦୩,୫୫୮ ଆକ୍ରାନ୍ତ ହୋଇଛନ୍ତି । ଯାହାକି ଗତବର୍ଷକ ମଧ୍ୟରେ ସର୍ବାଧିକ । ସୂଚନାଯୋଗ୍ୟ ଯେ, ୨୦୨୦ ସେପ୍ଟେମ୍ବର ମାସ ୧୭ ତାରିଖ ଦିନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୯୭,୮୯୪
Read More...

ମହାରାଷ୍ଟ୍ରରେ ସପ୍ତାହନ୍ତ ଲକ୍ଡାଉନ୍

ମୁମ୍ବାଇ: ମହାରାଷ୍ଟ୍ରରେ କରୋନାଭାଇରସ୍ର ନୂଆ ସଂକ୍ରମଣ ମାମଲା ଅତି ଉଦ୍ବେଜନକ ଭାବେ ବଢୁଥିବାରୁ ଆଜି ସରକାର କେତେକ କଠୋର କଟକଣା ଘୋଷଣା କରିଛନ୍ତି । ତେବେ ରାଜ୍ୟବ୍ୟାପୀ ସମ୍ପୂର୍ଣ୍ଣ ଲକ୍ଡାଉନ୍ ହେବନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ରବିବାର ଦିନ ଏ ବାବଦରେ କ୍ୟାବିନେଟ୍ର ଏକ
Read More...

ଏପ୍ରିଲ ୭ରେ ‘ପରୀକ୍ଷା ପେ ଚର୍ଚ୍ଚା- ୨୦୨୧’

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୭ ତାରିଖ ସନ୍ଧ୍ୟା ୭ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ବିଶ୍ୱବ୍ୟାପୀ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହିତ “ପରୀକ୍ଷା ପେ ଚର୍ଚ୍ଚା- ୨୦୨୧” କାର୍ୟ୍ୟକ୍ରମରେ ଆଲୋଚନା କରିବେ ।ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି,
Read More...

ହସ୍ପିଟାଲରେ ଭର୍ତ୍ତି ହେଲେ ଅକ୍ଷୟ କୁମାର

ମୁମ୍ବଇ : ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ଆଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତ ୨ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। କରୋନା ପଜିଟିଭ ନେଇ ଅକ୍ଷୟ ନିଜେ ସୋସିଆଲ ମିଡିଆରେ ଜଣାଇଥିଲେ। କୋଭିଡ ଚିହ୍ନଟ ପରେ ସେ ଘରେ ରହି ଥିବା ବେଳେ ଆଜି ଡାକ୍ତରଙ୍କ ପରାମର୍ଶ କ୍ରମରେ
Read More...

ରାଫେଲ ଡିଲ୍‌ରେ ହୋଇଛି ୮.୫ କୋଟିର ଲାଞ୍ଚ କାରବାର

ନୂଆଦିଲ୍ଲୀ: ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ରାଫେଲ ଯୁଦ୍ଧ ବିମାନ କାରବାରରେ ପୁଣି ଥରେ ଦୁର୍ନୀତିର ଗନ୍ଧ ସାମ୍ନାକୁ ଆସିଛି। ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଡିଲ୍‌ ପାଇଁ ଫ୍ରାନ୍ସର ରାଫେଲ ଯୁଦ୍ଧ ବିମାନ ନିର୍ମାତା କମ୍ପାନୀ ଡାସଲ୍‌ଟକୁ ଭାରତର ଜଣେ ମଧ୍ୟସ୍ଥଙ୍କୁ ୮ କୋଟି ୫୦ ଲକ୍ଷ ଟଙ୍କାର
Read More...

ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦେଶ

ମୁମ୍ବଇ: ମୁମ୍ବଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କ ଅଭିଯୋଗ ଉପରେ ବମ୍ବେ ହାଇକୋର୍ଟ ସୋମବାର ଏକ ବଡ଼ ଆଦେଶ ଦେଇଛନ୍ତି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ସିବିସିଆଇ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଏହା ସହିତ ଆସନ୍ତା ୧୫ ଦିନ ମଧ୍ୟରେ ତଦନ୍ତ
Read More...

ଆସାମ ଓ ପଶ୍ଚିମବଙ୍ଗରେ ପ୍ରଚାର ଜୋରଦାର

ଆସାମ ଓ ପଶ୍ଚିମବଙ୍ଗରେ ଆସନ୍ତା ମଙ୍ଗଳବାର ଦିନ ତୃତୀୟ ପର୍ଯ୍ୟାୟ ଭୋଟ୍‍ ଗ୍ରହଣ ହେବ। ଭୋଟ୍‍ଦାତାମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଜୋରସୋରରେ ପ୍ରଚାର ଚଳାଇଛନ୍ତି। ବିଜେପି ନେତା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ
Read More...

ମହିଳାଙ୍କୁ ଏକାଥରକେ ୨ ଡୋଜ ଟୀକା

କାନପୁର : ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁରରେ। କାନପୁର ଦେହାତ ଜିଲ୍ଲାର ଆକବରପୁର ଅଂଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ପ୍ରତିଷେଧକ ଟିକା ଦେଉଥିବା ଜଣେ ନର୍ସ ଫୋନରେ କଥା ହେବାରେ ଏତେ ମସଗୁଲ ଥିଲେ ଯେ ସେ ଭୁଲିଗଲେ ଯେ ତାଙ୍କ ସାମ୍ନାରେ ବସିଥିବା ୫୦ ବର୍ଷୀୟ ମହିଳା
Read More...

ଚାଲିବ ଆହୁରି ୪ଟି ବିଶେଷ ଟ୍ରେନ

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଆହୁରି ୪ଟି ବିଶେଷ ଟ୍ରେନ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ଗ୍ରହଣ କରିଛି। ଏହି ଟ୍ରେନ୍ ଗୁଡିକ ହେଉଛି ପୁରୀ-ମୁମ୍ବାଇ ଏଲଟିଟି, ପୁରୀ-ଗାନ୍ଧୀଧାମ, ମୁଜାଫରପୁର-ଯଶୋବନ୍ତପୁର ଏବଂ ଜସିଡିହ-ତାମ୍ବରମ ୦୨୧୪୫/୦୨୧୪୬ ମୁମ୍ବାଇ ଏଲଟିଟି-
Read More...