Browsing Category

ଦେଶ

ସଂସଦର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆଜିଠାରୁ

ନୂଆଦିଲ୍ଲୀ : ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତାକାଲିଠାରୁ ଆରମ୍ଭ ହେବ । ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ସମୁଦାୟ ୧୭ଟି କାର୍ଯ୍ୟ ଦିବସ ରହିବ । ଏହା ଆସନ୍ତା ମାସ ଅର୍ଥାତ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏକ ମାସର ବ୍ୟବଧାନ ପରେ ବଜେଟ୍ ଅଧିବେଶନ ପୁଣି ଆରମ୍ଭ
Read More...

୨୦୨୪ ନିର୍ବାଚନ : ୪୫ରୁ ଅଧିକ ବିଶାଳ ରାଲି କରିବେ ମୋଦୀ

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଏକ ସ୍ୱତନ୍ତ୍ର ପ୍ରଚାର ଅଭିଯାନ ଆରମ୍ଭ କରିବାପାଇଁ ନିଷ୍ପତ୍ତି ନେଇଛି । ୨୦୧୯ ଲୋକସଭା ନିର୍ବାଚନରେ ଦଳ ହାରିଥିବା ୧୬୦ ଟି ଲୋକସଭା ଆସନ ପାଇଁ ବିଜେପି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ଏହି ନିର୍ବାଚନମଣ୍ଡଳୀ
Read More...

ପୁଣି ଆସିବ କି ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା!

ନୂଆଦିଲ୍ଲୀ : ଆମେରିକାରେ ପୁଣି ଆର୍ଥିକ ସଂକଟର ସଂକେତ ଦେଖାଦେଇଛି । ଆମେରିକାର ୧୬ତମ ବୃହତ୍ତମ ବ୍ୟାଙ୍କ ସିଲିକନ୍ ଭ୍ୟାଲି ବ୍ୟାଙ୍କ (ଏସଭିବି )କୁ ବନ୍ଦ କରିବା ଘଟଣା ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି । ଏହା ସମଗ୍ର ବିଶ୍ୱ ଅର୍ଥନୀତିକୁ କବଳିତ କରିବାର ଆଶଙ୍କା ବଢିଯାଇଛି । ଏହି
Read More...

ଅଗ୍ନିବୀରଙ୍କ ଲାଗି ବିଏସଫରେ ସ୍ଥାନ ସଂରକ୍ଷଣ

ନୂଆଦିଲ୍ଲୀ : ଅଗ୍ନିବୀର ଚାକିରି କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁ ସୁବିଧା ଦିଆଯାଇଥିଲା ବେଳେ ଏହା ନିର୍ଦ୍ଧିଷ୍ଟ ସମୟସୀମା ଲାଗି ହୋଇଥିବାରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସେବା ନିବୃତ ଅଗ୍ନିବୀରମାନଙ୍କ ପାଇଁ ବିଏସଫରେ ଚାକିରି ଲାଗି ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଲାଗୁ
Read More...

ଭାରତୀୟ ସେନାକୁ ମିଳିବ ଜେଟ ପ୍ୟାକ ସୁଟ୍

ନୂଆଦିଲ୍ଲୀ : ଭାରତୀୟ ସେନାକୁ ଖୁବଶୀଘ୍ର ଜେଟ ପ୍ୟାକ ସୁଟ୍ ମିଳିବ । ଏହି ସୁଟ୍ ରେ ଏକ ଛୋଟ ତଥା ଶକ୍ତିଶାଳୀ ଇଞ୍ଜିନ ରହିଛି । ଫଳରେ ଏହାକୁ ବ୍ୟବହାର କରି ଜଣେ ବ୍ୟକ୍ତି ବେଶ୍ କିଛିସମୟ ଧରି ଆକାଶରେ ଉଡି ପାରିବ । ଅନ୍ତର୍ଜାତୀୟ ସୀମାରେ ଥିବା ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ ଥିବା ସେନା
Read More...

ତ୍ରିପୁରା, ନାଗାଲାଣ୍ଡରେ ବିଜେପି, ମେଘାଳୟରେ ଝୁଲା

ନୂଆଦିଲ୍ଲୀ: ତିନି ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ଭୋଟ ଗଣତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମିଳିଥିବା ରିପୋର୍ଟ ଅନୁସାରେ ତ୍ରିପୁରାରେ ବିଜେପି ପୁଣି କ୍ଷମତାକୁ ଫେରିବ । ସେହିପରି ନାଗାଲାଣ୍ଡରେ ବି ବିଜେପି ସରକାର ଗଢିବ । ମାତ୍ର ମେଘାଳୟରେ ଏବେ
Read More...

ସୁପ୍ରିମକୋର୍ଟର ନୂତନ ବିଚାରପତି ଭାବେ ୯ ଜଣ ପାଇବେ ନିଯୁକ୍ତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ୯ଜଣ ନୂତନ ବିଚାରପତି ନିଯୁକ୍ତ ହେବେ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ କଲେଜିୟମ ସୁପାରିଶ କରିଥିବା ସମସ୍ତ ୯ ଜଣଙ୍କ ନାମକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ଫଳରେ ଉକ୍ତ ୯ ଜଣ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହେବା ପଥ
Read More...

ପୁଣି ୨୫ଟଙ୍କା ବଢ଼ିଲା ରନ୍ଧନ ଗ୍ୟାସ

ନୂଆଦିଲ୍ଲୀ: ପୁଣି ବଢିଲା ରିହାତି ଯୁକ୍ତ ରନ୍ଧନ ଗ୍ୟାସ । ତୈଳ କମ୍ପାନି ଗୁଡିକ ରିହାତି ଯୁକ୍ତ ଗ୍ୟାସ ସିଲିଣ୍ଡରର ଦାମ ୨୫ ଟଙ୍କା ବୃଦ୍ଧି କରିଛନ୍ତି । ଏହା ପୂର୍ବରୁ ଜୁଲାଇ ମାସରେ ବି ଗ୍ୟାସ ସିଲିଣ୍ଡରର ଦାମ ୨୫.୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଏବେ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି
Read More...

ଜଷ୍ଟିସ୍ ବିଭି ନାଗରତନା ହୋଇପାରନ୍ତି ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଜଷ୍ଟିସ ବିଭି ନାଗରତନା୨୦୨୭ରେ ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାର ସୌଭାଗ୍ୟ ଅର୍ଜନ କରିପାରନ୍ତି । ଜଷ୍ଟିସ ନାଗରତନା କର୍ଣ୍ଣାଟକ ହାଇକୋର୍ଟରେ ଏବେ ବିଚାରପତି ଅଛନ୍ତି । ସେ ସୁପିମକୋର୍ଟର ପୂର୍ବ ମୁଖ୍ୟ ବିଚାରପତି ଜଷ୍ଟିସ ଇଏମ ଭେଙ୍କଟରମେୟାଙ୍କ କନ୍ୟା ।
Read More...

ଏଣିକି ଝିଅ ଦେଇପାରିବେ ଏନଡିଏ ପରୀକ୍ଷା

ନୂଆଦିଲ୍ଲୀ: ଏଣିକି ଝିଅମାନେ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ପ୍ରବେଶୀକା ପରୀକ୍ଷା ଦେଇପାରିବେ ବୋଲି ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏନଡିଏ ପରୀକ୍ଷାରେ ଝିଅଙ୍କୁ ସାମିଲ୍ କରାଯାଉ ବୋଲି କୁଶ କଲରା ଦାୟର କରିଥିବା ଏକ ପିଟିସନ ଶୁଣାଣୀ କରି ସର୍ବୋଚ
Read More...