Browsing Category

ଦେଶ

ଭାରତ ୩-୧ରେ ସିରିଜ ବିଜୟୀ

ଅହମ୍ମଦାବାଦ : ଚତୁର୍ଥ ଟେଷ୍ଟରେ ଭାରତ ଇନିଂସ୍‌ ବିଜୟୀ ହୋଇଛି। ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ପରାସ୍ତ କରି ଭାରତ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୩-୧ରେ ବିଜୟୀ। ଅକ୍ଷର ପଟେଲ୍‌ ଓ ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ଚମତ୍କାର ବୋଲିଂ ବଳରେ ଭାରତ ଏହି ଚିତାକର୍ଷକ ବିଜୟ ହାସଲ
Read More...

ଦେଶରେ୧୮ ହଜାର ଟପିଲା ପଜିଟିଭ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି। କିଛି ଦିନ ତୁଳନାରେ ଆଜି ସଂକ୍ରମିତଙ୍କ ସଂଖ୍ୟା ୧୮ ହଜାର ଟପିଛି। ୨୪ ଘଣ୍ଟାରେ ଆଉ ୧୮,୩୨୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭ ସଂଖ୍ୟା ସଂଖ୍ୟା୧,୧୧,୯୨,୦୮୮କୁ ବୃଦ୍ଧି
Read More...

୧୨ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ

ମୁମ୍ବାଇ: ଦିବଗଂତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ମାମଲା ସହ ଜଡିତ ଡ୍ରଗ୍ସ କୋଣର ତଦନ୍ତ କରି ତାଙ୍କର ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତୀଙ୍କ ସମେତ ୩୩ ଜଣଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଛି ନାର୍କୋଟିକ୍ସ କଂଟ୍ରୋଲ୍ ବ୍ୟୁରୋ (ଏନ୍ସିବି) । ମାର୍ଚ୍ଚ ୫ ତାରିଖରେ
Read More...

ପଶ୍ଚିମବଙ୍ଗ ଓ ଆସାମର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଳୀ : ପଶ୍ଚିମବଙ୍ଗ ଓ ଆସାମର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ଜାରି ହୋଇଛି। ଏହି ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୪ଟି ଜିଲ୍ଲାରେ ଅବସ୍ଥିତ ୩୦ଟି ଆସନରେ ଏପ୍ରିଲ୍‍ ପହିଲାରେ ଭୋଟ୍‍ ଗ୍ରହଣ ହେବ। ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ୧୨ ତାରିଖ ରହିଛି। ୧୫
Read More...

ଦେଶରେ୧୬,୮୩୮ ନୂଆ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ତୁଳନାରେ ସାମାନ୍ୟ ହ୍ରାସ ପାଇଛି। ଆଉ ୧୬,୮୩୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭଙ୍କ ସଂଖ୍ୟା ୧,୧୧,୭୩,୭୬୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୧୩ ଆକ୍ରାନ୍ତଙ୍କ ମୃତ୍ୟୁ
Read More...

ଏଥର ନନ୍ଦିଗ୍ରାମରୁ ଲଢିବେ ମମତା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନର୍ବାଚନକୁ ଦୃଷ୍ଟିରେ ରଖି ଶୁକ୍ରବାର ତୃଣମୂଳ କଂଗ୍ରେସ ୨୯୪ ବିଧାନସଭା ଆସନରୁ ୨୯୧ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳ କେବଳ ୨୯୧ ଆସନ ପାଇଁ ହିଁ ନିର୍ବାଚନ ଲଢିବ। ବାକି ୩ ଆସନରେ ସହଯୋଗୀ ନିର୍ବାଚନ ଲଢିବେ। ଶୁକ୍ରବାରକୁ ଟିଏମ୍‌ସସି
Read More...

ସ୍ୱଦେଶୀ କରୋନା ଟିକା କୋଭାକ୍ସିନ ୮୧ % ଫଳପ୍ରଦ

ନୂଆଦିଲ୍ଲୀ: ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର) ଏବଂ ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ (ବିବିଆଇଏଲ୍)ର ମିଳିତ ସହଯୋଗରେ ବିକଶିତ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣରୁ ଅତି ଉତ୍ତମ ସଫଳତା ମିଳିଛି । ଏହା କୋଭିଡ୍-୧୯ ନିରାକରଣ କ୍ଷେତ୍ରରେ ୮୧ ଶତାଂଶ
Read More...

ଏଣିକି ୨୪ଘଣ୍ଟା ଟିକାକରଣ

ନୂଆଦିଲ୍ଲୀ: ଏଣିକି ସରକାରୀ ଓ ଘରୋଇ ହସ୍ପିଟାଲଗୁଡିକରେ ଦିନ ଓ ରାତି ୨୪ଘଣ୍ଟା କରୋନା ଟିକାକରଣ ପ୍ରକ୍ରିୟା ଚାଲିବ। ହିତାଧିକାରୀମାନେ ନିଜ ସୁବିଧା ଅନୁଯାୟୀ ହସ୍ପିଟାଲକୁ ଆସି ଟିକା ନେଇପାରିବେ। ଏ ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ବୁଧବାର ଟୁଇଟ୍‌ କରି
Read More...

ଝାଡଖଣ୍ଡର ପଶ୍ଚିମ ସିଂହଭୂମର ଜଙ୍ଗଲରେ ଆଇଇଡି ବିସ୍ଫୋରଣ ; ୨ ଯବାନ ଶହୀଦ , ୩ ଆହତ

ଝାଡଖଣ୍ଡ : ଝାଡଖଣ୍ଡର ପଶ୍ଚିମ ସିଂହଭୂମର ହୋୟାତୁ ଗାଁର ଜଙ୍ଗଲରେ ଗୁରୁବାର ଆଇଇଡି ବିସ୍ଫୋରଣ ଘଟିଥିବା ନେଇ ଖବର ମିଳିଛି। ଏଥିରେ ୨ ଯବାନ ଶହୀଦ ହୋଇଥିବା ବେଳେ ୩ ଯବାନ ଆହତ ହୋଇଛନ୍ତି। ବିସ୍ଫୋରଣ ସକାଳ ୮ଟା୪୫ରେ ଘଟିଛି। ଶହୀଦ ୨ ଯବାନ ଝାଡଖଣ୍ଡ ରାଜ୍ୟ ପୁଲିସର ବୋଲି ଜଣାପଡିଛି। ଏହାସହ ୩
Read More...

ହରିୟାଣାରେ ଦୁଇ ଛାତ୍ରଙ୍କୁ ଗୁଳି କରି ହତ୍ୟା

ହରିୟାଣାରେ ସ୍ପଷ୍ଟ ଦିବାଲୋକରେ ଦୁଇ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୋନୀପତ୍‌ର ମୋହାନା ଅଞ୍ଚଳରେ ୮ନମ୍ବର ଡ୍ରେନ ନିକଟରେ ଗୁରୁବାର ସକାଳେ ଏହି ହତ୍ୟାକାଣ୍ଡ ଘଟିଛି। ଆକ୍ରମଣରେ ଜଣେ ଛାତ୍ର ଘଟଣାସ୍ଥଳରେ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣେ ହସ୍ପିଟାଲରେ ଆଖି ବୁଜିଛନ୍ତି। ପୁଲିସ
Read More...