Browsing Category

ଦେଶ

ଟିକା ନେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଦେଶରେ କରୋନା ମୁକାବିଲା ପାଇଁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆର୍ମି ରିସର୍ଚ୍ଚ ଏବଂ ରିଫରଲ ହସ୍ପିଟାଲକୁ ଆସି କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି । ରାଷ୍ଟ୍ରପତି ଟିକା ନେବାପରେ କହିଛନ୍ତି, ଭାରତରେ ସବୁଠୁ ବଡ଼ ଟିକାକରଣ ଚାଲିଛି । ଏହା ଗର୍ବର ବିଷୟ । ଦୁଇଟି ଯାକ
Read More...

ସେନାଅଧିକାରୀଙ୍କ ଆତ୍ମହତ୍ୟା

ଜାମ୍ମୁ: ଜାମ୍ମୁ-କାଶ୍ମୀରର ଶ୍ରୀନଗର ଅନ୍ତର୍ଗତ ଖାନମୋହ ଅଞ୍ଚଳରେ ଜଣେ ସେନା ଅଧିକାରୀ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି । ମୃତ ସେନା ଅଧିକାରୀ ହେଉଛନ୍ତିଲ୍ୟୁଟ୍ନାଂଟ କଲୋନେଲ୍ ସୁଦୀପ ଭଗତ । ଅଧିକାରୀଙ୍କ ସୂଚନା ଅନୁସାରେ, ସେନାର ଡିପୋରେ ମୁତୟନ ହୋଇଥିବା ଲ୍ୟୁଟନାଂଟ କଲୋନାଲ୍
Read More...

ଜରୁରୀକାଳୀନ ପରିସ୍ଥିତି ଜାରି ଥିଲା ଭୁଲ୍ ନିଷ୍ପତ୍ତି: ରାହୁଲ୍

ନୂଆଦିଲ୍ଲୀ : ୧୯୭୫ ମସିହାରେ କଂଗ୍ରେସ ଦେଶରେ ଜାରି କରିଥିବା ଜରୁରୀକାଳୀନ ପରିସ୍ଥିତି ଥିଲା ଏକ ଭୁଲ୍ ନିଷ୍ପତ୍ତି ଥିଲା । କିନ୍ତୁ ଦଳ କେବେ ଭାରତର ସାମ୍ବିଧାନିକ ବ୍ୟବସ୍ଥାକୁ ଅକ୍ତିଆର କରିବାକୁ ଉଦ୍ୟମ କରି ନ ଥିଲା ବୋଲି ରାହୁଳ ଗାନ୍ଧୀ କହିଛନ୍ତି । ଜେଜୀମା’ ତଥା ପୂର୍ବତନ
Read More...

ଅନୁରାଗ କଶ୍ୟପ ଓ ତାପସୀ ପନ୍ନୁଙ୍କ ଘରେ ଆୟକର ଚଢ଼ାଉ

ମୁମ୍ବଇ: ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ, ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ନିର୍ଦେଶକ ବିକାଶ ମହଲଙ୍କ ଘରେ ଆୟକର ବିଭାଗ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ଫାଣ୍ଟମ ଫିଲ୍ମ ସହିତ ଜଡ଼ିତ ରହିଛି। ବିକାଶ ବହଲ ଏହି ପ୍ରଡକ୍ସନ ହାଉସର ପ୍ରତିଷ୍ଠାତା ଥିବାବେଳେ ଅନୁରାଗ
Read More...

କରୋନା ମହାମାରୀ ଶେଷ ହେବା ଭାବିବା ଅବାସ୍ତବ: ହୁ

ନୂଆଦିଲ୍ଲୀ: ମହାମାରୀ କରୋନାକୁ ନେଇ ସାରା ବିଶ୍ୱବାସୀ ଭୟ ଓ ଆତଙ୍କ ଭିତରେ ରହିଥିବା ବେଳେ ଚଳିତବର୍ଷ ଶେଷ ସୁଦ୍ଧା କରୋନା ମହାମାରୀ ପୂରା ପୂରି ଭାବେ ପୃଥିବୀରୁ ଶେଷ ହୋଇଯିବ ବୋଲି ଭାବିବା ଅବାସ୍ତବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି । ମାତ୍ର ହଁ ବର୍ତମାନ
Read More...

ଏବର୍ଷ ମାର୍ଚ୍ଚରୁ-ମେ ପ୍ରବଳ ତାତି

ନୁଆଦିଲ୍ଲୀ: ଏବର୍ଷ ଗ୍ରୀଷ୍ମ ପ୍ରଭାବକୁ ନେଇ ପୁର୍ବନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) । ଚଳିତ ବର୍ଷ ମାର୍ଚ୍ଚରୁ ମେ ମାସ ମଧ୍ୟରେ ଉତର, ଉତର ପୁର୍ବ, ପୁର୍ବ ଏବଂ ପଶ୍ଚିମ ଭାରତର କିଛି ଅଞ୍ଚଳରେ ଦିନ ବେଳା ଗ୍ରୀଷ୍ମ ପ୍ରଭାବ ସାଧାରଣରୁ ଅଧିକ ଅନୁଭୁତ ହେବ ବୋଲି ଭାରତୀୟ
Read More...

ବିଶ୍ଵର ୮ମ ଧନୀ ହେଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ଵ ବ୍ୟାପୀ ଅର୍ଥନୀତିକୁ ପ୍ରଭାବିତ କରିଛି। କିନ୍ତୁ ଦୁନିଆର ଅନେକ ଧନୀ ବ୍ୟକ୍ତି ଏହି ସମୟରେ ବେଶ୍‌ ଲାଭବାନ ହୋଇଛନ୍ତି। ହୁରୁନ ଗ୍ଲୋବାଲ ଧନୀ ତାଲିକା-୨୦୨୧ ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମାଲିକ ମୁକେଶ ଅମ୍ବାନୀ ଭାରତର ସବୁଠୁ ଧନୀ ଏବଂ ବିଶ୍ଵର ୮ମ
Read More...

ଦେଶରେ ଦିନକରେ୧୨,୨୮୬ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କିଛି ଦିନରେ ଲଗାତାର ୧୬ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏଥିରେ ହ୍ରାସ ହୋଇଥିବା ଦେଖାଯାଇଛି। ୨୪ ଘଣ୍ଟାରେ ୧୨,୨୮୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭ ସଂଖ୍ୟା ୧,୧୧,୨୪,୫୨୭କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ
Read More...

ଉତ୍ତରପ୍ରଦେଶର କାନପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

କାନପୁର : ଉତ୍ତରପ୍ରଦେଶର କାନପୁରରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଖବର ମିଳିଛି। ଭୋଗନୀପୁର କୋତବାଲୀ ଅନ୍ତର୍ଗତ ମଉଖାସ ଗାଁ ନିକଟରେ ମୁଗଲ ରାସ୍ତାକଡକୁ ଭାରସାମ୍ୟ ହରାଇ ଏକ ଟ୍ରକ ଓଲଟି ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା
Read More...

ପୁଣି ୨୫ ଟଙ୍କା ବଢିଲା ରନ୍ଧନ ଗ୍ୟାସ

ନୂଆଦିଲ୍ଲୀ: ଦେଶରେ ପୁଣି ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଛି । ଆଜିଠାରୁ ଏହି ନୂତନ ବର୍ଦ୍ଧିତ ଦର ଲାଗୁ ହୋଇଛି । ଫଳରେ ରାଜଧାନୀ ଭୁବନେଶ୍ୱରରେ ଏବେ ୧୪.୨ କେଜି ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୪୫ ଟଙ୍କା ୫୦ ପଇସାକୁ ବଦ୍ଧି ପାଇଛି । ଏହା ପୂର୍ବରୁ
Read More...