Browsing Category

ଦେଶ

୪ଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ: ଚାରି ରଜା୍ୟ ଓ ଗୋଟିଏ କେନ୍ଦ୍ରାଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ।
Read More...

ଭାରତ ଫେରିବେ ନିରବ ମୋଦୀ !

ଲଣ୍ଡନ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ରୁ ବହୁକୋଟି ଟଙ୍କାର ଋଣ ଠକି ଇଂଲଣ୍ଡ ପଳାଇଥିବା ବିଶିଷ୍ଟ ହୀରା ବ୍ୟବସାୟୀ ନିରବ ମୋଦୀ ଖୁବ୍‌ଶୀଘ୍ର ଭାରତକୁ ପ୍ରତ୍ୟର୍ପିତ ହେବାକୁ ଯାଉଛନ୍ତି। ନିରବଙ୍କୁ ଭାରତ ପ୍ରତ୍ୟର୍ପଣ ସମ୍ପର୍କରେ ସ୍ଥାନୀୟ ଅଦାଲତ ନିର୍ଦେଶ ଦେଇଛନ୍ତି। ଗୁରୁବାର
Read More...

ଏଲଓସିରେ ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ପୁଣି ସମ୍ମତ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖା(ଏଲ୍‌ଓସି)ରେ ଗୁଳିଗୋଳା ବନ୍ଦ ପାଇଁ ଭାରତ ଓ ପାକିସ୍ତାନ ଗୁରୁବାର ସମ୍ମତ ହୋଇଛନ୍ତି। ଉଭୟ ରାଷ୍ଟ୍ରର ମିଲିଟାରୀ ଅପରେସନର ଡାଇରେକ୍ଟର ଜେନେରାଲ (ଡିଜିଏମ୍‌ଓ)ଙ୍କ ମଧ୍ୟରେ ହୋଇଥିବା ହଟଲାଇନ୍ ଆଲୋଚନାରେ ଏହି ସମ୍ମତି ପ୍ରକାଶ ପାଇଛି। ଉଭୟ
Read More...

ଆଜି ଭାରତ ବାଣିଜ୍ୟ ବନ୍ଦ

ଭୁବନେଶ୍ବର : ଦ୍ରବ୍ୟ ଓ ସେବା କର(ଜିଏସଟି)ରେ ବାରମ୍ବାର ପରିବର୍ତ୍ତନକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟ ସଂଗଠନ ଶୁକ୍ରବାର ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ‘ଭାରତ ବାଣିଜ୍ୟ ବନ୍ଦ’ ଡାକରା ଦେଇଛି। ଏହି ବାଣିଜ୍ୟ ବନ୍ଦକୁ ସର୍ବଭାରତୀୟ ବ୍ୟବସାୟୀ ସଂଗଠନ ଓଡ଼ିଶା ଶାଖା ପକ୍ଷରୁ
Read More...

ଭାରତ ବନ୍ଦ ଆଜି

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ବନ୍ଦ । ଜିଏସଟି, ବର୍ଦ୍ଧିତ ତୈଳ ଦର ଓ ଇ-ୱେ ବିଲ୍ ଆଦି ଏକାଧିକ ପ୍ରସଙ୍ଗ ବିରୋଧରେ ଟ୍ରେଡ ୟୁନିୟନ ପକ୍ଷରୁ ଭାରତବନ୍ଦ ଡାକରା ଦିଆଯାଇଛି । ଓଡିଶା ବ୍ୟବସାୟୀ ମହାସଂଘ ମଧ୍ୟ ଏହି ବନ୍ଦ ଡାକରାକୁ ସମର୍ଥନ କରିଛି । ଏହି କାରଣରୁ ଆସନ୍ତା କାଲି ରାଜ୍ୟରେ ପ୍ରାୟ
Read More...

ପୁଣି ଏଲପିଜି ବଢିଲା ୨୫ ଟଙ୍କା

ନୂଆଦିଲ୍ଲୀ: ଦେଶରେ ତୈଳ କମ୍ପାନୀ ଗୁଡିକ ଆଜି ରନ୍ଧନଗ୍ୟାସ ସିଲିଣ୍ଡର (୧୪.୨କେଜି) ପିଛା ପୁଣି ୨୫ ଟଙ୍କା ବୃଦ୍ଧି କରିଛନ୍ତି । ରନ୍ଧନ ଗ୍ୟାସ ସିଲିଣ୍ଡର ୭୬୯ଟଙ୍କାରୁ ୭୯ଟଙ୍କାକୁ ବୃଦ୍ଧି ପାଇଛି । ଚଳିତ ଫେବୃଆରୀ ମାସରେ ରନ୍ଧନ ଗ୍ୟାସର ଏହା ହେଉଛି ତୃତୀୟ ମୁଲ୍ୟବୃଦ୍ଧି । ପୂର୍ବରୁ ଗତ ୪
Read More...

ମାର୍ଚ୍ଚ ପହିଲାରୁ ବୟସ୍କଙ୍କୁ ମାଗଣା ଟିକା

ନୂଆଦିଲ୍ଲୀ: ଦେଶର କେତେକ ରାଜ୍ୟରେ କରୋନା ଭୁତାଣୁ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆସନ୍ତା ମାର୍ଚ୍ଚ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହେବ । ଏନେଇ କେନ୍ଦ୍ର କ୍ୟାବିନେଟ୍ ଆଜି ଏକ ପ୍ରସ୍ତାବିକକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ମାର୍ଚ୍ଚ ପହିଲାରୁ ୬୦ରୁ ଉଦ୍ଧ୍ୱର୍
Read More...

ବିଜେପି ସାଂସଦଙ୍କୁ ଜେଲରେ ନିର୍ଯାତନା ମାମଲା

ମୁମ୍ବାଇ: ଭୋପାଳ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କୁ ଜେଲରେ ନିର୍ଯାତନା ଦିଆଯିବା ଅଭିଯୋଗ ଉପରେ ମହାରାଷ୍ଟ୍ର ରାଜ୍ୟ ମାନବାଧିକାର କମିସନ ରାଜ୍ୟ ପୁଲିସ୍‌ ମୁଖ୍ୟ, ଡିଜିପିଙ୍କୁ ଆଜି ସମନ କରିଛନ୍ତି। ଅପ୍ରେଲ ୬ ତାରିଖ ପୂର୍ବରୁ କମିସନଙ୍କ ନିକଟରେ ହାଜର ହେବା ପାଇଁ ଜାରି ସମନରେ
Read More...

ଚାମୋଲି ହିମସ୍ଖଳନ, ନିଖୋଜ ୧୩୬ ‘ଆପାତତଃ ମୃତ’

ଡେରାଡୁନ: ଉତ୍ତରାଖଣ୍ଡର ଚାମୋଲି ହିମସ୍ଖଳନ ଇତିମଧ୍ୟରେ ଦୁଇ ସପ୍ତାହରୁ ଅଧିକ ଦିନ ବିତିଥିଲେ ମଧ୍ୟ ପ୍ରାୟ ୧୩୬ ଅଧିକ ଲୋକ ନିଖୋଜ ଅଛନ୍ତି। ସେମାନଙ୍କୁ ଆଉ ଜୀବିତାବସ୍ଥାରେ ସନ୍ଧାନ କରିବା ଆଶା କମ୍‌ ଥିବାରୁ ରାଜ୍ୟ ସରକାର ‘ଆପାତତଃ ମୃତ’ ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
Read More...

ଆଗ୍ରା-ଦିଲ୍ଲୀ ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୭ ମୃତ

ମଥୁରା : ଆଗ୍ରା-ଦିଲ୍ଲୀ ଏକ୍ସପ୍ରେସୱେରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ନେଇ ବୁଧବାର ଖବର ମିଳିଛି। ଟ୍ୟାଙ୍କର ଓ କାର ମଧ୍ୟରେ ଦୁର୍ଘଟଣା ଘଟି ୭ ଜଣଙ୍କ ଜୀବନ ଚାଲି ଯାଇଛି। ଏହି ଦୁର୍ଘଟଣା ୟମୁନା ଏକ୍ସପ୍ରେସୱେରେ ନୌହଝୀଲ ଥାନା ଅନ୍ତର୍ଗତ ଅଞ୍ଚଳରେ ଘଟିଛି। ଦୁର୍ଘଟଣାରେ କାରରେ
Read More...