Browsing Category

ଦେଶ

ପୁଣିଥରେ ମାଆ ହେଲେ କରୀନା

ମୁମ୍ବଇ: ଦ୍ୱିତୀୟ ଥର ପାଇଁ ମାଆ ହେଲେ ବଲିଉଡ଼ ଅଭିନେତ୍ରୀ କରୀନା କପୁର ଖାନ୍‍। ରବିବାର ମୁମ୍ବଇ ସ୍ଥିତ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ସେ ପୁଣି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଘରର ନୂଆ ଅତିଥିକୁ ନେଇ ମାଆ କରୀନା ଓ ବାପା ସୈଫ୍‍ ଅଲୀ ଖାନ୍‍ ବେଶ୍‍ ଉତ୍ସାହିତ ଥିବା ଜଣାପଡ଼ିଛି।
Read More...

ଦେଶରେ ୧୪ ହଜାର ୨୬୪ ଜଣ ନୂଆ ଆକ୍ରାନ୍ତ

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୪ ହଜାର ୨୬୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୧ କୋଟି ୯ ଲକ୍ଷ ୯୧ ହଜାର ୬୫୨ରେ ପହଂଚିଛି। ସେହିପରି ୧୧ ହଜାର ୬୬୭ ଜଣ ସଂକ୍ରମିତ ସୁସ୍ଥ ହେବା ପରେ ମୋଟ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୧ କୋଟି ୬
Read More...

ପୁଣି ଉପର ମୁହାଁ ପେଟ୍ରୋଲ-ଡିଜେଲ୍

ନୂଆଦିଲ୍ଲୀ: ତୈଳ ଦର ଦିନକୁ ଦିନ ତଳକୁ ଖସିବାକୁ ନାଁ ଧରୁନଥିବା ବେଳେ ଦେଶରେ ଲଗାତାର ୧୨ ଦିନ ହେବ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୩୯ ପଇସା ଓ ଡିଜେଲ ୩୭ ପଇସା ବୃଦ୍ଧି ଘଟିଛି । ଫଳରେ ବିଭିନ୍ନ ସହରରେ ପେଟ୍ରୋଲ ଓ ଡିଜେଲ୍ ଦର ସେଞ୍ଚୁରୀ ଟପି ସାରିଲାଣି ।
Read More...

ଦେଶରେ ପୁଣି ସଂକ୍ରମଣ ବୃଦ୍ଧି

ନୂଆଦିଳ୍ଲୀ : ଦେଶରେ କିଛିଦିନ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ହ୍ରାସ ପାଉଥିବା ଦେଖାଦେଇଥିବା ବେଳେ ପୁଣି ଏଥିରେ ବୃଦ୍ଧି ହେଉଥିବା ଦେଖାଯାଉଛି। ଦେଶରେ ଦିନକରେ ୧୩,୯୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭ ସଂଖ୍ୟା ୧,୦୯,୭୭,୩୮୭କୁ ବୃଦ୍ଧି ପାଇଛି।
Read More...

କୃଷି ଆଇନ ପ୍ରତ୍ୟାହାର ଦାବିରେ ରେଳରୋକ୍

କଟକ: କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଚାଷୀମାନଙ୍କୁ ସର୍ବନାଶ କରିବା ପାଇଁ ଆଣିଥିବା ଅନ୍ୟାୟ କୃଷି ଆଇନ ଯଥା ଚୁକ୍ତି ଚାଷ ଆଇନ ୨୦୨୦, ୧୯୫୫ ମସିହାର ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ୨୦୨୦ ଓ ଘରୋଇ ମଣ୍ଡି ଆଇନ ବାତିଲ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା କିଷାନ ଦ୍ୱାରା ଅହୂତ
Read More...

୨୬ରେ ବ୍ୟବସାୟୀ ମହାସଂଘର ଭାରତ ବନ୍ଦ

ଭୁବନେଶ୍ୱର: ବିବାଦୀୟ ଜିଏସଟି ବ୍ୟବସ୍ଥା ଓ ଜିଏସଟି ଅଧିକାରୀଙ୍କ ଏକଚଟିଆ ମନୋଭାବକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ବା ସିଏଆଇଟି ଚଳିତ ମାସ ୨୬ ତାରିଖରେ ଭାରତବନ୍ଦ ଡାକରା ଦେଇଛି । ସିଏଆଇଟି ସୂଚନା ଦେଇଛି କି ଏହି ଭାରତବନ୍ଦକୁ ଦେଶର ୪୦ ହଜାରରୁ ଅଧିକ ବ୍ୟବସାୟିକ ସଂସ୍ଥା
Read More...

ପୁଣି ବଢୁଛି ସଂକ୍ରମଣ !

ନୂଆଦିଲ୍ଲୀ: ଦେଶରେ ଚିହ୍ନଟ ୧୩,୧୯୩ ଜଣ କୋଭିଡ-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛି ଯାହା ଗତକାଲି ରେକର୍ଡ କରାଯାଇଥିବା ସଂକ୍ରମଣସଂଖ୍ୟା ଠାରୁ ୨.୪% ଅଧିକ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଂଟା ମଧ୍ୟରେ ୧୩.୧୯୩
Read More...

ଓଡିଶାକୁ ୪ ସପ୍ତାହ ମହଲତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି କୋଟିଆ ମାମଲାର ଶୁଣାଣି ହୋଇଛି । ଆନ୍ଧ୍ର ସରକାର ଦାଖଲ କରିଥିବା ସତ୍ୟପାଠର ଜବାବ ଦାଖଲ ପାଇଁ ଓଡିଶା ସରକାରଙ୍କୁ ସୁପ୍ରିମକୋର୍ଟର ବିଚାରପତି ଏଏସ୍ଖାନ୍ ୱେଲ୍କର ଓ ଦିନେଶ ମହେଶ୍ୱରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ୪ ସପ୍ତାହ ମହଲତ ଦେଇଛନ୍ତ । ସୂଚନାଯୋଗ୍ୟ ,
Read More...

ଶ୍ରୀଜୀଉଙ୍କ ଦର୍ଶନ କଲେ କଙ୍ଗନା ରାଣାୱତ

ହିନ୍ଦୀ ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାଣାୱତ ଆଜି ସକାଳେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ଗତ ରାତିରେ ସେ ପୁରୀରେ ପହଞ୍ଚିଥିଲେ। ଆଜି ସକାଳେ ସେ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ଦାରୁବ୍ରହ୍ମଙ୍କୁ ଦର୍ଶନ କରିବା ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବୁଲି ଦେଖିଛନ୍ତି। ସମୁଦ୍ରକୂଳ
Read More...

ଶୋପିଆଁରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ

ଶ୍ରୀନଗର : ଦକ୍ଷିଣ କାଶ୍ମୀରର ଶୋପିଆଁ ଜିଲା ଅନ୍ତର୍ଗତ ବଡିଗାମ୍‍ ଗାଁରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ନେଇ ଶୁକ୍ରବାର ଖବର ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହାସହ ଜଣେ ପୁଲିସ ଏସପିଓ ସହିଦ, ଜଣେ ଯବାନ ଆହତ
Read More...