Browsing Category

ଦେଶ

ଟିକାକରଣ ପରେ ଦେଶରେ ୨୭ ଜଣଙ୍କ ମୃତ୍ୟୁ, ୨୧ ସୁସ୍ଥ

ଦେଶରେ ଆଜି ସକାଳ ସୁଦ୍ଧା ୮୨ ଲକ୍ଷ ୬୩ ହଜାର ୮୫୮ ଜଣ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧାଙ୍କୁ କୋଭିଡ ଟିକାକରଣ କରାଯାଇଥିବା ବେଳେ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୭୦ ପ୍ରତିଶତ ଟିକାକରଣ ହୋଇଥିବା ଜଣାପଡିଛି। ଇତି ମଧ୍ୟରେ କୋଭିଡ ଟିକା ଦିଆଯିବା ପରେ ପାର୍ଶ୍ୱ
Read More...

ପୁଲ୍‌ଓ୍ଵାମା ଆକ୍ରମଣର ୨ୟ ବାର୍ଷିକୀରେ ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ପୁଲ୍‌ଓ୍ଵାମା ଆକ୍ରମଣ ଘଟଣାର ଦ୍ୱିତୀୟ ବାର୍ଷିକୀ ଅବସରରେ ସହିଦ ହୋଇଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ୍‌ ବଳର (ସିଆର୍‌ପିଏଫ୍‌) ଯବାନମାନଙ୍କ ଉଦ୍ଦେଶ୍ୟରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟ ମନ୍ତ୍ରୀ ଓ ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଟୁଇଟ୍‌
Read More...

ମୋଦୀଙ୍କ ଦିନିକିଆ ତାମିଲନାଡୁ ଓ କେରଳ ଗସ୍ତ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁ ଓ କେରଳକୁ ଦିନିକିଆ ଗସ୍ତରେ ଯାଉଛନ୍ତି। ସେ ଉଭୟ ରାଜ୍ୟରେ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‍ଘାଟନ କରିବେ। ଶ୍ରୀ ମୋଦୀ ୩ହଜାର ୭୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଚେନ୍ନଇ ମେଟ୍ରୋ ରେଳ ପ୍ରକଳ୍ପର
Read More...

ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୩ ମୃତ, ୪ ଗୁରୁତର

କୁର୍ଣ୍ଣୁଲ: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲା ସ୍ଥିତ ମଦାରପୁର ଗାଁ ନିକଟରେ ରବିବାର ଏକ ବସ୍‍ ଓ ଟ୍ରକ୍‍ ମଧ୍ୟରେ ଧକ୍କା ହେବା ଫଳରେ ୮ ମହିଳା ଓ ଜଣେ ଶିଶୁ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହିତ ୪ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସ୍ଥାନୀୟ ପୁଲିସର
Read More...

୨୯ ଦିନରେ ୮୨ ଲକ୍ଷ ୬୩ ହଜାର ୮୫୮ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ

ଦେଶରେ କୋଭିଡ୍‍ ପ୍ରତିଷେଧକ ଟିକାକରଣ ଦ୍ରୁତ ଗତିରେ ଆଗେଇ ଚାଲିଛି। ଦେଶରେ ଏପର୍ଯ୍ୟନ୍ତ ୮୨ ଲକ୍ଷ ୬୩ ହଜାର ୮୫୮ ଜଣ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧାଙ୍କୁ ଏହି ଟିକାକରଣ କରାଯାଇଛି। ଟିକାକରଣ ଘୋଷଣା ହେବାର ମାତ୍ର ୨୯ ଦିନ ମଧ୍ୟରେ ଏହି ୧ ଲକ୍ଷ ୬୯ ହଜାର ୨୧୫ଟି ସେସନରେ ଟିକାକରଣ
Read More...

ଠିକ୍ ସମୟରେ ଜାମ୍ମୁକାଶ୍ମୀରକୁ ମିଳିବ ରାଜ୍ୟମାନ୍ୟତା : ଶାହ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ ଆଜି ଲୋକସଭାରେ ପାରିତ ହୋଇଛି । ବିଲ୍ ପାରିତ ପୂର୍ବରୁ ଜମ୍ମୁ-କାଶ୍ମୀର ବିଷୟରେ ଗୃହରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ବିରୋଧୀ ମଧ୍ୟ ଅନେକ ପ୍ରଶ୍ନ ଉଠାଇଥିଲେ । ଧାରା ୩୭୦ ହଟାଇବା ପରେ ରାଜ୍ୟର ଅବସ୍ଥା ଉପରେ ପ୍ରଶ୍ନ କରାଯିବା
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ଟ୍ରକ-କାର ଧକ୍କା , ୬ ମୃତ

ଉତ୍ତରପ୍ରଦେଶର କନୌଜ ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଶନିବାର ଜଣାପଡ଼ିଛି। ଲକ୍ଷେ୍ନø-ଆଗ୍ରା ଏକ୍ସପ୍ରେସୱେରେ ଘଟିଥିବା ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି
Read More...

ତାମିଲନାଡ଼ୁ ବାଣ କାରଖାନାରେ ଅଗ୍ନିକାଣ୍ଡ; ୧୧ମୃତ

ନୂଆଦିଲ୍ଲୀ: ତାମିଲନାଡୁର ବିରୁଦ୍ଧୁନଗରରେ ଶୁକ୍ରାବାର ଏକ ବାଣ କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୦ରୁ ଊର୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଏଥିରେ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘରୋଇ କାରଖାନାଟି ସାଥୁର ନିକଟସ୍ଥ ଅଚାନଗୁଲାମ ଅଞ୍ଚଳରେ ରହିଛି।
Read More...

ମହିଳାଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗ

ଲିଙ୍ଗଗତ ସମାନତା ସରକାରଙ୍କର ମୁଖ୍ୟ ପ୍ରତିବଦ୍ଧତା : ରବିଶଙ୍କର ନୂଆଦିଲ୍ଲୀ: ଲିଙ୍ଗଗତ ସାମ୍ୟତା ହେଉଛି ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ପ୍ରତିବଦ୍ଧତା ବୋଲି ଆଜି ରାଜ୍ୟସଭାରେ କେନ୍ଦ୍ର ଆଇନ୍ ଓ ନ୍ୟାୟ, ଯୋଗାଯୋଗ ଏବଂ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ
Read More...

ଚୀନକୁ ଇଞ୍ଚେ ଜାଗା ଛାଡିବନି ଭାରତ

ନୂଆଦିଲ୍ଲୀ: ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ସୈନ୍ୟ ଅପସାରଣ ସଂକ୍ରାନ୍ତ ରିପୋର୍ଟ ଆସୁଥିବା ବେଳେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲଦାଖର ସାମ୍ପ୍ରତିକ ପରିସ୍ଥିତି ଉପରେ ରାଜ୍ୟସଭାରେ ଏକ ବିବୃତି ଦେଇଛନ୍ତି । ଭାରତୀୟ ସୈନିକମାନଙ୍କୁ ପ୍ରଶଂସା କରି ପ୍ରତିରକ୍ଷା ମନ୍ତ୍ରୀ
Read More...