ପାଞ୍ଚ ମାସର ଶିଶୁକୁ ଦିଆଯିବ ୧୬କୋଟି ଟଙ୍କାର ଇନଜେକସନ
ନୂଆଦିଲ୍ଲୀ: ପାଞ୍ଚ ମାସର ଜଣେ ଶିଶୁ ମୁମ୍ବାଇ ହସ୍ପିଟାଲରେ ଜୀବନମରଣ ସହ ସଂଘର୍ଷ କରୁଛି। ଶିଶୁଟିର ଜୀବନ ବଞ୍ଚାଇବା ପାଇଁ ଦୁନିଆର ସବୁଠାରୁ ମହଙ୍ଗା ଇନଜେକସନ ଦିଆଯିବ। ତୀରା କାମତ ନାମକ ଶିଶୁକୁ ଏସଏମଏ-ଟାଇପ ୧ ରୋଗ ହୋଇଛି। ଏହି ରୋଗର ଚିକିତ୍ସା ପାଇଁ ଆମେରିକାରୁ ଆସୁଥିବା ଇନଜେକସନ!-->…
Read More...
Read More...