Browsing Category

ଦେଶ

ବ୍ୟାଙ୍କ୍‌ ଏସ୍‌ଏମ୍‌ଏସ୍‌ ଜଣାଏ ପୁଅ ଜୀବିତ

ନିଜ ଦୁନିଆରେ ମସଗୁଲ୍ ଥିବା ଆମ ଭଳି ସ୍ବାର୍ଥୀ ମଣିଷ ଅନ୍ୟର କଷ୍ଟକୁ ବୁଝିନଥାଉ। ଜୀବନ ସଂଗ୍ରାମରେ କିଏ, କ’ଣ କରୁଛି, ଜାଣିଲେ ସାଧାରଣ ଲୋକ ଆଖିରେ ମଧ୍ୟ ଲୁହ ଆସିଯିବ। ୨୦୧୯ ଅକ୍ଟୋବରର ଏଇ ଘଟଣାଟି, ଜମ୍ମୁର ଜଣେ ସାମ୍ବାଦିକଙ୍କ ଦୃଷ୍ଟିକୁ ଖବରଟି ଆସିବା ପରେ ସେ ନ୍ୟୁଜ୍ ପୋର୍ଟାଲ୍‌ରେ
Read More...

ବଜେଟ-୨୦୨୧-୨୨: ରେଳବାଇ ପାଇଁ ୧.୧୦ ଲକ୍ଷ କୋଟି

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ କେନ୍ଦ୍ର ବଜେଟ-୨୦୨୧-୨୨ ଉପସ୍ଥାପନ କରୁଛନ୍ତି। କରୋନା ଭଳି କଠିନ ପରିସ୍ଥିତିରେ ସେ ଏହି ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟରେ ରେଳବାଇ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।
Read More...

ଜୟ ଶାହା ଏସିସି ଅଧ୍ୟକ୍ଷ ଭାବେ ନିର୍ବାଚିତ

ନୂଆଦିଲ୍ଲୀ : ବିସିସିଆଇ ସମ୍ପାଦକ ଜୟ ଶାହାଙ୍କୁ ଆଉ ଏକ ନୂତନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି। ସେ ଏସୀୟ କ୍ରିକେଟ ପରିଷଦ (ଏସିସି) ଅଧ୍ୟକ୍ଷ ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି। ୩୬ ବର୍ଷ ବୟସ୍କ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ନାଜ୍‌ମୁଲ ହାସନ୍‌ ପାପୋନଙ୍କ
Read More...

ଘରକୁ ଫେରିଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ୨ୟ ଥର ଆଞ୍ଜିଓପ୍ଲାଷ୍ଟି ହେବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିସିସିଆଇ ଅଧ୍ୟକ୍ଷ ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ସେ ଏବେ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ଛାତିରେ ଯନ୍ତ୍ରଣା ହେବାରୁ ଗତ ୨୭ ତାରିଖରେ ତାଙ୍କୁ ଚିକିତ୍ସା ପାଇଁ କଲକାତାର
Read More...

ଫେବୃୟାରୀ ୧ରୁ ଖୋଲିବ ସିନେମା ହଲ୍

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଗତବର୍ଷ ସାରା ଦେଶରେ ଲକଡାଉନ ଲାଗୁ ହେବା ସାଙ୍ଗକୁ ସତର୍କତା ଦୃଷ୍ଟିରୁ ଦେଶବ୍ୟାପୀ ସିନେମା ହଲ୍‌ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦେଶାବଳୀ ଜାରି କରାଯାଇଥିଲା। କରୋନା ସ୍ଥିତିରେ ସୁଧାର ଆସିବା ପରେ କିଛି ରାଜ୍ୟର ସରକାର ସିନେମା ହଲ୍‌ ଖୋଲିବା ଉପରେ
Read More...

ଦେଶରେ ଦିନକରେ ୧୩,୦୫୨ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଳୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଲଗାତାର ହ୍ରାସ ହେଉଛି। ଦିନକରେ ଦେଶରେ ୧୩,୦୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭଙ୍କ ସଂଖ୍ୟା ୧,୦୭,୪୬,୧୮୩କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୨୭ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ସହ ମୋଟ
Read More...

ତ୍ରିରଙ୍ଗାର ଅପମାନ ଦେଖି ଦୁଃଖୀ ହେଲା ଦେଶ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗତ ଗଣତନ୍ତ୍ର ଦିବସ ଦିନ ଟ୍ରାକ୍ଟର ରାଲି ସମୟରେ ଚାଷୀମାନେ ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିବା ସହିତ ଦିଲ୍ଲୀର ଲାଲକିଲାରେ ଚଢ଼ି ତ୍ରିରଙ୍ଗା ପତାକାକୁ ହଟାଇ ଧାର୍ମିକ ପତାକା ଉଡ଼ାଇଥିଲେ। ଏହାଫଳରେ ତ୍ରିରଙ୍ଗାକୁ ଯେଉଁଭଳି ଅପମାନିତ କରାଗଲା ସେଥିରେ ଦେଶ ଦୁଃଖୀ ହେଲା ବୋଲି
Read More...

ମନକି ବାତରେ ଭାଗ୍ୟଶ୍ରୀଙ୍କ ପ୍ରତିଭାକୁ ପ୍ରଶଂସା

ରାଉରକେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନକି ବାତ କାର୍ଯ୍ୟକ୍ରମରେ ରାଉରକେଲାର ଅନନ୍ୟ ପ୍ରତିଭା ପଟ୍ଟଚିତ୍ର ଶିଳ୍ପା ଭାଗ୍ୟଶ୍ରୀଙ୍କୁ ପ୍ରଶଂସା କରିଛନ୍ତି। ଏହି ଖବର ମିଳିବା ପରେ ଭାଗ୍ୟଶ୍ରୀଙ୍କ ଘରେ ଗଣମାଧ୍ୟମ ଓ ଶୁଭେଚ୍ଛାର ସୁଅ ଛୁଟିଛି । ଏ ନେଇ ଭାଗ୍ୟଶ୍ରୀଙ୍କ ଘରେ ଊତ୍ସବର
Read More...

କରୋନା ସଂକ୍ରମଣକୁ ବର୍ଷେ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ଆଜି ୧ ବର୍ଷ ପୁରିଛି । ଗତ ବର୍ଷ ଜାନୁଆରୀ ୩୦ ତାରିଖ ଦିନ ଦେଶରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ଚୀନ୍ର ଉହାନ୍ରୁ ଫେରିଥିବା କେରଳର ଜଣେ ଛାତ୍ରୀ କରୋନା ସଂକ୍ରମିତ ଥିବା ନମୁନା ପରୀକ୍ଷାରୁ ଜଣାପଡିôଥଲା ।
Read More...

ଆମେରିକାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ଭଙ୍ଗାରୁଜା

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶର କେନ୍ଦ୍ରୀୟ ପାର୍କରେ ଥିବା ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତିକୁ ଅଜ୍ଞାନ୍ତ ଦୁର୍ବୃତମାନେ ଭଙ୍ଗାରୁଜା କରିବା ସହ ବଇଠିରୁ (ବେସ୍) ଉଠାଇ ଦେଇଛନ୍ତି । ଆମେରିକାରେ ଗତକିଛି ମାସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା । ଏହି
Read More...