Browsing Category

ଦେଶ

ସୋସିଆଲ ମିଡିଆର ଆପବ୍ୟବହାର କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ପାଟନା: ସୋସିଆଲ ମିଡିଆର ଅପବ୍ୟବହାର କଲେ ଏଣିକି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ନେଇ ବିହାର ସରକାର କଡ଼ା ଚେତାବନୀ ଦେଇଛନ୍ତି। ସୋସିଆଲ ମିଡିଆ ଯଥା ଫେସବୁକ, ଟ୍ୱିଟର, ହ୍ବାଟସ୍ ଆପ୍ ଏବଂ ଟେଲିଗ୍ରାମ ଆଦିରେ ସରକାରୀ ମନ୍ତ୍ରୀ, ସାଂସଦ, ବିଧାୟକ କିମ୍ବା ସରକାରୀ କର୍ମଚାରୀଙ୍କ ବିରୋଧରେ
Read More...

ମେ ମାସରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ- ସୋନିଆ

ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସର କାର୍ଯ୍ୟକାରିଣୀ(ସିଡବ୍ଲ୍ୟୁସି) ବୈଠକ ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ମେ’ ମାସରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ହେବା ନେଇ ଏହି ବୈଠକରେ ସୋନିଆ ଗାନ୍ଧୀ ଘୋଷଣା କରିଥିବା ଜଣାପଡ଼ିଛି। ଚଳିତବର୍ଷ ବିଧାନସଭା ନିର୍ବାଚନ
Read More...

ଟ୍ରକରେ ବିସ୍ଫୋରଣ ; ୮ ମୃତ

କର୍ଣ୍ଣାଟକ : କର୍ଣ୍ଣାଟକର ଶିବମୋଗା ଜିଲାରେ ଗୁରୁବାର ବିଳମ୍ବିତ ରାତିରେ ବିସ୍ଫୋରକ ଯାଉଥିବା ଟ୍ରକରେ ବିସ୍ଫୋରଣ ହେବାରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କିଛି ଆହତ ମଧ୍ୟ ହୋଇଛନ୍ତି। ମାତ୍ର କେତେ ଜଣ ଆହତ ହୋଇଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ବିସ୍ଫୋରଣ ଫଳରେ
Read More...

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୫୪୫

ନୂଆଦିଲ୍ଲୀ : ଦେଶରେ କରୋନା ପଜିଟିଭଙ୍କ ସଂଖ୍ୟା କିଛି ଦିନ ହେବ ଲଗାତାର ହ୍ରାସ ପାଇବାରେ ଲାଗିଛି। ଦେଶରେ ୨୪ ଘଣ୍ଟାରେ ୧୪,୫୪୫ ନୂଆ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ପଜିଟିଭ ସଂଖ୍ୟା ୧,୦୬,୨୫, ୪୨୮କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୬୩ ଆକ୍ରାନ୍ତଙ୍କ
Read More...

ଦେଖାଦେଲେ ଚୀନର ସବୁଠୁ ଧନୀ ଜ୍ୟାକ ମ‌ା

ବେଜିିଂ: ଦୁଇ ମାସରୁ ଅଧିକ ସମୟ ନିଖୋଜ ରହିବା ପରେ ଚୀନର ସବୁଠୁ ଧନୀ ବ୍ୟବସାୟୀ ଜ୍ୟାକ୍ ମା’ଙ୍କର ଆବିର୍ଭାବ ଘଟିଛି। ବୁଧବାର ସେ ଅନ୍‌ଲାଇନ୍‌ରେ ଆତ୍ମପ୍ରକାଶ କରିଛନ୍ତି। ଏକ ସ୍ଥାନୀୟ ବ୍ଲଗ୍‌ରେ ସେ ଦେଖାଦେବା ସହ ନିଜର ବାର୍ତ୍ତା ପ୍ରକାଶ କରିଛନ୍ତି। ସେ ଲାଇଭ୍‌ ଷ୍ଟ୍ରମ୍‌ରେ କିଛି
Read More...

ଆସାମରେ ୧୦୦୦ ଡୋଜ୍ ‘କୋଭିସିଲ୍ଡ’ଟିକା ନଷ୍ଟ

ସିଲ୍ଚର୍: ଆସାମର କାଛାର ଜିଲ୍ଲାସ୍ଥିତ ସିଲ୍ଚର୍ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲରେ (ଏସ୍ଏମ୍ସିଏଚ୍) ପ୍ରାୟ ୧୦୦୦ ଡୋଜ୍ ‘କୋଭିସିଲ୍ଡ’ ଟିକା ନଷ୍ଟ ହୋଇଯାଇଛି । ‘ଏସ୍ଏମ୍ସିଏଚ୍’ର ଭ୍ୟାକ୍ସିନ୍ ଷ୍ଟୋର୍ ୟୁନିଟ୍ରେ ଏହି ଟିକା ଜମାଟ ବାନ୍ଧି ଯାଇଛି । ୧୦୦୦ ଡୋଜ୍ ଥିବା ପ୍ରାୟ ୧୦୦ ଶିଶି
Read More...

ରାଜ୍ୟସଭାରେ ବଢ଼ୁଛି ଆଚଂଳିକ ଭାଷାର ଗୁରୁତ୍ୱ

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଂଚଳିକ ଭାଷାରେ ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରିବା ସିହତ ବିତର୍କରେ ଭାଗ ନେବାପାଇଁ ସାଂସଦମାନଙ୍କ ଭିତରେ ଆଗ୍ରହ ବଢ଼ୁଛି । ୨୦୧୮ ମସିହାଠାରୁ ଏହି ଆଗ୍ରହ ଅଧିକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟସଭା ସଚିବାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ
Read More...

ଓଡିଆ ଅଫିସର ସେନା ଉପମୁଖ୍ୟ

ନୂଆଦିଲ୍ଲୀ: ଓଡିଆ ଅଫିସର ତଥା ଲେପ୍ଟନାଂଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ଭାରତୀୟ ସେନା ବାହୀନିର ଉପମୁଖ୍ୟ ହେବେ । ଆସନ୍ତା ୧ତାରିଖରୁ ସେ ନୂତନ ଦାୟିତ୍ୱ ଗ୍ରହଣ କରିବେ । ବର୍ତମାନର ସେନା ଉପମୁଖ୍ୟ ଲେପ୍ଟନାଂଟ ଜେନେରାଲ ଏସ.କେ ସାଇନ୍ ଆସନ୍ତା ୩୧ ତାରିଖ ଦିନ ଅବସରର ଗ୍ରହଣ କରିବେ ।
Read More...

ଆନ୍ଧ୍ରରେ ସର୍ବାଧିକ ୧୮ ହଜାର ୪୧୨ ଜଣ ନେଲେ ଟିକା

ହାଇଦ୍ରାବାଦ: କରୋନା ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୧୮ ହଜାର ୪୧୨ ଜଣ ହିତାଧିକାରୀ ଟିକା ନେଇଛନ୍ତି । ୩୩୨ଟି ଟିକାକରଣ କେନ୍ଦ୍ରରେ ଏହି ପ୍ରତିଷେଧକ ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା
Read More...

ଫାଇଜର ଟିକା ନେଇ ନରୱେରେ ୨୩ ମୃତ

ଓସ୍‌ଲୋ: ଫାଇଜର ଟିକା ନେଇଥିବା ୟୁରୋପୀୟ ରାଷ୍ଟ୍ର ନରୱେର ୨୩ ବରିଷ୍ଠ ନାଗରିକଙ୍କର ଦିନକ ମଧ୍ୟରେ ମୃତ୍ୟୁ ଘଟିଛି। ଏମାନେ ପ୍ରଥମ ଦଫା ଟିକା ନେବାର କିଛି ସମୟ ମଧ୍ୟରେ ଗୁରୁତର ଅସୁସ୍ଥ ହୋଇପଡ଼ିବା ସହ ପ୍ରାଣ ହରାଇଛନ୍ତି। ପାର୍ଶ୍ବପ୍ରତିକ୍ରିୟା ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା
Read More...