Browsing Category

ଦେଶ

୮ଟି ନୂଆ ଟ୍ରେନ୍‌ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ୧୦ଟା ୩୦ମିନିଟ୍‍ ସମୟରେ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଅହମ୍ମଦାବାଦ୍‍ ମେଟ୍ରୋ ରେଳ ପ୍ରୋଜେକ୍ଟ ଫେଜ-୨ ଏବଂ ସୁରତ୍‍ ମେଟ୍ରେ ରେଳ ପ୍ରୋଜେକ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।ଦେଶର ବିଭିନ୍ନ ସ୍ଥାନରୁ ଗୁଜରାଟର କେଓ୍ଵଡ଼ିଆକୁ ସଂଯୋଗ
Read More...

୭୩ତମ ସେନା ପ୍ରତିଷ୍ଠା ଦିବସରେ ବେଜିଂକୁ ସେନା ମୁଖ୍ୟଙ୍କ ଚେତାବନୀ

ନୂଆଦିଲ୍ଳୀ: ଭାରତ ଚୀନ୍ ସୀମା ବିବାଦ ମଧ୍ୟରେ ଚୀନ୍ କଡା ଚେତାବନୀ ଦେଇଛନ୍ତି ସେନାମୁଖ୍ୟ ଏମଏମ ନରଭଣେ । କେହି ବି ଭାରତର ଧୈର୍ଯ୍ୟର ପରୀକ୍ଷା ନନିଅନ୍ତୁ ବୋଲି ସିଧାସଳଖ କହିଛନ୍ତି ସେନାମୁଖ୍ୟ । କେବଳ ଏତିକି ନୁହେଁ ଗଲୱାନ ଘାଟୀ ଘଟଣାକୁ ମନେପକାଇ ନରଭଣେ କହିଛନ୍ତି ଯେ, ଯବାନଭ୍କ
Read More...

ବୋବଡେଙ୍କୁ ଶିଖ୍ ସଂଗଠନର ଧମକ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ପ୍ରସଙ୍ଗରେ କୃଷକ ମାନେ ସରକାରଙ୍କୁ ଟାର୍ଗେଟ୍ କରୁଥିବା ବେଳେ ଆନ୍ତର୍ଜାତିକ ଶିଖ୍ ସଂଗଠନ ଶିଖ୍ ଫର ଜଷ୍ଟିସ୍ (ଏସ୍ ଏଫ ଜେ) ଏନେଇ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ୍. ଏ ବୋବଡେଙ୍କୁ ଧମକ ଦେଇଛନ୍ତି । ଏହି ଧମକରେ ଶିଖ୍ ଫର ଜଷ୍ଟିସ୍ ପ୍ରଧାନବିିଚାରପତିଙ୍କ
Read More...

ବିଟ୍କଏନ୍ରେ ୧୮୦୦ କୋଟିର ମାଲିକ ପାସ୍ୱାର୍ଡ ଭୁଲି ଗୋଟିଏ ଟଙ୍କା ପାଇଲେନି

ନୂଆଦିଲ୍ଲୀ: ବିଟ୍କଏନରେ ଅର୍ଥ ନିବେଶ କରି କୋଟିପତି ହୋଇଥିବା ଜଣେ ବ୍ୟକ୍ତି ଏବେ ଫକଡରାମ୍ । ଷ୍ଟେଫାନ ଥମାସ ନାମକ ଏହି ବ୍ୟକ୍ତି ନିଜ ପାସ୍ୱାର୍ଡ ଭୁଲି ଯିବାରୁ ଟଙ୍କାଟିଏ ପାଇପାରି ନାହାନ୍ତି । ଥମାସ୍ ୭୦୦୨ଟି ବିଟ୍କଏନ୍ର ମାଲିକ ଥିଲେ । ଗୋଟିଏ ବିଟ୍କଏନ୍ର ମୂଲ୍ୟ ଭାରତୀୟ ମୁଦ୍ରାରେ ୨୫
Read More...

ତୃତୀୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା

ନୂଆଦିଲ୍ଲୀ : ତୃତୀୟ ପର୍ଯ୍ୟାୟ  ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଆସନ୍ତାକାଲି ଦେଶର ୬୦୦ ଜିଲ୍ଲାରେ ଆରମ୍ଭ ହେବ। ଦକ୍ଷତା ବିକାଶ ଓ ଉଦ୍ୟୋଗୀ ପ୍ରତିଭା ବିକାଶ ମନ୍ତ୍ରଣାଳୟ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଛି। ଏହି ପର୍ଯ୍ୟାୟରେ କୋଭିଡ୍‍ ସମ୍ବନ୍ଧୀୟ ଦକ୍ଷତା ଉପରେ ଧ୍ୟାନ
Read More...

ପୁଣେରୁ ଦେଶର ୧୩ଟି ସ୍ଥାନକୁ ଆସୁଛି କୋଭିସିଲ୍ଡ

ନୂଆଦିଲ୍ଲୀ: ସାରା ଦେଶରେ ୧୬ରୁ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ ଆଜି ଦେଶର ୧୩ଟି ସ୍ଥାନରେ ପହଂଚିବ କୋଭିସିଲ୍ଡ ଟିକା । ଏହି ସମସ୍ତ ଟିକାକୁ ୮ଟି ବିମାନ ଜରିଆରେ ଦେଶର ୧୩ଟି ସ୍ଥାନକୁ ଆସୁଛି । ଏସବି ଲଜିଷ୍ଟିକ୍ସର ଏମଡି ସନ୍ଦୀପ ଭୋସଲେଙ୍କ ଅନୁଯାୟୀ ପ୍ରଥମ ବିମାନ
Read More...

ଟିମ୍ ଇଣ୍ଡିଆର କଡା ଜବାବ୍ : ସିଡନୀ ଟେଷ୍ଟ ‘ଡ୍ର’

ସିଡନୀ: ଟିମ୍ ଇଣ୍ଡିଆର କ୍ରିକେଟୀୟର ମାନଙ୍କ ପ୍ରତି ଅଷ୍ଟେ୍ରଲିଆ ଦର୍ଶକଙ୍କର ବାରମ୍ବାର ବର୍ଣ୍ଣ ବୌଷମ୍ୟ ତାତ୍ସଲ୍ୟ ପରେ ଭାରତ ଆଜି ଏହାର କଡା ଜବାବ ଦେଇ ସିଡନୀ ଟେଷ୍ଟକୁ ଅମିମାଂସିତ ରଖିବାରେ ସମର୍ଥ ହୋଇଛି । ଏକ ପ୍ରକାର ଆଶଙ୍କା ଥିବା ବେେଳେ ଭାରତୀୟ କ୍ରିକେଟିୟରଙ୍କ ଋଷଭ ପନ୍ତ,
Read More...

ଦିଲ୍ଲୀରେ ‘ବାର୍ଡ ଫ୍ଲୁ’ : ସଞ୍ଜୟ ଲେକ୍ ପାର୍କ’ରେ ପକ୍ଷୀ ହତ୍ୟା

ନୂଆଦିଲ୍ଲୀ: ଦିଳ୍ଲୀରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହେବା ପରେ ସତର୍କତାମୂଳକ ପଦକ୍ଷେପସ୍ୱରୂପ,ଆଜି ଠାରୁ ସଞ୍ଜୟ ଲେକ ପାର୍କରେ ଗଣପକ୍ଷୀ ସଂହାର ଆରମ୍ଭ ହୋଇଛି । ଏହାଛଡା, ଏହି ଲେକ୍କୁ ଆଲର୍ଟ ଜୋନ୍’ ଭାବେ ଘୋଷଣା କରାଯାଇଛି । ମୟୁର ବିହାର ଫେଜ୍ ୩ରୁ ଚାରିଟି ଏବଂ ସଞ୍ଜୟ ଲେକ୍ରୁ
Read More...

ଟିକାକରଣ ଅଭିଯାନରେ ସାମିଲ ହେବେ ୨୩ ବିଭାଗ

ନୂଆଦିଲ୍ଲୀ: ଆସନ୍ତା ୧୬ ତାରିଖରୁ ଦେଶରେ ଆରମ୍ଭ ହେଉଥିବା ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନର କେନ୍ଦ୍ର ସରକାରଙ୍କର ଅନୂ୍ୟନ ୨୩ଟି ସାମିଲ ହେବେ । ଏହି ଅଭିଯାନର ଅବାଧ ପରିଚାଳନା ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ନିର୍ଦେଶନାରେ ଅନ୍ୟ ୨୩ଟି ସରକାରୀ ବିଭାଗ କାମ କରିବେ ।
Read More...

ପଶ୍ଚିମବଙ୍ଗରେ ମିଳିବ ମାଗଣା ଟିକା

କୋଲକାତା: ପଶ୍ଚିମବଙ୍ଗ ବାସୀଙ୍କୁ ମାଗଣା କରୋନାଟିକା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଆଜି ଘୋଷଣା କରିଛନ୍ତି । ବିଧାନସଭା ନିର୍ବାଚନ ଅବ୍ୟବହିତ ପୂର୍ବରୁ ମମତାଙ୍କ ଏହି ଘୋଷଣା ଭୋଟରଙ୍କୁ ପ୍ରବାଭିତ କରିବା ପାଇଁ ଉର୍ଦ୍ଧିଷ୍ଟ ବୋଲି ବିଜେପି କହିଛି ।
Read More...