ଦେଶରେ କରୋନା ଆରୋଗ୍ୟ ହାର ୯୬.୪୨%କୁ ବୃଦ୍ଧି
ଦେଶରେ କୋଭିଡ୍ ଆରୋଗ୍ୟ ହାର ୯୬.୪୨ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୯ ହଜାର ୨୯୯ ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ଆରୋଗ୍ୟଙ୍କ ସଂଖ୍ୟା ୧ କୋଟି ୭୫ ହଜାର ୯୫୦ରେ ପହଂଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦେଶରେ ଚିକିତ୍ସିତ ହେଉଥିବା!-->…
Read More...
Read More...