Browsing Category

ଦେଶ

ବେଙ୍ଗାଲୁରୁ ବୈଷୟିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ବେଙ୍ଗାଲୁରୁରେ ଟେକ୍ ସମ୍ମିଳନୀର ଉଦଘାଟନ କରିଛନ୍ତି। କର୍ଣ୍ଣାଟକ ସରକାରଙ୍କ ଇନୋଭେସନ୍ ଆଣ୍ଡ ଟେକ୍ନୋଲୋଜି ସୋସାଇଟି (କିଟ୍), ସୂଚନା ପ୍ରଯୁକ୍ତିବିଦ୍ୟା, ବାୟୋଟେକ୍ନୋଲୋଜି ଆଣ୍ଡ ଷ୍ଟାର୍ଟଅପ୍, ସଫ୍ଟୱେୟାର ଟେକ୍ନୋଲୋଜି
Read More...

ମୃଦୁଳା ସିହ୍ନାଙ୍କର ପରଲୋକ

ପାନାଜୀ: ଗୋଆର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ସାହିତି୍ୟକା ମୃଦୁଳା ସିହ୍ନାଙ୍କର ଆଜି ପରଲୋକ ହୋଇଯାଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ୧୯୪୨ ମସିହା ନଭେମ୍ବର ୨୭ ତାରିଖରେ ବିହାରର ମୁଜାଫରପୁରରେ ଜନ୍ମଗ୍ରହଣ କରିଥିବା ମୃଦୁଳା ସିହ୍ନା ଆରମ୍ଭରୁ ଜନ ସଂଘ ସହିତ ଜଡିତ
Read More...

ଗୁଜୁରାଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା – ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି, ୧୬ ଆହତ

ବୁଧବାର ପାହାନ୍ତା ପ୍ରହର ସମୟ ପ୍ରାୟ ୩ଟା ସମୟରେ ଗୁଜୁରାଟର ଭଦୋଦରା ନିକଟରେ ଏକ ମିନି ଟ୍ରକ୍ ଏବଂ ଟ୍ରଲି ମଧ୍ୟରେ ଧକ୍କା ହେବା ଫଳରେ ପାଞ୍ଚ ଜଣ ମହିଳାଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ
Read More...

ମହାରାଷ୍ଟ୍ରରେ ଖୋଲିଲା ଧାର୍ମିକସ୍ଥଳ

ମୁମ୍ବାଇ: ମହାରାଷ୍ଟ୍ରର ସମସ୍ତ ଧାମିକସ୍ଥଳ ଗୁଡିକ ଆଜିଠାରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଖୋଲାଯାଇଛି । ଶ୍ରଦ୍ଧାଳୁ ଓ ସାଧାରଣ ଲୋକଙ୍କ ଦାବିରୁ ଆଧାର କରି ରାଜ୍ୟ ସରକାର ସମସ୍ତ ଧାର୍ମିକସ୍ଥଳ ଖୋଲିଛନ୍ତି । ତେବେ ମନ୍ଦିରଗୁଡିକ ଖୋଲାଯିବା ନେଇ ଏସଓପି ଜାରି କରାଯାଇଛି । ନିର୍ଦ୍ଧିଷ୍ଟ
Read More...

ନୀତିଶ ହେବେ ମୁଖ୍ୟମନ୍ତ୍ରୀ : ଆଜି ଶପଥ ଗ୍ରହଣ

ନୂଆଦିଲ୍ଲୀ/ପାଟନା : ବିହାରରେ ପୁଣି ଥରେ ଚାଲିବ ନୀତିଶ କୁମାରଙ୍କ ରାଜ୍ ୭ମ ଥର ଲାଗି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ଏନଡିଏ ବିଧାୟକ ଦଳ ବୈଠକରେ ନୀତିଶଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି । ସେହିଭଳି ଉପମୁଖ୍ୟମନ୍ତ୍ରୀ ନେଇ ରହିଥିବା ସସପେନ୍ସ ବି ଦୂର ହୋଇଛି। ଅନ୍ୟ ପକ୍ଷରେ
Read More...

ମୁଖ୍ୟମନ୍ତ୍ରୀ ରହିବାକୁ ନୀତିଶ ଅରାଜି !

ପାଟନା: ବିହାର ବିଧାନସଭା ନିର୍ବାଚନରେ ଏନଡିଏ ସଂଖ୍ୟା ଗରିଷ୍ଠ ହାସଲ କରିଥିଲା ବେଳେ ଜେଡିୟୁ ନେତା ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ସ୍ପଷ୍ଟ କରିଦେଇଛି । ମାତ୍ର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ଶ୍ରୀ କୁମାର ଅନିଚ୍ଛା ପ୍ରକାଶ କରିଥିବା ଏକ ନିର୍ଭର ଯୋଗ୍ୟ ସୂତ୍ରରୁ
Read More...

ଜିଡିପି ୮.୬% କମିବ : ଆରବିଆଇ

ନୂଆଦିଲ୍ଲୀ: ଜୁଲାଇ ସେପ୍ଟେମ୍ବରରେ ଶେଷ ହୋଇଥିବା ତ୍ରୟ ମାସିକରେ ଦେଶର ବିକାଶ ହାର (ଜିଡିପି) ୮.୬% ହ୍ରାସ ପାଇବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆକଳନ କରିଛି । ତେବେ ଆରବିଆଇର ଏହି ଆକଳନକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖଣ୍ଡନ କରିଛନ୍ତି । ଅନ୍ୟପକ୍ଷରେ ଆରବିଆଇ
Read More...

ଆତ୍ମନିର୍ଭର ଭାରତ ୩-୦ ଘୋଷଣା : ନୂଆ କର୍ମଚାରୀଙ୍କ ଇପିଏଫ ଭରିବେ ସରକାର, ସୁଧୁରୁଛି ଦେଶର ଆର୍ଥିକ ବ୍ୟବସ୍ଥା

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁଁ ଦେଶରେ ବିପର୍ଯ୍ୟସ୍ଥ ହୋଇପଡିଥିବା ଅର୍ଥ ବ୍ୟବସ୍ଥାରେ ସୁଧାର ଆସିଛି, କରୋନା ପ୍ରଭାବ କମ୍ ହୋଇଛି ବୋଲି ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି । ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରି ସେ କହିଛନ୍ତି ଯେ, ଦେଶର
Read More...

ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ

ନୂଆଦିଲ୍ଲୀ : ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ମିଳିଛି।  ଅର୍ଣ୍ଣବଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମେ ଅର୍ଣ୍ଣବ ଗୋସ୍ୱାମୀଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ବମ୍ୱେ ହାଇକୋର୍ଟ ନାମଞ୍ଜୁର କରିବା
Read More...

ନିର୍ମାଣଧୀନ କାନ୍ଥ ଭୁଷୁଡ଼ି ୮ ମୃତ ; ୬ ଆହତ

ରାଜସ୍ଥାନ : ରାଜସ୍ଥାନର ଜୋଧପୁର ଜିଲା ବାସନୀ ଅଞ୍ଚଳରେ ଏକ ନିର୍ମାଣଧୀନ କାରଖାନାର କାନ୍ଥ ଭୁଷୁଡି ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହେବା ସହ ୬ ଆହତ ହୋଇଥିବା ବୁଧବାର ଜଣାପଡ଼ିଛି। ଏହି ଘଟଣାର ଗତକାଲି ସନ୍ଧ୍ୟାରେ ଘଟିଥିଲା।ପୁଲିସ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ସମୟରେ ଶ୍ରମିକଙ୍କୁ ଉଦ୍ଧାର
Read More...