Browsing Category

ଦେଶ

ଭାରତ କିଣି ସାରିଛି ୬୦ କୋଟି କରୋନା ଟିକା

ନୂଆଦିଲ୍ଲୀ: ସାରା ବିଶ୍ବରେ ପ୍ରସ୍ତୁତ ଚାଲି ଥିବା ଅଧିକାଂଶ କରୋନା ଭାଇରସ ଟିକା ଦୁଇଟି ଡୋଜରେ ବଜାରରେ ଉପଲବ୍ଧ ହେବ। କୋରନା ଠାରୁ ସମ୍ପୂର୍ଣ୍ଣ ମୁକ୍ତ ଓ ଶରୀରରେ ପ୍ରତିରକ୍ଷା ଶକ୍ତି ବଢାଇବାକୁ ହେଲେ ଦୁଇଥର ଟୀକାକରଣ କରିବାକୁ ପଡିବ। ଅଗ୍ରୀମ ବଜାର ପ୍ରତିବଦ୍ଧତାର ଏକ ବିଶ୍ବସ୍ତରୀୟ
Read More...

ମହଙ୍ଗା ହେବ ରେଳ ପ୍ଲାଟଫର୍ମ ଟିକଟ

ନୂଆଦିଲ୍ଲୀ: କେବଳ ରେଳଯାତ୍ରା ନୁହେଁ କୌଣସି ସମୟରେ ପ୍ଲାଟଫର୍ମରେ ପ୍ରବେଶ ପାଇଁ ଅଧିକ ଅର୍ଥ ବ୍ୟୟ କରିବାକୁ ହେବ। ରେଳବାଇ ଶୀଘ୍ର ଏହାର ପ୍ଲାଟଫର୍ମ ଟିକଟ୍‌ ଦର ୨ଗୁଣ କରିବ। ଯୋଜନାନୁଯାୟୀ, ଆସନ୍ତା ମାସରେ ରେଳବାଇ ଏହାର ପ୍ଲାଟଫର୍ମ ଟିକଟ ମୂଲ୍ୟ ବର୍ତ୍ତମାନର ୧୦ ଟଙ୍କାରୁ ୨୦ ଟଙ୍କାକୁ
Read More...

ଦେଶରେ ୨୪ ଘଣ୍ଟାରେ ୪୬ ହଜାର ୯୬୪ କରୋନା ପଜିଟିଭ୍‌

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟ ହ୍ରାସା ପାଇବାରେ ଲାଗିଛି। କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ଆଶ୍ବସ୍ତି ମିଳିଛି।  ଗତ ୨୪ ଘଣ୍ଟାରେ ୪୬ ହଜାର ୯୬୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧  ଲକ୍ଷ ୮୪ହଜାର ୦୮୨
Read More...

ରୋଗ ପ୍ରତିରୋଧକ ଶକ୍ତି ବଢାଉଛି ବିସିଜି ଟିକା

ନୂଆଦିଲ୍ଲୀ: କରୋନା ମହାମାରୀ ମୁକାବିଲାରେ ବୟସ୍କ ଲୋକଙ୍କ ପାଇଁ ସହାୟକ ହୋଇପାରେ ବିସିଜି ଟିକା । ଆଇସିଏମଆର ପକ୍ଷରୁ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ଜଣାପଡିଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ଟିକା ବୟସ୍କଙ୍କ ଦେହରେ ଟି ସେଲ୍ ବୃଦ୍ଧି କରିବା ସହ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି
Read More...

ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ

ନୂଆଦିଲ୍ଲୀ : ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ। ୧୯୧୭ ମସିହା, ନଭେମ୍ବର ୧୯ ତାରିଖରେ ଆହ୍ଲାବାଦ, ଉତ୍ତର ପ୍ରଦେଶର ଆନନ୍ଦ ଭବନରେ ଇନ୍ଦିରା ଗାନ୍ଧୀ ଜନ୍ମ ଗ୍ରହଣ କରିଥିଲେ। ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଝିଅ
Read More...

ରାଷ୍ଟ୍ରୀୟ ଏକତା ଦିବସ ; ବିବିଧତାରେ ଏକତା ଆମର ପରିଚୟ- ମୋଦୀ

ଗୁଜରାଟ : ଆଜି ରାଷ୍ଟ୍ରୀୟ ଏକତା ଦିବସ। ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ। ଏହି ଅବସରରେ ଗୁଜରାଟର କେୱଡିଆସ୍ଥିତ ଷ୍ଟାଚ୍ୟୁ ଅଫ ୟୁନିଟିରେ ମୋଦୀ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରେଡରେ ସାମିଲ ହୋଇଛନ୍ତି। ଏହାସହ ଏହି ଅବସରରେ ମୋଦୀ ଉଦବୋଧନ
Read More...

ଭାରତରେ ପବ୍‌ଜି ବନ୍ଦ

ନୂଆଦିଲ୍ଲୀ: ଅକ୍ଟୋବର ୩୦ (ଶୁକ୍ରବାର) ଠାରୁ ଭାରତରେ ପବଜି ମୋବାଇଲ୍ ଏବଂ ପବଜି ମୋବାଇଲ୍ ଲାଇଟ୍ ଆପ୍ ଅଚଳ ହୋଇପଡିଛି। ଏହି ଆପ୍ ଡାଉନଲୋଡ ସତ୍ତ୍ବେ ଆଉ କେହି ଏହି ପବ୍‌ଜି ଖେଳ ଖେଳିପାରିବେ ନାହିଁ। ଗୁରୁବାର ଟେନସେଣ୍ଟ କମ୍ପାନି ଭାରତରେ ଏହାର ଆପ୍‌ର କାର୍ଯ୍ୟକାରିତାକୁ ବନ୍ଦ କରିଦେଇଛି।
Read More...

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ଗୁଜରାଟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ଗସ୍ତରେ ଯିବା ସହ ଆଜି ରାଷ୍ଟ୍ରୀୟ ଏକତା ଦିବସ ଓ ସର୍ଦ୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାସହ ରାଷ୍ଟ୍ରୀୟ ଦିବସ ଅବସରରେ ପରେଡରେ ଅଂଶ ଗ୍ରହଣ
Read More...

ଓଡ଼ିଶାରେ ୩୬ଟି ଡ୍ୟାମର ବିକାଶ ଲାଗି କେନ୍ଦ୍ରର ନିଷ୍ପତି

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ କମିଟିରେ ନିଆଯାଇଥିବା ନିଷ୍ପତି ଓଡ଼ିଶାକୁ ବଡ଼ ଆଶା ଦେଖାଇଛି । ପ୍ରଥମତଃ ଦେଶରେ ଡ୍ୟାମ ପୁନର୍ବିନ୍ୟାସ ଓ ବିକାଶ ପ୍ରକଳ୍ପ (ଡ୍ରିପ୍)ର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଓଡ଼ିଶାର ୩୬ଟି ଡ୍ୟାମର ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି । ତେବେ ଏଥିରେ କେଉଁ
Read More...

ଭାରସାମ୍ୟ ଓଲଟିଲା ଭ୍ୟାନ ୬ ମୃତ; ୯ଗୁରୁତର

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଥାଣ୍ଟିକୋଣ୍ଡା ଗାଁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଶୁକ୍ରବାର ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ୬ ଜଣଙ୍କରମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି।
Read More...