ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୁଲିସ ଏସ୍ଆଇ
ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବାଗପତ ରାମାଲା ଥାନାରେ ନିୟୋଜିତ ଜଣେ ସବଇନ୍ସପେକ୍ଟରଙ୍କୁ ଦାଢି ରଖିବା ମହଙ୍ଗା ପଡ଼ିଛି। ବିନା ଅନୁମତିରେ ଦାଢ଼ି ରଖିବା ପାଇଁ ପୁଲିସ ସବଇନ୍ସପେକ୍ଟର ଇନ୍ତସାର ଅଲିଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ସୂଚନା ଅନୁସାରେ, ଉତ୍ତର ପ୍ରଦେଶ ବାଗପତ ରାମାଲା!-->…
Read More...
Read More...