Browsing Category

ଦେଶ

ହାଥରସ ଅଭିମୁଖେ ପୁଣି ରାହୁଲ ଓ ପ୍ରିୟଙ୍କା

ଲକ୍ଷେ୍ନ: ହାଥରସ ଗଣବଳତ୍କାର ଓ ହତ୍ୟାର ଶିକାର ହୋଇଥିବା ପରିବାର ସଦସ୍ୟଙ୍କୁ ଭେଟିବା ଲାଗି ଶନିବାର ଦ୍ୱିତୀୟ ଥର ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଆଉ ୩୫ଜଣ କଂଗ୍ରେସ ସାଂସଦ ଯାତ୍ରା ଆରମ୍ଭ କରିଛନ୍ତି । ସେମାନେ ଡିଏନଡିରେ ପହଞ୍ଚିବା ପରେ ରାଜ୍ୟ
Read More...

କରୋନା ମୃତ୍ୟୁ ବିଶ୍ୱରେ ଟପିଲା ୧୦ ଲକ୍ଷ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୧୦ ଲକ୍ଷ ଟପିଯାଇଛି । ଆମେରିକା, ଭାରତ, ବ୍ରାଜିଲ୍ରେ ଲଗାତାର ସଂକ୍ରମଣ ବଢ଼ିଚାଲିଛି । ୫୪୦୦ରୁ ଅଧିକ ଲୋକ ପ୍ରତିଦିନ କରୋନାରେ ପ୍ରାଣ ହରାଉଛନ୍ତି । ଏହାର ଅର୍ଥ ପ୍ରତି ଘଂଟାରେ ୨୨୬ ଜଣଙ୍କ ଜୀବନ ଯାଉଛି ଏବଂ ପ୍ରତି ୧୬ ସେକେଣ୍ଡରେ
Read More...

‘ବିଗବସ୍‌-୧୪’ରେ ରାଧେ ମା’

ମୁମ୍ୱାଇ : ରିଆଲିଟି ଶୋ’ ‘ବିଗବସ୍‌ -୧୪’ରେ ଖୁବ୍‌ଶୀଘ୍ର ଦର୍ଶକ ଆତ୍ମଘୋଷିତ ମାତା ରାଧେ ମା’ଙ୍କୁ ଦେଖିବାକୁ ପାଇବେ। ଏହି ଶୋ’ରେ ସାମିଲ ହେବା ପାଇଁ ରାଧେ ମା’ ମୋଟା ଅଙ୍କର ଟଙ୍କା ମଧ୍ୟ ନେଉଛନ୍ତି। ସୂଚନା ଅନୁସାରେ ‘ବିଗବସ୍‌ ୧୪’ର ଗୋଟିଏ ସପ୍ତାହ ପାଇଁ ବିବାଦୀୟ ମାତା ରାଧେ ମା’ଙ୍କୁ
Read More...

ପିଏମ୍ କେୟାର୍ସ ପାଣ୍ଠିକୁ କର୍ମଚାରୀଙ୍କ ୨୦୦ କୋଟି ଟଙ୍କା ଦାନ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଅତିକମରେ ସାତୋଟି ସରକାରୀ କ୍ଷେତ୍ର ବ୍ୟାଙ୍କ ଏବଂ ସାତୋଟି ପ୍ରମୁଖ ଆର୍ଥିକ ପ୍ରତିଷ୍ଠାନରୁ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଗଠିତ ହୋଇଥିବା ପିଏମ୍ କେୟାର୍ସ ପାଣ୍ଠିକୁ ୨୦୦ କୋଟିରୁ ଅଧିକ
Read More...

ଚୀନର ୧୯୫୯ ଏଲ୍ଏସି ସଂଜ୍ଞା ଠିକ୍ ନୁହେଁ: ଭାରତ

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ପୂର୍ବ ଲଦାଖରେ ଛକପଞ୍ଝା ଅବସ୍ଥାରେ ଗତ କିଛିମାାସ ହେଲା ଭାରତ ମଧ୍ୟକୁ ଚୀନ୍ ସେନା ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଭାରତୀୟ ସେନା ଏହାର କଡ଼ା ଜବାବ ଦେଇ ଆସୁଛି । ଏଭଳି ପରିସ୍ଥିତିରେ ଭାରତ ଓ ଚୀନ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା ସମ୍ପର୍କରେ
Read More...

ଏଲଏସି ଜଗିବ ‘ନିର୍ଭୟ’

ନୂଆଦିଲ୍ଲୀ: ଲାଇନ୍ ଅଫ୍ ଆକଚୁଆଲ୍ କଂଟୋ୍ରଲ (ଏଲ୍ଏସି)ରେ ଚୀନର କ୍ଷେପଣାସ୍ତ୍ର ମୁତୟନ ପରେ ତାହାର ପ୍ରତି ଜବାବ ଦେଇ ଭାରତୀୟ ସେନା ସୀମାରେ ଘରୋଇ ସବ୍ସୋନିକ ମିସାଇଲ୍ ‘ନିର୍ଭୟ’କୁ ନିୟୋଜିତ କରିଛି । ସ୍ୱଦେଶୀ ଜ୍ଞାନକୌଶଳେ ନିର୍ମିତ କ୍ଷେପଣାସ୍ତ୍ର “ନିର୍ଭୟ’ ହେଉଛି ଭୂପୃଷ୍ଠରୁ
Read More...

ପଞ୍ଜାବ କୃଷକ ଆନ୍ଦୋଳନରେ ସାମିଲ ହେବେ ରାହୁଲ

ନୂଆଦିଲ୍ଲୀ: କୃଷି ବିଲ୍କୁ ବିରୋଧ ତୀବ୍ର ହେବାରେ ଲାଗିଛି । ସଂସଦରେ ଉକ୍ତ ବିଲ୍କୁ ଗୃହୀତ କରାଯିବା ପରେ ଏହାକୁ ନେଇ ଉତର ଭାରତର ପଞ୍ଜାବ ଓ ହରିୟାଣାରେ ଆନ୍ଦୋଳନ ପ୍ରଥମେ ଆରମ୍ଭ ହୋଇଥିବା ବେଳେ ଏବେ ଏହା ଦେଶର ଅନ୍ୟାନ୍ୟ ରାଜ୍ୟକୁ ବ୍ୟାପିବାରେ ଲାଗିଛି । ଏକ ଗୁରୁତ୍ୱପୂର୍ଣ୍ଣ
Read More...

ନଭେମ୍ବର ୩ରେ ବାଲେଶ୍ଵର ଓ ତିର୍ତ୍ତୋଲ ବିଧାନସଭା ଉପ ନିର୍ବାଚନ, ୧୦ରେ ଭୋଟ ଗଣତି

ନୂଆଦିଲ୍ଲୀ : ନଭେମ୍ବର ୩ରେ ବାଲେଶ୍ଵର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହେବ। ଭାରତୀୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଏ ନେଇ ତାରିଖ ଘୋଷଣା କରାଯାଇଛି। ଅକ୍ଟୋବର ୯ ତାରିଖରେ ଉପ ନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୧୬ ତାରିଖକୁ ମନୋନୟନ
Read More...

୨୦୨୦-୨୧ରେ ଅର୍ଥନୀତି ୧୧% ଖସିବ

ଇକ୍ରା ରିପୋର୍ଟ : କରୋନା ସଂକ୍ରମଣ ବୃଦ୍ଧି ପ୍ରଭାବ ନୂଆଦିଲ୍ଲୀ  :ଦେଶରେ କରୋନା ସଂକ୍ରମଣ ଖୁବ୍‌ ଜୋରରେ ବଢ଼ିବାରେ ଲାଗିଛି। ଏହାର ପ୍ରଭାବ​ରେ ୨୦୨୦-୨୧ରେ ଦେଶର ଅର୍ଥନୀତିରେ ବା ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୧୧% ପର୍ଯ୍ୟନ୍ତ ହ୍ରାସ ଘଟିବାର ସମ୍ଭାବନା ରହିଛି। ଏ ନେଇ
Read More...

ଏମ୍ସ ରିପୋର୍ଟରେ ବଡ଼ ଖୁଲାସା : ସୁଶାନ୍ତଙ୍କ ଶରୀରରେ ମିଳିଲା ନାହିଁ ବିଷ

ମୁମ୍ବଇ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଦୀର୍ଘ ୪ ମାସ ବିତିସାରିଲାଣି। ମାତ୍ର ଏଯାଏଁ ମଧ୍ୟ ତାଙ୍କ ମୃତୁକୁ ନେଇ ତଦନ୍ତ ଜାରି ରହିଛି। ସୁଶାନ୍ତ ରାଜପୁତଙ୍କ କେସରେ ଏମ୍ସର ଏକ ଡ଼ାକ୍ତରୀ ପ୍ୟାନେଲଙ୍କ ଦ୍ୱାରା ସିବିଆଇକୁ ହସ୍ତାନ୍ତର ହୋଇଥିବା ରିପୋର୍ଟ ମିଳିଥିବା ଜଣାପଡ଼ିଛି।
Read More...