ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ବାପ ପୁଅ ଗିରଫ
ବୌଦ୍ଧ/ହରଭଙ୍ଗା: ଜଙ୍ଗଲରେ ଲାଗିଥିବା ନିଆଁ ବନ ବିଭାଗର ନିଦ ହଜାଇ ଦେଇଛି। ଏହାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ଜିଲ୍ଲାରେ ବନାଗ୍ନି ସଚେତନତା ରଥ ବୁଲୁଛି। ସେପଟେ ବନ୍ୟଜନ୍ତୁ ଶିକାର ଓ କାଠ କୋଇଲା ସଂଗ୍ରହ ପାଇଁ ଜଙ୍ଗଲ ନିଆଁ ଲଗାଉଥିବା ଜଣାଯାଇଛି। ଏହାକୁ ରୋକିବା!-->…
Read More...
Read More...