Browsing Category

ଅପରାଧ

ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ : ଅନୁଗୁଳ ଜିଲା ବିକ୍ରମପୁର ଥାନା କର୍ଣ୍ଣପୁର ପଞ୍ଚାୟତ ସାନଜୋରଡା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସର୍ଟ ସର୍କିଟରୁ ଫ୍ୟାନ ପୋଡ଼ିଯାଇ ଶ୍ୱାସରୁଦ୍ଧ ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଆଜି
Read More...

ଈଶ୍ୱର ବେହେରାକୁ ଆଜୀବନ କାରାଦଣ୍ଡ

ବାଲେଶ୍ବର: ବହୁଚର୍ଚ୍ଚିତ ଈଶ୍ୱର ବେହେରା ମାମଲାର ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି। ପ୍ରକାଶିତ ରାୟ ଅନୁସାରେ ଈଶ୍ୱର ବେହେରାକୁ ଆଜୀବନ କାରାଦଣ୍ଡରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦଣ୍ଡିତ କରିଛନ୍ତି।  ଆଜି ବାଲେଶ୍ଵର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ହାଜର
Read More...

ଅଧ୍ୟାପିକାଙ୍କୁ ଦେଲେ ୫ ଟଙ୍କା, ନେଇଗଲେ ୧୯ ହଜାର

ଭୁବନେଶ୍ୱର: ଅନ୍ଲାଇନ୍ରେ ୱାସିଂ ମେସିନ୍ ବିକିବା ବେଳେ ଠକାମିର ଶିକାର ହେଲେ ଅଧ୍ୟାପିକା । ତାଙ୍କୁ ୧୯ ହଜାର ଟଙ୍କାର ଚୁନ୍ ଲଗାଇଲେ ସାରଇବର ଲୁଟେରା । ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟାପିକା ଭାବେ କାମ କରୁଥିବା ରେଶ୍ମା ମହାପାତ୍ର ଓଏଲ୍ଏକ୍ସରେ ନିଜ ୱାସିଂ ମେସିନ୍ ବିକିବାକୁ
Read More...

ହୋଟେଲ ମାଲିକଙ୍କୁ ଦୁର୍ବୃତଙ୍କ ହତ୍ୟା

ରାଉରକେଲା: ମଙ୍ଗଳବାର ବିଳମ୍ବିତ ରାତ୍ରରେ ରାଉରକେଲା ସହର ଅନ୍ତର୍ଗତ ଡିଏଭି ଲେନ୍ରେ ଜଣେ ହୋଟେଲ୍ ବ୍ୟବସାୟୀ ଦୁର୍ବୃତମାନଙ୍କ ଆକ୍ରମଣରେ ଆହତ ହୋଇ ମୃତ୍ୟୁବରଣ କରିଛନ୍ତି । ମୃତ ହୋଟେଲ୍ ବ୍ୟବସାୟୀଜଣଙ୍କ ହେଉଛନ୍ତି ସହରର ସୁପରିିଚିତ ‘ବସେରା ହୋଟେଲ୍’ର ମାଲିକ ସଜ୍ଜନ ମିତଲ୍ । ସବୁଦିନ
Read More...

ପୋତାଗଲା ୩ କମ୍ପାନୀର ନକଲି ସାମଗ୍ରୀ

କଟକ- ଜଗତପୁର ଥାନା ପୁଲିସ ଜବତ କରିଥିବା ୩ଟି କମ୍ପାନୀର ନକଲି ସମଗ୍ରୀକୁ ମଙ୍ଗଳବାର ଦିନ ନଷ୍ଟ କରିଛି । ଅଦାଲତ ନିଦେ୍ର୍ଧଶରେ ଜବତ ନକଲି ସମାଗ୍ରୀ ନଷ୍ଟ କରାଯାଇଥିବା ଏସିପି ଅମରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ସ୍ୱତତ ସସ୍ କମ୍ପାନୀ, ମନ୍ଦିର ମସଲା ଓ ସୁବାସ କମ୍ପାନୀରୁ ଜବତ
Read More...

ପୁଅର ଆକ୍ରମଣରୁ ବର୍ତିଲା ବାପ, ପଡୋଶୀ ହେଲେ ଲହୁଲୁହାଣ

ରାଜନଗର: ସମ୍ପତି ପାଇଁ ଜନ୍ମକଲା ବାପକୁ ପୁଅ କଟୁରୀରେ ହାଣି ଦେବାକୁ ଉଦ୍ୟମ କରୁଥିବା ବେଳେ ବାପ କୌଶଳକ୍ରମେ ଖସି ଯାଇଥିବା ବେଳେ ବାପକୁ ସୁରକ୍ଷା ଦେବାକୁ ଯାଇ ପଡୋଶୀ ପୁଅର କଟୁରୀ ଚୋଟରେ ଲହୁଲୁହାଣ ହେବାକୁ ପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜନଗର ଥାନା ଅନ୍ତର୍ଗତ
Read More...

ବେଧଡକ ଚାଲିଛି ମାଳମାଳ ବେଆଇନ ଇଟା ଭାଟି

ପାଟଣାଗଡ : ଜାତୀୟ ଗ୍ରୀନ ଟି୍ରିବୁ୍ୟନାଲ ଆଇନକୁ ଅମାନ୍ୟ କରି ପାଟଣାଗଡ ଏନଏସି ପରିସୀମା ସହିତ ଗ୍ରାମଚଂଳରେ ଥିବା ତହସିଲ ରାଜସ୍ୱ ସର୍କଲରେ ମଧ୍ୟ ବେଆଇନ ଇଟାଭାଟିରେ ଇଟାପୋଡା ଆରମ୍ଭ ହୋଇ ବିକ୍ରି ଚାଲିଥିବା ଦେଖିବାକୁ ମିଲିଛି । ବେଆଇନ ଇଟା ଭାଟି ପ୍ରଶାସନର ନାକ ତଲେ ଇଟା ଗଢିବା ଆରମ୍ଭ
Read More...

୧୫ ଦିନ ତଳେ ଲୁଟ୍, ବନ୍ଧା ହେଲେ ଏବେ

ବଲାଙ୍ଗିର: ପ୍ରାୟ ୧୫ ଦିନ ପୂର୍ବେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଶାନ୍ତିପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ୨୦ ଜଣ ସଶସ୍ତ୍ର ଡକାୟତ ପଶି ଆତଙ୍କରାଜ ଖେଳାଇବା ସହ ଲୁଟ କରିଥିଲେ । ସେମାନଙ୍କ ମଧ୍ୟରୁ ୭ ଡକାୟତଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କୁ କୋର୍ଟଚାଲାଣ କରିଛି ।
Read More...

ଏଟିଏମ ଲୁଟ ଯୋଜନା ପଣ୍ଡ : ୬ଗିରଫ

ପୁରୀ: ଏଟିଏମ ଲୁଟ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଡକାୟତି ଗ୍ୟାଙ୍ଗର ୬ଜଣଙ୍କୁ କୁମ୍ଭାରପଡା ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ୩ଜଣ ଫେରାର ଅଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ କୁମ୍ଭାରପଡା ଥାନା ଅନ୍ତର୍ଗତ ସୁଦର୍ଶନ ନଗରର ଶିବ ଦାସ (୨୮), ଟାଉନଥାନା ଅନ୍ତର୍ଗତ
Read More...

ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ସହ ୫ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯ୍ୟାତନା ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାହ ସମେତ ୫ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଖୋର୍ଦ୍ଧା ଡିଏସ୍ଏସ୍ଓ ସଂଗ୍ରାମ ଦାସଙ୍କୁ ମଧ୍ୟ କମିସନରେଟ୍ ପୋଲିସ୍ ଗିରଫ କରିଛି । ଭୁବନେଶ୍ୱର କମିସନରେଟନ ପୋଲିସ ଉମାଶଙ୍କର ଦାସ
Read More...