Browsing Category

ଅପରାଧ

ଚଳନ୍ତା ଟ୍ରେନରୁ ସ୍ତ୍ରୀଙ୍କୁ ଠେଲିଦେଲେ ସ୍ୱାମୀ

ଚଳନ୍ତା ଟ୍ରେନରୁ ନିଜ ସ୍ତ୍ରୀଙ୍କୁ ଠେଲିଦେଲେ ସ୍ୱାମୀ । ଟ୍ରେନରୁ ଖସିଡିବା ରେ ମହିଳାଙ୍କୁ ମଅତୁ୍ୟ ଘଟିଛି । ଏଭଳି ଏକ ସ୍ପର୍ଶକାତର ଗଟଣା ଘଟିଛି ମୁମ୍ବାଇରେ । ମୁମ୍ବଇର ଏକ ଲୋକାଲ ଟ୍ରେନରେ ଯାତ୍ରା ସମୟରେ ଗୋବଣ୍ଡି ଏବଂ ଚେମ୍ବୁର ଷ୍ଟେସନ ମଧ୍ୟରେ ଏହି ଘଟଣା ଘଟିଥିବା ଜଣେ ପୁଲିସ
Read More...

ମାରଣାସ୍ତ୍ର ଦେଖାଇ ଟ୍ରକରୁ ଲୁଟ୍: ୩ ଗିରଫ

କେଉଁଝର: ଅସାମାଜିକ ତତ୍ତ୍ୱଙ୍କ ନିମନ୍ତେ ଲୁଟ,ଡକାୟତି ଏବଂ ଅପରାଧିକ କାର୍ଯ୍ୟକଳାପ କରିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି । ସବୁ ନିୟମ କାନୁନ ଓ ପୋଲିସକୁ ଫୁ କରି ଅପରାଧୀ ମାନେ ମାରଣାସ୍ତ୍ର ସହ ଦଳ ଦଳ ହୋଇ ବୁଲି ବିଭିନ୍ନ ଅପରାଧିକ କାର୍ଯ୍ୟ ଘଟାଉଥିବାଦେଖିବାକୁ ମିଳୁଛି ।
Read More...

ଦିବ୍ୟାଙ୍ଗ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଆଖି ନଷ୍ଟ କରିଦେଲେ ଅଭିଯୁକ୍ତ

ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଘଟଣା ପରେ ଅଭିଯୁକ୍ତମାନେ ନିଜର ପରିଚୟ ଲୁଚାଇବା ଲାଗି ନାବାଳିକାଙ୍କ ଦୁଇଟି ଆଖି ନଷ୍ଟ କରିଦେଇଛନ୍ତି। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ବିହାରର ମଧୁବନୀ ଜିଲାର ହରଲାଖି ଥାନା ଅଞ୍ଚଳରେ। ଦୁଷ୍କର୍ମ ପରେ ଅଭିଯୁକ୍ତମାନେ
Read More...

ନିଶାଖୋର ପୁଅକୁ ଖୁଂଟିରେ ବାନ୍ଧି ଜାଳିଦେଲା ମା’

ଅନୁଗୁଳ: ଯେଉଁ ମା’ ୯ମାସ ଗର୍ଭରେ ରଖି ଜନ୍ମ ଦେଇଥିଲା, ସେହି ମା’ ଶେଷରେ ନିଜ ପୁଅର ଜୀବନ ନେଲା । ଯାହାକୁ ଦୁନିଆକୁ ଆଣିଥିଲା, ପାଳିପୋଷି ବଡ଼ କରିଥିଲା , ଶେଷରେ ତାକୁ ଖୁଂଟିରେ ବାନ୍ଧି ଜାଳିଦେଲା । ନିଶାଖୋର ୁଅ ନିର୍ଯ୍ୟାତନାରେ ଅତିଷ୍ଠ ମା’ ଏପରି ଚରମ ପଦକ୍ଷେପ ନେଇଥିବା
Read More...

ଜନସେବା କେନ୍ଦ୍ରର କମମ୍ପ୍ୟୁଟର ସହ ୭୦ ହଜାର ଟଙ୍କାର ସାମଗ୍ରୀ ଚୋରୀ: ସନେ୍ଦହରେ ଜଣେ ଗିରଫ

ଜଗତସିଂହପୁର: ଗତ ୯ତାରିଖ ରାତ୍ରିରେ ଜନସେବାକେନ୍ଦ୍ର ଦୋକାନ ଗୃହ ଭାଙ୍ଗି ଅନନ୍ତପୁର ଫାଣ୍ଡି ଅଞ୍ଚଳରୁ ଜେରକ୍ସ ମେସିନ ସହ ପ୍ରାୟ ୭୦ ହଜାର ଟଙ୍କା ଚୋରୀ ହୋଇଥିବା କଥା ଅନନ୍ତପୁର ଫାଣ୍ଡି ଅଧିକାରୀ ନିତ୍ୟାନନ୍ଦ ସ୍ୱାଇଁଙ୍କ ଠାରୁ ଜଣା ପଡିଛି । ଏହି ସମ୍ପର୍କରେ ବ୍ରାହ୍ମଣ୍ଡୀ ଗ୍ରାମର
Read More...

ସହାୟିକାକୁ ରାଜଧାନୀରେ ହତ୍ୟା କରି ଫିଙ୍ଗିଲେ ଗଞ୍ଜାମରେ

ଭଞ୍ଜନଗର: ବାଲେଶ୍ୱର ଯୁବତୀଙ୍କୁ ରାଜଧାନୀରେ ହତ୍ୟା କରାଯାଇଥିଲା । ଆଉ ତା’ପରେ ପ୍ରମାଣ ଲୁଚାଇବାକୁ ଯାଇ ଓଲା କାର ରେ ମୃତଦେହକୁ ନେଇ ଗଞ୍ଜାମ ଜିଲ୍ଲା ଭୂଷଣ୍ଡପାଳରେ ଫିଙ୍ଗି ଦିଆଯାଇଥିଲା ।ଆଜି ଏହି ହତ୍ୟା ମାମଲାର ପର୍ଦ୍ଧାଫାର୍ସ ହୋଇଛି । ଗଞ୍ଜାମ ପୁଲିସ ହତ୍ୟା ଅଭିଯୋଗରେ
Read More...

ବ୍ୟବସାୟୀଙ୍କ ଘରୁ ଟଙ୍କା ଓ ସୁନାଗହଣା ଲୁଟ

ଭବାନୀପାଟଣା : କଳାହାଣ୍ଡି ଜିଲାର କେଗାଁ ଥାନା ଅଧିନ ବୋର୍ଡା ଗ୍ରାମର ଜୈନିକ ବ୍ୟବସାୟୀଙ୍କ ଘରୁ ଲୁଟ ହୋଇଥିବା ରବିବାର ଜଣାପଡ଼ିଛି। ଗତ ୯ ତାରିଖ ମଧ୍ୟ ରାତ୍ରରେ ବ୍ୟବସାୟୀଙ୍କ ଘରେ ୫ ରୁ ୭ ଜଣ ସଶସ୍ତ୍ର ଡକାୟତ ପସି ପରିବାର ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହିତ ବନ୍ଧୁକ ମୁନରେ
Read More...

ଅଭିଯୁକ୍ତର ହେବନି ନାର୍କୋ ଟେଷ୍ଟ

ନୟାଗଡ: ବହୁ ଚର୍ଚ୍ଚିତ ନୟାଗଡ ଜିଲ୍ଲାର ଯଦୁପୁର ଗ୍ରାମର ୫ ବର୍ଷିୟା ନାଁ ବାଳିକା ପରୀ ହତ୍ୟାକାଣ୍ଡର ଅଭିଯୁକ୍ତ ନାବାଳକର ନାର୍କୋ ଟେଷ୍ଟ ହେବ ନାହିଁ । ତେବେ ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତ ନାବାଳକ ରାଜି ହୋଇନଥିବାରୁ ନୟାଗଡ ଜୁଭେନାଇଲି ଜଷ୍ଟିସ୍ ବୋର୍ଡ ଅନୁମତି ଦେଇନାହାଁନ୍ତି ।
Read More...

ଜେଲ୍ ହାଜତକୁ ଗଲା ପତ୍ନୀହନ୍ତା

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍‌ ପଡାର ମନୀଷା ବଗର୍ତ୍ତି ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ମୃତ ମନୀଷାର ସ୍ୱାମୀ କାହ୍ନଚରଣ ଦାସକୁ ଆଜି କୋର୍ଟ ଚାଲାଣ କରଯାଇଥିବା ପୁଲିସ ସୁତ୍ରରୁ ପ୍ରାପ୍ତ ସୂଚନାରୁ ପ୍ରକାଶ। କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ କାହ୍ନଚରଣକୁ ଜେଲ୍ ହାଜତକୁ ପଠାଇ
Read More...

ସିସିଟିଭି ଫୁଟେଜ ରୁ ଭଡାଘରୁ ୧୦୩ ମୋବାଇଲ ଫୋନ ଜବତ

ଭୁବନେଶ୍ୱର: ଦିନକୁ ହାରାହାରି ୧୦ଟି ମୋବାଇଲ ଫୋନ୍ ଚୋରି କରୁଥିଲେ । ମାତ୍ର ୧୫ ଦିନ ମଧ୍ୟରେ ୧୦୩ ଟି ଫୋନ ଚୋରି କରିଥିଲେ । ଏଭଳି ଏକ ମୋବାଇଲ ଫୋନ ଚୋରି ଗ୍ୟାଙ୍ଗକୁ ଲକ୍ଷ୍ମୀସାଗର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ରାଜଧାନୀର ବିଭିନ୍ନ ଅଂଚଳରେ ମୋବାଇଲ ଫୋନ୍ କରୁଥିବା ଏହି
Read More...