Browsing Category

ଅପରାଧ

ବୃଦ୍ଧକାଳରେ ବାଲ୍ୟବନ୍ଧୁଙ୍କୁ ମାରିଦେଲେ

ରେଢ଼ାଖୋଲ : ଦୁହିଁଙ୍କ ବୟସରେ ଗୋଟିଏ ବର୍ଷର ପାର୍ଥକ୍ୟ ଥିଲା। ହେଲେ ଦୁହେଁ ଥିଲେ ବନ୍ଧୁ। ଛୁଆ ବେଳୁ ଦୁହେଁ ଭଲ ବନ୍ଧୁ ଥିଲେ। କିନ୍ତୁ ବୃଦ୍ଧାବସ୍ଥାରେ ଜଣେ ଆଉ ଜଣଙ୍କୁ ଶାବଳରେ ଆକ୍ରମଣ କରି ମାରି ଦେଲେ। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଗୋଗୁଆ ପଞ୍ଚାୟତ ଅନ୍ତର୍ଗତ
Read More...

ପୁଅକୁ ଟାଙ୍ଗିଆରେ ହାଣି ନାଳରେ ଫୋପାଡ଼ି ଦେଲା ବାପା

ବଣାଇ: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା କାଲଟା ଫାଣ୍ଡି ଅଞ୍ଚଳରେ ଦେଖିବାକୁ ମିଳିଛି ଚାଞ୍ଚଲ୍ୟକର ଘଟଣା। ଯେଉଁଠାରେ ବାପ ତା’ର ରକ୍ତ ସମ୍ପର୍କକୁ ଭୁଲିଗଲା। ଘରୋଇ କଳିକୁ କେନ୍ଦ୍ର କରି ବାପା ତା’ର ପୁଅକୁ ଟାଙ୍ଗିଆରେ ହାଣି ଦେଇଛି। ଯାହା ଫଳରେ ଘଟଣାସ୍ଥଳରେ ହିଁ ପୁଅର ମୃତ୍ୟୁ ହୋଇଛି।
Read More...

ଦୁଇ ଗୋଷ୍ଠୀ ହାତାହାତି, ବୁଲିଲା ଖଣ୍ଡା

ସମ୍ବଲପୁର: ପୋଲିସ ପ୍ରତି ଅପରାଧୀମାନଙ୍କ ମନରେ ଭୟ ରହୁ ନଥିବାରୁ ଆଜିକାଲି ଗୋଷ୍ଠୀ ସଂଘର୍ଷ ନିୟମିତ ଘଟଣା ହୋଇ ପଡିଲାଣି । ଶନିବାର ସନ୍ଧ୍ୟାରେ ପୀର ବାବା ଛକରେ ଦୁଇଟି ଗୋଷ୍ଠୀ ମୁହାଁମୁହଁ ହୋଇଛନ୍ତି । ପ୍ରଥମେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ, ତା ପରେ ମାଡ଼ପିଟ ଓ ଶେଷରେ ଖଣ୍ଡା ଓ ଛୁରି
Read More...

ଗୁଣିଗାରେଡି ସନ୍ଦେହରେ ବ୍ୟକ୍ତିଙ୍କ ହତ୍ୟା

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ନନ୍ଦାଗୁଡା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି । ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରା ଯାଇଛି । ମୃତ ବ୍ୟକ୍ତିଙ୍କ ମୁଣ୍ଡକୁ ପୋଡି ଦିଆ ଯାଇଥିବା ବେଳେ ଶରୀରର
Read More...

ଗନ୍ ପଏଣ୍ଟରେ ହୋଟେଲ କର୍ମଚାରୀଙ୍କୁ ଦୁଷ୍କର୍ମ କଲେ ୫ ଅପରାଧୀ

ଅଲଓ୍ୱାର: ଥ୍ରୀ ଷ୍ଟାର ହୋଟେଲରେ ରହି ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଆସିଥିଲେ ୫ ଅପରାଧୀ। ହେଲେ ଗନ ପଏଣ୍ଟରେ ତିନି ସହଯୋଗୀଙ୍କୁ ଛିଡ଼ା କରାଇ ଦୁଇ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି ନର ରୂପୀ ଏହି ରାକ୍ଷସ। ଆଉ ଏହି ମହିଳା ହେଉଛନ୍ତି ସଂପୃକ୍ତ ହୋଟେଲର କର୍ମଚାରୀ। ରାଜସ୍ଥାନ ଅଲଓ୍ୱାରରେ
Read More...

ପେଟ୍ରୋଲ୍ ପମ୍ପ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳର ବ୍ୟାଙ୍କ କଲୋନୀରେ ଥିବା ଏକ ପେଟ୍ରୋଲ ପମ୍ପରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସେ ସେହି ପେଟ୍ରୋଲ ପମ୍ପରେ ଚାକିରି କରୁଥିଲେ। ମୃତ ଯୁବକଙ୍କ ନାଁ ସୋମରା କୁଜୁର। ତାଙ୍କୁ ୩୫ ବର୍ଷ ହୋଇଥିଲା। ସେହି
Read More...

ଲୁଟେରାଙ୍କ ରାଜଧାନୀ ଭୁବନେଶ୍ୱର: ପୋଲିସ କରୁଛି କ’ଣ?

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଲୁଟିଆ ଗ୍ୟାଙ୍ଗ । ଆଖି ପିଛୁଳାକେ ଲୁଟ୍ପାଟ ଝାମ୍ପ ନେଲେଣି ତ ପୁଣି କାହାର ସୁନାଚେନ୍ ଛିଣ୍ଡାଇ ନେଲେଣି । ଆଉ କାହାର ଫୋନ୍ ଝାମ୍ପି ନେଲେଣି ତ ବ୍ୟାଙ୍କ ନିକଟରୁ ଟଙ୍କା ବ୍ୟାଗ୍ ନେଇଗଲେଣି । ଏହାବାଦ୍ ସୁଯୋଗ ଉଣ୍ଡି ମୁହଁରେ ନିଶା ସ୍ପେ୍ର କରି
Read More...

ମହିଳା କନଷ୍ଟେବଳଙ୍କୁ ପ୍ରେମ ପ୍ରତାରଣା ପରେ ଥାନାରେ ଅଟକ ପୋଲିସ ଅଧିକାରୀ

ମାଲକାନଗିରି: ପୋଲିସ ପଞ୍ଝାରେ ପୋଲିସ ଅଧିକାରୀ । ମାଲକାନଗିରି ସନର ଡିଏସପି ଅକ୍ଷୟ ନାୟକ କଳାହାଣ୍ଡି ପୋଲିସ ଦ୍ୱାରା ଅଟକ ରହିଛନ୍ତି । ଜଣେ ବିବାହିତ ମହିଳା କନେଷ୍ଟବଳଙ୍କ ସହ ପ୍ରେମ ପ୍ରତାରଣା ଓ ବ୍ଲାକ ମେଲିଙ୍ଗ ଅଭିଯୋଗରେ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେ ପୂର୍ବରୁ
Read More...

ନୟାଗଡ଼ରୁ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ନୟାଗଡ଼: କିଛି ଦିନର ବ୍ୟବଧାନ ପରେ ନୟାଗଡ଼ରୁ ପୁଣି ବ୍ରାଉନ ସୁଗାର ଜବତ କରାଯାଇଛି। ଜବତ ବ୍ରାଉନ ସୁଗାରର ପରିମାଣ ୧୫ ଗ୍ରାମ୍, ଯାହାର ଦାମ୍ ଦେଢ଼ ଲକ୍ଷ ବୋଲି କୁହାଯାଉଛି। ଗିରଫ ଅଭିଯୁକ୍ତର ନାମ ନିରଞ୍ଜନ ମହାରଣା। ଟାଉନ ଥାନା ଅଧିନସ୍ଥ ସିନ୍ଦୁରିଆ ଅଞ୍ଚଳରେ ତାର ଘର। ଜିଲ୍ଲା ଅବକାରୀ
Read More...

ଜାଲ ନୋଟ କାରବାରରେ ୨ ଗିରଫ

ବାରିପଦା: ବାରିପଦା ସହରରେ ୨ ଜଣ ଆନ୍ତରାଜ୍ୟ ନକଲି ନୋଟ ଟଙ୍କା କାରବାର କରୁଥିବା ବେଳେ ଟାଉନ ଥାନା ପୋଲିସ ଦ୍ୱାରା ସକାଳୁ ଗିରଫ ହୋଇଛନ୍ତି । ମୋଟ ୮୫ ହଜାର ଟଙ୍କା ଜବତ ହୋଇଥିବା ମଧ୍ୟରୁ ପାଂଚ ଶହ ଟଙ୍କିଆ ୧୧୦ ଖଣ୍ଡ ଓ ଏକ ଶହ ଟଙ୍କିଆ ତିନି ଶହ ଖଣ୍ଡ ରହିଛି । ସେମାନଙ୍କ ଠାରୁ ୨ଟି
Read More...