Browsing Category

ଅପରାଧ

ସର୍ବ ସମ୍ମୁଖରେ ଠିକାଦାରଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ନକ୍ସଲ ଦମନ ପାଇଁ ସରକାର ବିଭିନ୍ନ ରଣନୀତି ଆପଣାଉଛନ୍ତି । ଡିଜିପି ଘନଘନ ନକ୍ସଲ ପ୍ରବଣ ମାଲକାନଗିରି ଯାଇ ସ୍ଥିତି ସମୀକ୍ଷା କରୁଛନ୍ତି । ଆଜି ସେହି ଜିଲ୍ଲାର ଗଡ଼ିଆ ମୁଣ୍ଡା କାମରେ ନିୟୋଜିତ ଜଣେ ଠିକାଦାରଙ୍କୁ ନକ୍ସଲମାନେ ଅତି ବୀଭସô ଭାବେ ଟାଙ୍ଗିଆରେ ହାଣି ହତ୍ୟା
Read More...

ସ୍କୁଲ ଭିତରେ ୫ଛାତ୍ରୀଙ୍କୁ ଦୁଷ୍କର୍ମ : ପ୍ରଧାନ ଶିକ୍ଷକଙ୍କ ନାରେ ମାମଲା

ତେଲେଙ୍ଗାନା: ଗୁରୁ-ଶିଷ୍ୟ ସମ୍ପର୍କ ପବିତ୍ର । କିନ୍ତୁ ଏବେ କା ସମୟରେ ଅଧିକାଂଶ କ୍ଷେତ୍ରରେ ଏହାକୁ କଳଙ୍କିତ କିଛି ଶିକ୍ଷକ । ସେମାନଙ୍କ ପାଇଁ ଏହି ସମ୍ପର୍କରେ ଦାଗ ଲାଗିଯାଉଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାରେ । ଏକ ସରକାରୀ ସ୍କୁଲରେ ପ୍ରଧାନ ଶିକ୍ଷକ ୫ ଜଣ
Read More...

ଦୁଇ ଦିନଆ ରିମାଣ୍ଡରେ ଗଲେ ପ୍ରଦୀପ

ଭୁବନେଶ୍ୱର: ଠକେଇ ଅଭିଯୋଗରେ ଗିରଫ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଆଜି ୨ଦିନିଆ ରିମାଣ୍ଡରେ ନେଇଛି । ଏଥିପାଇଁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି । ତାଙ୍କୁ ଆଜି କ୍ରାଇମବ୍ରାଞ୍ଚର ଏକ ୫ଜଣିଆ ଟିମ୍ ଝାରପଡା ଜେଲ୍ରୁ କଟକ ସ୍ଥିତ କ୍ରାଇମବ୍ରାଞ୍ଚର ମୁଖ୍ୟ
Read More...

ନକଲି ଆୟକର ଅଧିକାରୀ ଗିରଫ

ଭୁବନେଶ୍ୱର: ଖାରବେଳନଗର ପୋଲିସ ଜଣେ ନକଲି ଆୟକର ଅଧିକାରୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଗତସିଂହପୁର ଜିଲ୍ଲା ବିରିଡିଥାନା ଅଧୀନସ୍ଥ ହଳଦୀପଡ଼ିଆ ଗ୍ରାମ ଜେନା ସାହିର ଉମାକାନ୍ତ ରାଉତ । ପୋଲିସ ସୂଚନା ମୁତାବକ ଅଭିଯୁକ୍ତ ଜଣକ ଆୟକର କାର୍ଯ୍ୟାଳୟର ଜଣେ ଅବସରପ୍ରାପ୍ତ ପିଅନ । ପୂର୍ବରୁ
Read More...

ଧରାପଡ଼ିଗଲା ଚୋରା ପୀରତି, ଭାଣିଜୀକୁ ମାରି ପୋତି ଦେଲା ମାଇଁ!

ଜଳେଶ୍ୱର : ସମ୍ପର୍କୀୟ ମାମୁ ଓ ମାଇଁଙ୍କ ଅନୈତିକ ସମ୍ପର୍କକୁ ଦେଖି ନେଇଥିଲା ୭ ବର୍ଷର ଭାଣିଜୀ। ତେଣୁ ଧରାପଡ଼ିଯିବା ଭୟରେ ତାକୁ ମାରି ପୋଖରୀରେ ପୋତି ଦେଇଥିଲା ମାଇଁ। କିନ୍ତୁ ଫେଲ୍ ମାରିଲା ଯୋଜନା। ନିଖୋଜ ହେବାର ତିନି ଦିନ ପରେ ପୁଲିସ୍ ଶବକୁ ଜବତ କଲା ଓ ରାକ୍ଷସୀ ମାଇଁର ମୁଖା
Read More...

ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ

ଛତ୍ରପୁର : ଛତ୍ରପୁର କୋର୍ଟ ଷ୍ଟେଶନ ଗଳି ନିକଟରୁ ସୋମବାର ସକାଳେ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍‌ ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ଆଶା ଦେବୀ। ସୂଚନା ଅନୁସାରେ, ଆଶା ଦେବୀ ଏକ ବିବାହ କାର୍ଯ୍ୟରେ ଯୋଗଦେବା ଲାଗି ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ।
Read More...

ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର

ବାଲେଶ୍ୱର : ବାଲିଆପାଳ ଥାନା ଅଞ୍ଚଳରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର ହୋଇଥିବା ସୋମବାର ଜଣାପଡ଼ିଛି। ସୁନ୍ଦରକୋଇଲିଗାଁର ଏକ ପୋଖରୀ ହୁଡ଼ାରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ଉକ୍ତ ନାବାଳିକାଟିର ବୟସ ୭ ବର୍ଷ ଓ ଶୁକ୍ରବାର ଠାରୁ ସେ ନିଖୋଜ ଥିଲେ ବୋଲି ଜଣାପଡ଼ିଛି। ଖୋଜାଖୋଜି
Read More...

ବେଆଇନ ପରିବହନ ବେଳେ ମାଲକାନଗିରି‌ରୁ ବିପୁଳ ପରିମାଣର ଗୁଟ୍‌ଖା ଜବତ

ମାଲକାନଗିରି: ଗତ ସନ୍ଧ୍ୟାରେ ପୁଲିସ ମାଲକାନଗିରି ବସ୍‌ଷ୍ଟାଣ୍ଡ୍‌ରୁ କାଲିମେଳାକୁ ବେଆଇନ ଭାବେ ଯାଉଥିବା ବିପୁଳ ପରିମାଣର ଗୁଟ୍‌ଖା ଜବତ କରିବା ସହ ଏଥିରେ ସମ୍ପୃକ୍ତ କେତେ ଜଣଙ୍କୁ ଗିରଫ କରିଛି। ବସ୍‌ଷ୍ଟାଣ୍ଡ୍‌ରୁ ଜବତ ଗୁଟ୍‌ଖା ଘଟଣାରେ ଗିରଫ ବ୍ୟକ୍ତିଦ୍ୱୟ ହେଉଛନ୍ତି ଗୁଟ୍‌ଖା
Read More...

ଆଠଗଡ଼ କୋରଙ୍ଗ ଗ୍ରାମରେ ଅବକାରୀ ବିଭାଗର ଚଢ଼ଉ

ଆଠଗଡ଼: କଟକ ଜିଲ୍ଲାର ଆଠଗଡ଼ ଥାନା ଅନ୍ତର୍ଗତ କୋରଙ୍ଗ ଗ୍ରାମ ପାର୍ଶ୍ବରେ ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମ‌େ ଚଢ଼ଉ କରାଯାଇ ୧୫ ଲିଟର ଦେଶୀ ମଦ ଜବତ ହୋଇଥିବା ଜଣାଯାଇଛି। କଟକ ଅବକାରୀ ବିଭାଗ, ଆଠଗଡ଼ ଅବକାରୀ ବିଭ‌ାଗର ଓ ଆଠଗଡ଼ ପୁଲିସର ମିଳିତ
Read More...

ଭୁବନେଶ୍ୱରରେ ଗୁଳିକାଣ୍ଡ

ଭୁବନେଶ୍ୱର: ରାଜଧାନୀର କଳିଙ୍ଗବିହାର କେ-୪ ଅଞ୍ଚଳରେ ଗୁଳିକାଣ୍ଡ ଘଟିଥିବାର ଖବର ମିଳିଛି| କିଛି ଦିନ ତଳେ ଜେଲରୁ ଜାମିନରେ ମୁକୁଳିଥିବା ସଞ୍ଜୟ ଖୁଣ୍ଟିଆଙ୍କ ଉପରକୁ ଗୁଳିମାଡ଼ ହୋଇଛି| ଗୋଟିଏ ବାଇକରେ ୩ଜଣ ଦୁର୍ବୃତ୍ତ ଆସି ସଞ୍ଜୟଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଲେ| ତେବେ ସଞ୍ଜୟ ଦୌଡ଼ି
Read More...