୨୬ କେଜି ଗଞ୍ଜେଇ ଜବତ, ୩ ଗିରଫ
କୋରାପୁଟ: ଜୟପୁର ଟାଉନ ଥାନା ପୋଲିସ ପକ୍ଷରୁ ଏକ ଗଞ୍ଜେଇ ରାକେଟକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗତକାଲି ରାତି ପ୍ରାୟ ୧୨ଟା ୧୫ଟାରେ କୋରାପୁଟ ଜିଲ୍ଲାରୁ ୨୬ କେଜି ୨ଶହ ଗ୍ରାମର ଗଞ୍ଜେଇ ଚୋରା ଚାଲାଣ କରୁଥିବା ଉତପ୍ରଦେଶର ଏକ ଗ୍ୟାଙ୍ଗକୁ ସତୀ ନଦୀ ଛକ ନିକଟରେ ଗିରଫ କରି କୋର୍ଟ!-->…
Read More...
Read More...