ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ କଲେ ୫ ଜଣ
ରାଞ୍ଚି: ଜଣେ ୧୫ ବର୍ଷୀୟ ଆଦିବାସୀ ଝିଅଙ୍କୁ ୫ ଜଣ ଯୁବକ ଦୁଷ୍କର୍ମ କରିଛନ୍ତି। ଝାରଖଣ୍ଡର ଖୁଣ୍ଟି ଜିଲ୍ଲା ଅନ୍ତର୍ଗତ କରାଅ ପୁଲିସ ଷ୍ଟେସନ ଅଧୀନରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ନାବାଳିକା ଜଣଙ୍କ ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ମେଳା ଦେଖି!-->…
Read More...
Read More...