ମହୁଲି ମଦ ଜବତ, ୫ ଗିରଫ
ପାଟଣା: କେନ୍ଦୁଝର ଜିଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଥାନାଧିକାରୀ ଦିଲ୍ଲୀପ କୁମାର ତାଣ୍ଡିଙ୍କ ନେତୃତ୍ୱରେ ବୁଧବାର ବିଭିନ୍ନ ଗ୍ରାମରେ ଚଢ଼ାଉ ସମୟରେ ମୋଟ ୪୩ଲିଟର ମହୁଲି ଜବତ କରାଯିବା ସହ ୫ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୫ ଅଭିଯୁକ୍ତ ହେଲେ ମହିଁଷାମୁଣ୍ଡି ଗ୍ରାମର ବିପିନ୍!-->…
Read More...
Read More...