Browsing Category

ଅପରାଧ

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍

କଟକ: ବହୁ ଚର୍ଚ୍ଚିତ ଧର୍ମଶାହା ନାବାଳିକା ଦୁଷ୍କର୍ମ ମାମଲାରେ ସ୍ଥାନୀୟ ସ୍ୱତନ୍ତ୍ର ପୋକୋ୍ସ ଅଦାଲତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସଙ୍ଗେ ସଙ୍ଗେ ୨୦ ବର୍ଷ ଜେଲ୍ ଦଣ୍ଡା ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ୨୦୧୪ ଏପ୍ରିଲ ୧୩ ତାରିଖରେ କଟକ ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳର ଜଣେ
Read More...

ଡକାୟତି ଯୋଜନା ବେଳେ ଦୁଇ ଗିରଫ

ଭୁବନେଶ୍ୱର: ଡକାୟତି ଯୋଜନା କରୁଥିବା ଦୁଇ ଅଭିଯୁକ୍ତଙ୍କୁ କମିସନରେଟ ପୋଲିସ ସ୍ପେଶାଲ ସ୍କାଡ୍ କାବୁ କରି ଖଣ୍ଡଗିରି ପୋଲିସ ଜିମା ଦେଇଛି । ପୋଲିସ ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ ଓ ବାଇକ ଜବତ କରି କୋର୍ଟଚାଲାଣ କରିଛି । ଗିରଫ ଅଭିୟୁକ୍ତ
Read More...

ପାନ ଦୋକାନରେ ମିଳୁଛି ମଦ, ଗଞ୍ଜେଇ!

ଯାଜପୁର: - ମହାମାରୀ କରୋନା ସମୟରେ ଚୋରା ମଦ ଓ ଗଞ୍ଜେଇ କାରବାର ଦୃତ ଗତିରେ ବଢ଼ି ଚାଲିଥିବା ସାଧାରଣରେ ଅଭିଯୋଗ ହେଉଛି । ଦିନ ରାତି ଏହି ବେଆଇନ କାରବାର ଖୋଲାଖୋଲି ଚାଲିଥିଲେ ମଧ୍ୟ ପୁଲିସ ଅଥବା ଅବକାରୀ ବିଭାଗ ପକ୍ଷରୁ ସେଭଳି ଆଖି ଦୃଶିଆ ଠୋସ ପଦକ୍ଷେପ ନିଆଯାଉନାହିଁ । ବିଶେଷ କରି
Read More...

ଦିଲୀପ ରାୟ ଦୋଷୀ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୧୯୯୯ରେ ଝାଡଖଣ୍ଡ କୋଇଲା ବ୍ଲକ ଆବଂଟନ ଦୁର୍ନୀତି ମାମଲାରେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଅଦାଲତ ଆଜି ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆସନ୍ତା ୧୪ତାରିଖ ଦିନ ଅଦାଲତ ଦଣ୍ଡବିଧାନ ଘୋଷଣା କରିବେ ।
Read More...

ଲୁଟେରା ଦାୟୀ କଲା କରୋନାକୁ

ଭୁବନେଶ୍ୱର: ଟୁଲୁକୁ ଗିରଫ କରାଯିବା ପରେ ତା’ର ବୟାନ ସ୍ପେସାଲ୍ ସ୍କାଡ୍ ଅଧିକାରୀମାନଙ୍କ ମୁଣ୍ଡ ଘୂରାଇ ଦେଇଥିଲା । ଯୁକ୍ତ ଦୁଇ ପଢ଼ି ସାରିବା ପରେ ସେ ଗାଁରେ ‘ଜେନା ନୁ୍ୟ ଷ୍ଟାଇଲ୍’ ନାମକ ଏକ ଲୁଗା ଓ ଚପଲ ଦୋକାନ ଖୋଲିଥିଲା । ବ୍ୟବସାୟ ପାଇଁ ଉପରେକ୍ତ ଦୁଇ ବ୍ୟାଙ୍କରୁ ସେ ମୋଟ୍ ୧୯ ଲକ୍ଷ
Read More...

ରାଜ୍ୟରେ ପ୍ରତିଦିନ ଗଡ଼ୁଛି ୩ରୁ ୪ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ହତ୍ୟାର ଶିକାର ହେଉଛନ୍ତି ୩ରୁ ୪ ଜଣ । ପ୍ରତିଦିନ କେଉଁଠି ନା କେଉଁଠି ମୁଣ୍ଡ ଗଡୁଛି । ପୂର୍ବ ଶତ୍ରୁତା ହେଉ କି ବ୍ୟାବସାୟିକ ଶତ୍ରୁତା, ଲୋଭ କିମ୍ବା ଯୌତୁକଜନିତ ହତ୍ୟା, ଏମିତି ପ୍ରତ୍ୟେକ ଦିନ ହତ୍ୟାର ଶିକାର ହେଉଛନ୍ତି ଲୋକ । କେତେକ ଘଟଣାରେ ପରିବାର
Read More...

ଭୁବନେଶ୍ୱରର ୨ଟି ବ୍ୟାଙ୍କ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ

ଭୁବନେଶ୍ୱର: ଭୁବନେଶ୍ୱରର ୨ଟି ବ୍ୟାଙ୍କ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି କମିସନରେଟ ପୁଲିସ । ସାମ୍ବାଦିକ ସମ୍ମିଳନୀ କରି ଲୁଟ୍ ଓ ଅଭିଯୁକ୍ତଙ୍କ ସଂପର୍କରେ ସବିଶେଷ ବିବରଣୀ ଦେଇଛନ୍ତି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ । ଭୁବନେଶ୍ୱର ନନ୍ଦନବିହାର ବରିମୁଣ୍ଡ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ
Read More...

୫୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ଗଞ୍ଜେଇ ଚୋରା ଚାଲାଣ । ପୁଣି ଏଠାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲାର ସର୍ଗିଗୁଡା ଗାଁ ନିକଟରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ଖବର
Read More...

ରାଜଧାନୀରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ହତ୍ୟାକାଣ୍ଡ ଘଟିଛି । ଏଥିରେ ଶମ୍ଭୁ ନାମରେ ପରିଚିତ ଏକ ମିଠା ଦୋକାନୀଙ୍କୁ ହତ୍ୟା କରାଯାଇଥିବା ପ୍ରକାଶ । ଭୁବନେଶ୍ୱର-ପୁରୀ ରାସ୍ତାରେ ସାମନ୍ତାରାପୁର ଠାରେ ହତ୍ୟା କରାଯାଇଥିବା ଉପରୋକ୍ତ ଯୁବକଙ୍କ ମିଠା ଦୋକାନ ରହିଛି । ପୂର୍ବ ଶତୃତା
Read More...

୪ ଖାଦ୍ୟ ଡେଲିଭରି ବଏଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ମହିଳା

ଗୁରୁଗ୍ରାମ:ଗୁରୁଗ୍ରାମରେ ଜଣେ ୩୨ବର୍ଷ ବୟସ୍କା ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ନେଇ ଖବର ମିଳିଛି। ଗଣଦୁଷ୍କର୍ମ କରିଥିବା ଚାରିଜଣ ଯୁବକ ଖାଦ୍ୟ ଡେଲିଭରି ବଏ ଭାବରେ କାମ କରୁଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣା ପରେ ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା
Read More...