ଘର ଭିତରେ ମଦ ବାର୍
କଟକ: କଟକ ସହରର ମାଛୁଆ ବଜାରରେ ଘର ଭିତରେ ଖୋଲିଥିଲା ମଦ ବାର୍। ଗାନ୍ଧୀ ଜୟନ୍ତୀରେ ମଦ କାରବାର କରିବାକୁ ଘରେ ବିପୁଳ ପରିମାଣରେ ମଦ ଗଚ୍ଛିତ କରି ରଖାଯାଇଥିଲା। ମଙ୍ଗଳାବାଗ ଥାନା ପୁଲିସ ଖବର ପାଇ ଏହି ବେଆଇନ ମଦ ବାର୍ ଉପରେ ଚଢ଼ାଉ କରିଛି। ପୁଲିସ ଉଭୟ ମଦ ଦୋକାନୀ ଓ ମ୍ୟାନେଜରକୁ!-->…
Read More...
Read More...