୧୧ ଲିଟର ମଦ ଜବତ : ୩ ଗିରଫ
ବାଲିକୁଦା : ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ୧୧ ଲିଟର ୬୪୦ ମିଲି ବିଦେଶି ମଦ ଜବତ କରାଯାଇଥିବା ବେଳେ ବେଆଇନ ମଦ କାରବାର ଘଟଣାରେ ଜଣେ ମହିଳା ସମେତ ଅନ୍ୟ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ବାଲିକୁଦା ଥାନା ଓ ବାଲିକୁଦା ଅବକାରୀ ବିଭାଗ ପକ୍ଷରି ମିଳିତ ଭାବେ!-->…
Read More...
Read More...