ବଡ଼ଚଣାରୁ ଅପହରଣ
ଭୁବନେଶ୍ୱର: ବଡ଼ଚଣାରୁ ଅପହରଣ ହୋଇଥିବା ଅମିନ ଦାଶରଥୀ ନାୟକଙ୍କୁ ବାଲିପାଟଣା ଥାନା ପୋଲିସ ସହଯୋଗରେ ବଡ଼ଚଣା ଥାନା ପୋଲିସ ବନମାଳିପୁରରୁ ଉଦ୍ଧାର କରିଛି । ଏହି ମାମଲାରେ ପୋଲିସ ଅପହରଣକାରୀ ମାମୁ ଓ ଭଣଜାଙ୍କୁ ଗିରଫ କରିଛି । ସେମାନେ ହେଲେ, ମାମୁ ରବୀନ୍ଦ୍ର ଦାଶ ଓ ଭଣଜା ସୁଶାନ୍ତ ପଣ୍ଡା!-->…
Read More...
Read More...